Category Archives: Message For You

Smruti Tume Sradhanjali (A true Story ) Page-183

Third-Day…

ସେଦିନ ସକାଳୁ ଟିଉସନ ସାରି ଘରୁ ଅନୁମତି ନେଇ କୁମାର ସନ୍ଧ୍ୟା ଘରକୁ ବାହାରିଗଲେ । 

ଘରେ ପହଂଚି ସନ୍ଧ୍ୟା, ପୁଷ୍ପାଞ୍ଜଳି ଅଜା ଆଉ ସନ୍ଧ୍ୟାର ବୋଉ ବାହାରିଗଲେ ମାମୁଁଙ୍କ ଗାଁକୁ ।

 କିଛି ସମୟପରେ ମାମୁଁଙ୍କ ଘରେ ପହଞ୍ଚିଯାଇଥିଲେ, ପ୍ରଥମେ ସମସ୍ତଙ୍କ ସହ କୁମାରଙ୍କ ପରିଚୟ କରେଇଲେ, ସନ୍ଧ୍ୟାର ବୋଉ ।

 କୁମାର ଆଉ ସନ୍ଧ୍ୟାର ସାଙ୍ଗମାନେ ମଧ୍ୟ ଯାଇଥାନ୍ତି । 

କିଛି ସମୟପରେ ମନ୍ଦିରରୁ ଆସି ଘରେ ବହୁତ ମଜାମସ୍ତି କଲେ ।

 Launch ସମସ୍ତେ ଖାଇସାରି ମାମୁଁଙ୍କ ପୁଅର ଜନ୍ମଦିନରେ ରଖାଯାଇଥିବା ଆୟୋଜନରେ ଲାଗିପଡିଲେ, ହେଲେ ଏପଟେ ସନ୍ଧ୍ୟା ଗୋଟେ ଡାୟେରି ଧରି ବସିଥାଏ ଆଉ ଲେଖୁଥାଏ । 

ଏତିକି ବେଳେ କୁମାର ଆସି ପହଁଚି ଯାଇଥାଏ ।

କୁମାର:-ଆରେ ବାୟାଣୀ କଣ କରୁଛ ଏଠି ? କଣ ଲେଖା ଚାଲିଛି  ଦେଖା ତ ?? କଣ ଲେଖୁଛୁ ମୁଁ ବି ଟିକେ ଦେଖିବି ।

ସନ୍ଧ୍ୟା:- କଣ ଆଉ ଲେଖିବି ତମର ଆଉ ମୋର Love Story …

କୁମାର:- ଆମ Story କଥା ତ ଆମେ ଜାଣିଛନ୍ତି ନା ଲେଖିବା କଣ ଦରକାର ?? 

ଏଥିରେ ଏମିତି କିଛି ଖାସ ନାହିଁ ତ ??

ସନ୍ଧ୍ୟା:- କେମିତି ନାହିଁ !! ବହୁତ କିଛି ଅଛି । 

ଦେଖ ପ୍ରଥମେ ହେଲା ଜଣେ ଅନ୍ୟ ଜଣକୁ ଯଦି Heart ରୁ ଭଲପାଉଥିବ ।

 ତାହାଲେ ଦୁନିଆର କୌଣସି ଶକ୍ତି ନାହିଁ ଯେ ତାକୁ ଅଟେଇକି ପାରିବ ।

 ଯେମିତି ତମେ ମୋତେ କେତେ ଅଣଦେଖା କରୁଥିଲେ ହେଲେ ମୋର ତମପ୍ରତି ସ୍ୱଚ୍ଛ ଭଲପାଇବା ଥିବାରୁ ମୁଁ ତମକୁ ପାଇପାରିଲି ।
To be continued…….


Promo: (ସନ୍ଧ୍ୟା କହୁଛି କୁମାର କୁ,  ଆମର ଯେତେବେଳେ ବାହାଘର ହେଇଯିବ ତାପରେ ବସିକି ପଢିବି ଆମ Love Story, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..

Pages:


Page-182<<>>Page-184



Follow my Blog and find Smruti Tume Sradhanjali Part-183




Follow my Pages

Thanks….

Smruti_tume_sradhanjali_in_odia_by_kumars_diary_part_183
Smruti+tume+sradhanjali+in+odia+by+kumars+diary+part+183

Smruti Tume Sradhanjali (A true Story ) Page-181

ସନ୍ଧ୍ୟା:-କୁମାର ସତରେ ତମର ଯଦି କିଛି ହେଇଯାଏ ।

 ମୁଁ ବଞ୍ଚିପାରିବିନି ।

କୁମାର:-ହଉ ଛାଡ଼ ସେକଥା ।

 ଆଚ୍ଛା ମୋ Surprise ଟା କଣ କୁହ ??

ସନ୍ଧ୍ୟା:-ଏଇ ତ ମୋ ବାୟାଣୀ ” ପୁଷ୍ପାଞ୍ଜଳି”। 

ମୋ ସୁଖଦୁଃଖର ସାଥି ।

ପୁଷ୍ପା:-ହଁ ଭାଇ ମୁଁ ତମ ବିଷୟରେ ସବୁ ଜାଣିଛି ।

 ତମ Love Story ।

କୁମାର:- ଆଚ୍ଛା !! ତାହାଲେ ତମେ ସବୁ ଜାଣିସାରିଛ ।

ପୁଷ୍ପା:- ହଁ ଭାଇ ତମକୁ ପାଇବାପାଇଁ କେତେ କଷ୍ଟ କରିଛି ମୋ ଅପା ଜାଣିଛି ?

ସନ୍ଧ୍ୟା:- ଏ ପୁଷ୍ପା ଚୁପ୍ ରହ । ତୁ ସବୁ ଏଠି କହନି ।

କୁମାର:- ଆରେ ତାକୁ କାହିଁକି ମନା କରୁଛ, ମୁଁ ବି ଜାଣିବା ଦରକାର ନା ?

ତାପରେ କୁମାର Ice Cream ଆଣିବାକୁ ଯାଇଥାଏ ।

ପୁଷ୍ପା:- ତମର ମନେ ଅଛି ଭାଇ, ତମେ ଆମ ଘରକୁ First Time ଆସିଥିଲ Bag ଦବାକୁ,,  ଅପା ତା ଆଗରୁ ତମକୁ ଜାଣିଥିଲା । 

ଆମେ ବର୍ତ୍ତମାନ ଏଠି ଯୋଉ ବସିଛନ୍ତି, ସେଇ ଯାଗାରେ । ତୁମର ଦୟବାନ ଆଉ କର୍ତ୍ତବ୍ୟ ପରାୟଣ ଚରିତ୍ର ଦେଖି ସେ ତମ ଉପରେ ପୁରା ଫିଦା ହେଇଯାଇଥିଲା ।

 ତାପରେ ଆମେ ତାକୁ ଅଲଗା College ରେ ପଢିବାକୁ କହିଲୁ, ହେଲେ ସେ ତମେ ଯୋଉ College ରେ ପଢୁଥିଲ ସେଇ College ରେ ପଢିବ ବୋଲି Zid ଧରି ବସିଲା ।

ସେ ବି same College ରେ ପଢିଲା ।
 ତମେ ଏତେ ଭାଉ ଖାଇଲ ଯେ, ମୋ ଅପାକୁ Line ଦେଉନଥିଲ । 

ବହୁତ କଷ୍ଟରେ ତମକୁ ସେ ପାଇଛି । ଆଉରି ଅନେକ କଥା ଅଛି । 

ମୁଁ ସବୁ ଜାଣିଛି ।

କୁମାର:-ଆଚ୍ଛା ତାହାଲେ Madam ମୋ ପାଇଁ ବହୁତ କଷ୍ଟ କରିଛନ୍ତି ।

ସନ୍ଧ୍ୟା:- ନୁହେଁ ତ ଆଉ କଣ !! ତମେ ମୋ ପାଇଁ କଣ କରିଛ କହିଲ ??

କୁମାର:- ମୁଁ ବି ତ ବହୁତ ଆଗରୁ Love କରୁଥିଲି ।

 ତମକୁ ମୁଁ ଆଗରୁ ଦେଖିନଥିଲି । Bag ଦବାକୁ ଯାଇ ଦେଖିଲି ।

 ସେଇଠୁ ହିଁ ଭଲପାଇ ବସିଲି । ସେକେଣ୍ଡରେ Foom Fill Up ଦିନ ତମକୁ ସେଠି ଦେଖି ବହୁତ ଖୁସି ହେଇଯାଇଥିଲି ମନେ ମନେ ।

 ହେଲେ ସାଙ୍ଗମାନଙ୍କ ଆଗରେ ଚୁପ୍ ଥିଲି ।

ତାପରେ College ରେ ସବୁଦିନ ଭାବୁଥାଏ ତମ ସହ କଥା ହେଇଯିବି,
 ହେଲେ ତମକୁ କଷ୍ଟ ଦଉଥିଲି । 

ମୁଁ ନିଜେ ବି କଷ୍ଟ ପାଉଥିଲି ଆଉ ଶେଷରେ ରେ ସହି ହେଲାନି,  ତମକୁ I Love You କହିଦେଲି ।

ଏତିକି ବେଳେ ସନ୍ଧ୍ୟାର ପ୍ଲାନ ଅନୁସାରେ ସବୁସାଙ୍ଗମାନେ ଆସି Surprise ଦେଇଦେଲେ ।

 କୁମାର ମୁହଁରୁ ତା Love Story ଶୁଣିବା ପାଈଁ ।
To be continued…….


Promo: ( ସମୀର କୁମାର କୁ ମାରିବାକୁ ପ୍ଲାନ କରୁଛି, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..



Follow my Blog and find Smruti Tume Sradhanjali Part-181



Follow my Pages


Thanks….

Smruti_tume_sradhanjali_in_odia_by_kumars_diary_part_181
Smruti+tume+sradhanjali+in+odia+by+kumars+diary+part+181