![]() |
| ଅଲଗା ଲାଗୁଛୁ |
ବସନ୍ତ କଣ ?
ଜାଣିବା ଦିନରୁ
ତୋ ଦେହରେ
ବସନ୍ତ ଆଉ ଫଗୁଣର
ରଙ୍ଗ ବି ଲାଗିଯାଇଛି ?
ତୋ ଅଜ୍ଞାତରେ – ତୋ ଅଜାଣତରେ କି
ତୋ ଜ୍ଞାତ ସାରରେ ???
ମାତ୍ର ତୁ ସେଦିନ ଠୁ
ଖାସ୍ ଅଲଗା ଅଲଗା ଲାଗୁଛୁ ।।।
ମନୋଜ କୁମାର ବେହେରା
If the contents helpful so share to your friends, Thanking You.


No responses yet