ତୁମ ପାଖରେ



ତୁମକୁ ଦେଖିଥିଲି
ଅନେକ ଦିନ ତଳେ
ଝାପସା ମନେ ପଡେ କେତେ ପଦ କଥା,
ସେହି ମହାନୁଭବି କାହାଣୀରୁ ପଦେ,
ଆଜି ସତ ହେବାରେ ଲାଗିଛି
ଅଯ୍ୟାଚିତ ଭାବେ ଦେଇଥିବା
ଉପଦେଶ କିଛି ।

ତଥାପି ଯଦି, କିନ୍ତୁ ନଥାଇ
ସେ ସମୟଟା ଫେରନ୍ତା କି ?
ନିଜକୁ ସମର୍ପି ଦିଅନ୍ତି
ତୁମ ପାଖରେ ;
ଜୀବନରେ ସୁନେଲି କିରଣ
ନେଇ ଆସିଥିବା
ସେହି ଭାବନା ଓ ବ୍ୟକ୍ତିତ୍ଵ ପାଖରେ !!



ଦିଗାମ୍ବର ସେଠି
ଗୋଳାବନ୍ଧ, ଗଞ୍ଜାମ

6 Responses

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading