କିଛି ମନୋବିଜ୍ଞାନ ତତ୍ତ୍ଵ

@ ଯଦି ଆପଣଙ୍କ ପାର୍ଟନର ଆପଣଙ୍କୁ “ଧମକ” ଦେଉଛି ତେବେ ଏହାର ଅର୍ଥ ଯେ ତୁମ ସାଥୀ ତୁମ ସହିତ ରହିବାକୁ ଚାହୁଁ ନାହିଁ ତେବେ ତାକୁ ଏକା ଛାଡି ଦେବା ଭଲ ।


@ ଯଦି ଆପଣଙ୍କର ସାଥୀ ଆପଣଙ୍କୁ ଅଣଦେଖା କରୁଛନ୍ତି, ତେବେ ତାଙ୍କୁ ମନାଇବା ପରିବର୍ତ୍ତେ ଆପଣ ତାଙ୍କଠାରୁ କିଛି ସମୟ ଦୂରରେ ରହିବା ଉଚିତ୍ ।

@ ଅତ୍ୟଧିକ ଭକ୍ତି ଭାବ ପ୍ରେମ ତୁମର ସମ୍ମାନ ର ମୂଲ୍ୟକୁ ନଷ୍ଟ କରିପାରେ, ଆପଣଙ୍କ ପାର୍ଟନର ଯଦି ସମ୍ମାନ ଦିଏ ନାହିଁ ତେବେ ପ୍ରେମ ର ମାତ୍ରା କମ୍ କରିବା ଦରକାର।

@ କଥା ବଦଳରେ କୋମଳ ବାର୍ତ୍ତା ସହିତ ନିଜ ସାଥୀଙ୍କୁ ବୁଝେଇବା କୁ ଚେଷ୍ଟା କର, ଯଦି ଆପଣଙ୍କ ପାର୍ଟନର ଆପଣକୁ ଅଧିକ ମହତ୍ତ୍ଵ ଦିଏ ତେବେ ସେ ସମ୍ପର୍କ ସବୁ ଦିନ ପାଇଁ ତିଷ୍ଟି ରହେ ନହେଲେ ବହୁତ୍ କମ୍ ଦିନରେ ଫାଟ ସୃଷ୍ଟି ହେବା ର ସମ୍ଭାବନା ଅଛି।


@ ଯେଉଁ ସମ୍ପର୍କ ଭିତରେ ଦୁଃଖ ଏବଂ ମଧୁରତା ଭରି ରହିଥାଏ, ତାହା ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ରହେ ଏବଂ ସେ ସମ୍ପର୍କ କୁ ଅଧିକ ରୁ ଅଧିକ ଲୋକ ଈର୍ଷା ମଧ୍ୟ କରନ୍ତି।


@ ଅନାବଶ୍ୟକ ରାଗୁଥିବା ସାଥୀ ଅନ୍ୟ ସାଥୀକୁ ଶାରୀରିକ ଏବଂ ମାନସିକ ସ୍ତରରେ ବିଚଳିତ କରିପାରେ। ଭଲ ହେବ ଦୂରତା ଅବଲମ୍ବନ କରିବା ଦରକାର ।

@bhuyansblog

@bhuyansblog

@bhuyansblog

@bhuyansblog

Leave a Reply

Your email address will not be published. Required fields are marked *