ହେଲେ କଥାରେ ଅଛି ପରା ରଖେ ହରି ମାରେ କିଏ ??
ମାରେ ହରି ରଖେ କିଏ ??
ତାପରେ ମଣିଷର ଭାଗ୍ୟରେ ଯାହା ଲେଖାହେଇଥିବ ତାହା ହିଁ ହେଇଥାଏ….
(ପଢନ୍ତୁ ଆଗକୁ କଣ ହେଲା …)
କେକ୍ କଟା ସରିବାପରେ ସାଙ୍ଗମାନେ ବାହାରୁଥାନ୍ତି ଘରକୁ ଯିବାପାଇଁ, ଏତିକି ବେଳେ ମାମୁଁ କହୁଥାନ୍ତି ।
ମାମୁଁ:- କୁଆଡେ ବାହାରିଲ ?? ଆଜି ରାତିକ ରହିଯାଅ କାଲି ସକାଳୁ ଯିବ ।
ସବୁ ସାଙ୍ଗମାନେ ବହୁତ ମନାକରିଲା ପରେ,ମାମୁଁ ବି ଆଉ ମନା କରିପାରିଲେନି ।
ହେଲେ କୁମାର ଆଉ ସନ୍ଧ୍ୟାକୁ ମନା କରୁଥାନ୍ତି । ସେମାନେ ଯାଆନ୍ତୁ ତମେ ଦୁଇଜଣ ରହିଯାଅ ।
କୁମାର ସବୁସାଙ୍ଗମାନଙ୍କୁ କହୁଥାଏ ।
କୁମାର:- ମାମୁଁ ଏତେ କରି କହୁଛନ୍ତି ନରହିଲେ ଖରାପ ଭାବିବେ ତମମାନେ ଯଦି ଯିବ ଯାଅ ମୁଁ ଆଉ ସନ୍ଧ୍ୟା କାଲି ସକାଳେ ଯିବୁ ।
ତାପରେ ସାଙ୍ଗମାନେ ବାହାରିଗଲେ ଏତିକି ବେଳେ କୁମାର ସମୀର ସହ ଦେଖାହେଇଯାଇଥାଏ ।
ସମୀର କହୁଥାଏ….
ଆଗରୁ କଣ Planing ହେଇଥିଲା ଆପଣ ମାନଙ୍କର ମନେ ଅଛି ନା ?? କୁମାରକୁ କହୁଥାଏ …
ସମୀର:-ଯେତେ ଖୁସି ହବା କଥା ହେଇଯା!! ଆଜି ସେ ସମୟ ଆସିଯାଇଛି ତୋ ସାଙ୍ଗମାନେ ତୋ ସହ ରହିଯାଉଥିଲେ ମୁଁ କିଛି କରିପାରୁନଥିଲି ।
ହେଲେ ଆଜି କିଏ ନାହିଁ ତୁ ଏକୁଟିଆ ହେଇଯାଇଛୁ , ସନ୍ଧ୍ୟାର ଆଜି Last Day …କେମିତି ଅଟେକେଇବୁ ଅଟକା ।
ସମୀର ଏତିକି କହି ଚାଲିଯାଇଥାଏ ।
To be continued…….
Promo: (ସନ୍ଧ୍ୟା ଆଉ କୁମାର ମନରେ ଭୟ ଅନୁଭବ ହେଇଛି, ପଢିବା Next Page ରେ…… )
All posts by Bhuyansblog(Admin)
Smruti Tume Sradhanjali (A true Story ) Page-185
କୁମାର:- ପୁଣି ସେଇ ମରିବା କଥା, ତମକୁ କେତେ ଥର କହିଛି ମରିବା କଥା କହିବନି ବୋଲି ।
ସନ୍ଧ୍ୟା:-Sorry Sorry ମୋ ପାଟିରେ ରହୁନି ବହାରିଯାଉଛି ।
ତାପରେ ଦିନେ ନା ଦିନେ ଆମକୁ ମରିବାକୁ ପଡିବନା ।
କୁମାର:- ପୁଣି ବାୟାଣୀ !! ଦେବି ଯେ ଗୋଟେ ।
ସନ୍ଧ୍ୟା:- ମୋ ପାଖକୁ ଆସିଲ, ତମ କୋଳରେ ଟିକେ ଶୋଇବାକୁ ଚାହୁଁଛି ।
ସନ୍ଧ୍ୟା କୁମାରର କୋଳରେ ଶୋଇକି କହୁଥାଏ…
ଜାଣିଛ କୁମାର ମୁଁ ଆଜି ବହୁତ ଖୁସି ଜୀବନର ସବୁ ଖୁସି ମୋତେ ମିଳି ଯାଇଛି ।
ଏବେ ଖାଲି ମୁଁ ତମ କୋଳରେ ମୁଣ୍ଡ ରଖିକି ଶୋଇବି, ଆଉ ତମେ ମୋତେ ଏମିତି ଦେଖୁଥାଅ ।
ଗୋଟେ କଥା କହିବି ତମେ ରାଗିବନି ନା ?
କୁମାର:- କୁହ !! କଣ କହିବ କୁହ ରାଗିବିନି ।
ସନ୍ଧ୍ୟା:- ମୋତେ ଆଜି ଭାରି କାନ୍ଦିବାକୁ ଇଚ୍ଛା ହଉଛି ।
ମୋତେ ଏମିତି ଲାଗୁଛି କି, ମୁଁ କାଲି ସକାଳ ଦେଖିପାରିବିନି ।
ମୋତେ ଏମିତି ଲାଗୁଛି ତମଠୁ ଦୁରେଇ ଦୁରେଇ ଯାଉଛି …
ଏହା ଶୁଣିବା ପରେ କୁମାର ମନରେ ପୁଣିଥରେ ସନ୍ଧ୍ୟାକୁ ହରେଇବାର ଭୟ ବଢି ଯାଇଥାଏ ।
ସେ Emotional ହେଇଯାଇଥାଏ, ଆଉ ସନ୍ଧ୍ୟା ମଧ୍ୟ Emotional ହେଇଯାଇଥାଏ ।
କୁମାର:-ତମେ ଏମିତି କାହିଁକି ଭାବୁଛ ?? ମୁଁ ତମ ସହିତ ଅଛି ନା ।
ସନ୍ଧ୍ୟା:- ମୁଁ ଜାଣିନି ମୋତେ ଏମିତି କାହିଁକି ଲାଗୁଛି ।
କୁମାର:- ତମେ ବେଶି ଭାବନି ହେଲା, ଦେଖିଲ ମୋତେ ଦେଖ ।
ତମକୁ କଣ ଲାଗୁଛି ତମେ ମୋଠୁ ଦୁରେଇଯିବ ।
ତମେ ଯୁଆଡେ ଯିବ ମୁଁ ବି ସିଆଡେ ଯିବି ହେଲା ।
ଏବେ ଚାଲ ସେପଟେ କେକ୍ କଟା ଆରମ୍ଭ ହେଇଯିବ ।
ତାପରେ ଆମେ ଘରକୁ ଯିବା ନା ।
ସନ୍ଧ୍ୟା:- ହଉ ଚାଲ…. ତାପରେ କେକ୍ କଟା ଚାଲିଥାଏ ।
ଏପଟେ ସମୀର ଆଉ ତା ଚେଲାମାନେ ଫୁଲ Planing କରିଚାଲିଥାନ୍ତି ।
କୁମାର ଠାରୁ ତା ସାଙ୍ଗମାନେ ଦୁରେଇ ଗଲାପରେ କୁମାରକୁ ମାରିବା ଅପେକ୍ଷାରେ ରହିଥାନ୍ତି ।
To be continued…….
Promo: (ସମୀର କୁମାର କୁ ଧମକ ଦେଉଛି ଯେ ସେ ସନ୍ଧ୍ୟା କୁ ମାରିଦେବ ବୋଲି, ପଢିବା Next Page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-185
Follow my Pages
Thanks….
Smruti_tume_sradhanjali_in_odia_by_kumars_diary_part_185
Smruti+tume+sradhanjali+in+odia+by+kumars+diary+part+185
