କୁମାର:- ହଉ ଠିକ୍ ଅଛି ଭାଇ ମୁଁ ଆସୁଛି । ସନ୍ଧ୍ୟା ଚାଲ ଯିବା ସେମାନେ ସ୍କୁଲରେ ଅଛନ୍ତି ।
ତାପରେ ସେମାନେ ସ୍କୁଲ ପାଖରେ ପହଞ୍ଚିଗଲେ ।
ସନ୍ଧ୍ୟା:- ଏଠି କଣ ରଖିଲ ଯେ ?
କୁମାର:- ଏଇଟା ପରା ହାଇସ୍କୁଲ ତମେ ଚାଲ ମୁଁ ଗାଡି ରଖିକି ଆସୁଛି ।
ସନ୍ଧ୍ୟା:- ଜଲଦି ଆସିବ ହେଲା ।
ହାଇସ୍କୁଲ ଭିତରକୁ ଗଲା ବେଳକୁ ବହୁତ ସାଜସଜ୍ଜା ହୋଇଥିଲା । କୁମାର ଆଉ ସନ୍ଧ୍ୟା ଆଶ୍ଚର୍ଯ୍ୟ ହୋଇଗଲେ ।
ଆକାଶ:- Welcome to Mr. Kumar & Mrs. Sandhya ।
ସନ୍ଧ୍ୟା:- Thank you ଆକାଶ ଏବଂ ସମସ୍ତ ମୋର ପ୍ରିୟ ସାଙ୍ଗମାନେ ।
କୁମାର:- ଆରେ ଏ କଣ ଏତେ ସାଜସଜ୍ଜା କାହା ପାଇଁ କାହାର କିଛି ପୋଗ୍ରାମ ଅଛି ନା ? ସ୍କୁଲରେ କଣ Function ଅଛି ?
ଆକାଶ:- ଭାଇ ଟିକେ ସାଇଟରେ ବୁଲିକି ଦେଖ ।
ସେଠି କୁମାର ଆଉ ସନ୍ଧ୍ୟାର ଫଟୋ ଲାଗିଥିଲା ଆଉ ସେଥିରେ ଲେଖାଥିଲା କି Happy Holi & I Love You day .
କୁମାର ସେ ହୋଡିଙ୍ଗ ଦେଖି ଉପରେ ଉପରେ ରାଗିଯାଇ କହିଲା ।
କୁମାର:- ଆକାଶ ଏ ହୋଡିଙ୍ଗ କିଏ ବନେଇଛି ।
ଏଠି କିଏ ମାରିଛି ।
ତମେ ସବୁ ପାଗଳ ହେଇ ଗଲଣି ନା କଣ ??
ସେତେବେଳେ କୁମାରର ସାଙ୍ଗମାନେ ମିଶିକି କହିଲେ ।
କଣ ଭାଇ- ଭାଉଜଙ୍କ ଘରକୁ ଗଲ, ଭାଉଜଙ୍କ ଘରେ ରାତି ରହିଲ Scooty ରେ ବୁଲିଲ, ଶେଷରେ ପ୍ରୋପଜ ବି କଲ ଆଉ ଆଜି ଭାଉଜଙ୍କ ପସନ୍ଦ ର ଡ୍ରେସ ବି ପିନ୍ଧିଲ ପୁଣି ଆମକୁ କହୁଛ ଇଏ କଣ ??
ଆଉ କେତେଦିନ ବୁଡି ବୁଡି ପାଣି ପିଇବ ।
To be continued…….
Promo: (କୁମାର ସାଙ୍ଗମାନଙ୍କୁ ବୋକା ବନେଇଵ ଭାବି ସେ ନିଜେ ବୋକା ବନିଗଲା । ପଢିବା next page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-63
Follow me:-
Click here for instagram page : Instagram
Click here for my Facebook Page : Facebook
Click here for my Twitter Page : Twitter
Click here for my Quora Page : Quora
Click here for Blogger Page : Blogger
Thanks….
Facebook Comments