କୁମାର ଜାଣିସାରିଥାଏ, ସେ Special ଟା କଣ ?? କାହିଁକି ନା ସେ ଦିନ ଥିଲା ହୋଲି ।
ସବୁ ସାଙ୍ଗ ମନେ ମିଶି ସନ୍ଧ୍ୟା ଆଉ କୁମାର ର ଯୋଡିକୁ ମିସେଇବାକୁ ପ୍ଲାନ କରିଥିଲେ ।
କୁମାର ବହୁତ ଖୁସି ହେଲା ଆଉ ମୁରୁକି ମୁରୁକି ହସୁଥିଲା ।
ଏତିକି ବେଳେ sir ଆସିଯାଇଥିଲେ, ଆଉ କୁମାରକୁ ପଚାରିଲେ ।
ସାର:- କଥା କଣ କୁମାର ଆଜି ପୁରା ଖୁସି ଜଣା ପଡୁଛ, କଣ ହେଇଛି ??
କୁମାର:- କିଛି ନାହିଁ sir ଏମିତି ହସିଦେଲି ।
ସମସ୍ତେ କୁମାରକୁ ଦେଖୁଥାନ୍ତି, ସନ୍ଧ୍ୟା କୁମାରକୁ ଦେଖି ହସୁଥାଏ ଆଉ କୁମାର ବି ସନ୍ଧ୍ୟାକୁ ଦେଖି ହସୁଥାଏ ।
ହଉ ଠିକ ଅଛି ତାହେଲେ, ସମସ୍ତେ Note Book ବାହାର କର ।
ତାପରେ ପାଠ ପଢ଼ା ଆରମ୍ଭ ହେଲା । ଟିଉସନ ସରିଲା ପରେ ସମସ୍ତେ ବାହାରିଲେ ଯିବା ପାଇଁ ।
ଏତିକି ବେଳେ ଦୀପା, ସରିତା, ଆକାଶ, ଅଜିତ, ନାରାୟଣ, ଦୀପକ, କେଶବ, ବିକ୍ରମ, କେଶବ, ସମସ୍ତେ ଆସି କୁମାର କୁ ହାପି ହୋଲି wish କରିିିଲେ । ଆଉ କୁମାର ମଧ୍ୟ ଜଣେଇଲା ।
ସନ୍ଧ୍ୟା ବି ଜଣେଇଲା କୁମାର କୁ ହାପି ହୋଲି । ହେଲେ କୁମାର କିଛି କହିଲାନି ।
ସରିତା:- ଏତେ କାହିଁକି ଭାଉ ଖାଉଛ ଯେ, ସେ ହାପି ହୋଲି ଜଣେଇଲା ତମେ କିଛି କହିଲନି । ହଉ ଛାଡ଼ ଆଜି କଲେଜ ଆସୁଛ ତ ।
କୁମାର:- ହେଲେ ଆଜି କଲେଜ ବନ୍ଦ ଥିବ ନା Holi ପାଇଁ ।
ଦୀପା:- କଲେଜ ବନ୍ଦ ରହିବ, ହେଲେ ତମକୁ ତ ଆସିବାକୁ ପଡିବ ।
To be continued…….
Promo: ( ସନ୍ଧ୍ୟା ଆଉ କୁମାର ପାଈଁ planning କରିଛନ୍ତି ସାଙ୍ଗମାନେ ପଢିବା next page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-51
Follow My Pages:-
Thanks….