Smruti Tume Sradhanjali (A true Story ) Page-49


 କୁମାର:- ଦେଖ ୟାକୁ ଧିରେ ଚଲେଇଲେ କୁହୁଛି ଧିରେ କଣ ଚଲାଉଛ ଆଉ ଟିକେ ଜୋରରେ ଚଲାଓ  ଆଉ ଯେତେବେଳେ ଜୋରରେ ଚାଲାଉଛି କହୁଛି କଣ ନା ଧୀରେ ଚଲାଓ ।

ସନ୍ଧ୍ୟା:- ତମେ କଣ ଜାଣିପାରୁନ କି ଏତେ ଶୁନସାନ ରାସ୍ତାରେ ଆମେ ଦୁଇଜଣ ତା ଫିଲିଙ୍ଗସ ଟିକେ ଅଲଗା ନୁହଁ କି ?? 

ବେଶି ଜୋରରେ ନୁହଁକି ବେସି ଧିରେ ନୁହଁ ମଧ୍ୟମ ଧାରା ରେ ଚଲାଓ ଦେଖିବ କେମିତି ଲାଗିବ ।

କୁମାର:- ତମେ ଯେମିତି କହୁଛ ନା, ମୋର କଣ ଇଛା ହଉଛି ଜାଣିଛ ।

 ତମକୁ ଜାବୁଡି ଧରିବାକୁ ତମେ ଗାଡି ଚଲାଓ ମୁଁ ତମକୁ ଧରିକି ବସିବି ।

ସନ୍ଧ୍ୟା:- ନା ବାବା ନା ଜମା ନାହିଁ ।

 କେତେ ଦୁଷ୍ଟ ହେଇଗଲଣି ତମେ ।

କୁମାର:- ତମେ ଏବେ କହିଲ ନା ଏଇ ଶୁନସାନ ରାସ୍ତାରେ ଆମେ ଏକୁଟିଆ । 

ଆଉ ଗୋଟେ କଥା ଜାଣିଛ ତମେ ଗାଡି ଚଲାଉଥିବ ମୁଁ ତମ ପଛରେ ବସି ପଛପଟୁ ଧରିକି ବସିବି କେମିତି ହବ କହିଲ ।

ସନ୍ଧ୍ୟା:- ଚୋପା ହବ ନା ତମେ ଚଲାଓ । 

ତମେ ସେମିତି ବସିବ ଆଉ କିଏ ଯଦି ଦେଖିନବ କଣ ଭାବିବ ଯେ ।

କୁମାର:- ଦେଖିଲେ ଦେଖୁ କଣ ଟା ଭାସିଯିବ ଯେ । 

ତାପରେ ଆମକୁ ଏଠି କିଏ ଜାଣିନାହାନ୍ତି,  ଦେଖିଲେ କଣ ଭାବିବ କିଛି ଭାବିବନି ।

To be continued…….


Promo: (  ଟିଉସନ ଆଉ ଅନ୍ୟ କିଛି କଥା ଏବଂ ଆକାଶ କହେ କୁମାର କୁ ତୋ ପାଇଁ surprise ଅଛି college ରେ, ପଢିବା next page ରେ…… )

                  

କୁମାର ଙ୍କ Personal Diary ରୁ……..

Pages:





Follow my Blog and find Smruti Tume Sradhanjali Part-49



Follow My Pages:- 

Thanks….

Smruti Tume Sradhanjali (A true Story ) Page-48


ସନ୍ଧ୍ୟା:- ଠିକ ଅଛି, ତମେ ଘରକୁ ଯିବାକୁ ଚାହୁଁଛ ତ ଯିବା ।


 ଆମେ ଦୁଇଜଣ ମିଶିକି ଯିବା ତମେ ତମ ଘରକୁ ଟିକେ ବୁଲିଆସିବ ସେ ସୁଯୋଗରେ ମୁଁ ବି ଟିକେ ବୁଲିଆସନ୍ତି ।

କୁମାର:- ତମେ ଆମ ଘରକୁ ଯିବ !! ମୋ ବୋଉ ପଚରେ ଏ ଝିଅ କିଏ, ତା ଘର କୋଉଠି । ତୁ ରାତିରେ କୋଉଠି ଥିଲୁ ଏମିତି ବହୁତ ପ୍ରଶ୍ନ କରିବ ।

ସନ୍ଧ୍ୟା:- ତମେ କି ଭଳିଆ ପୁଅ କେଜାଣି ଏତିକି କଥା ମେନେଜ କରିପାରିବନି । 

କହିବ ଇଏ ମୋ ସାଙ୍ଗ କଲି ରାତିରେ ମୁଁ ୟାଙ୍କ ଘରେ ରହିଯାଇଥିଲି । Please କୁହନା ମୁଁ ବି ଯିବି ।

କୁମାର:- ତମେ ଠିକ କହୁଛ ଯେ, ହଉ ଛାଡ଼ ସେ କଥା ।

 ଟିଉସନ ଗଲାବେଳେ ତମେ ଆଗରେ ଚାଲିଯିବ ମୁଁ କିଛି ସମୟ ପରେ ଯିବି ନହଲେ ସେ ବାଳୁଙ୍ଗାମନେ ସନ୍ଦେହ କରିବେ ।

ସନ୍ଧ୍ୟା:- ହଉ ଠିକ ଅଛି ଯାହା ତମେ କହିବ ସେୟା କରିବି । ହେଲେ ତମେ ମୋ Scooty କୁ ଏମିତି ଶଗଡ଼ ପରି କାହିଁକି ଚଲାଉଛ ।

କୁମାର:- ଆଛା ଠିକ ଅଛି, ଏବେ ଦେଖ ମୁଁ କେମଟି ଚଲାଉଛି ।


ସନ୍ଧ୍ୟା:- ଓଃ ଏତେ ଯୋର ରେ କଣ ଯେ ଚଲାଉଛ ଟିକେ ଧୀରେ ଚଲଉନ ।

To be continued…….


Promo: (   ସୁନସାନ ରାସ୍ତାରେ କୁମାର ଆଉ ସନ୍ଧ୍ୟା ର ରୋମାଣ୍ଟିକ କଥାବାର୍ତ୍ତା ପଢିବା next page ରେ…… )

କୁମାର ଙ୍କ Personal Diary ରୁ……..

Pages:





Follow my Blog and find Smruti Tume Sradhanjali Part-48



Follow My Pages:- 


Thanks….

Smruti Tume Sradhanjali (A true Story ) Page-47


କିଛି ସମୟ ଗଲାପରେ ରାସ୍ତା ପୁରା ଶୁନସାନ ହେଇଯାଇଥାଏ ।


ସନ୍ଧ୍ୟା କୁମାରକୁ ଜାବୁଡି ଧରି ବସିଗଲା ।

କୁମାର:- ଆରେ ଇଏ କଣ କରୁଛ, ରାସ୍ତାରେ ତ ଟିକେ ଲାଜ କର । କିଏ ଯଦି ଦେଖିବ କଣ ଭାବିବ ।

ସନ୍ଧ୍ୟା:- Hello ମିଷ୍ଟର କାଲି ତ ଭାରି ରୋମାଣ୍ଟିକ ହଉଥିଲ ।

 ଆଜି କଣ କିଛି ନ ଜାଣିଲା ଭଳି ଅଭିନୟ କରୁଛ ।

 ଘର ଭିତରେ ଷଣ୍ଢ ଭଳି ଆକ୍ରମଣ କରିଦଉଛ । ବାହାରେ ଆସିଲେ ଛେଳି ।

କୁମାର:- ଆଲୋ ମୋ ଗେଲୁ ଶୁଣ, ଘର ଭିତରରେ ଘଟିବା କାମ ଯଦି ବାହାରେ କରିବା ଲୋକ ଦେଖିଲେ କଣ ଭାବିବେ କୁହ ତ ।

ସନ୍ଧ୍ୟା:- ସତେ କି ଲୋ, ମୁଁ ଜାଣିନଥିଲି । ମୋ ବାୟା କେତେ କଥା ଜାଣିଛନ୍ତି ।

କୁମାର:- ବାୟାଣୀ ଗୋଟେ କଥା କହିବି ??

ସାନ୍ଧ୍ୟ:- କଣ ?? କହୁନ !!

କୁମାର:- ଆମେ ଗୋଟେ କାମ କରିବା ମୋ ସାଙ୍ଗମାନଙ୍କୁ Surprise ଦବା । 

ସେମାନେ ଆମେ ମିଶିଯାଇଥିବା କଥା ଜାଣିନାହାନ୍ତି ଏବେ ଟିଉସନ ଗଲେ ତମେ ଆଗଭଳି ବିହେବ କରିବ । 

ଯେମିତି କି ସେମାନେ ଜାଣିବେନି କି ଆମ ଭିତରେ କିଛି ଅଛି ।

ସନ୍ଧ୍ୟା:- ବଢିଆ ହବ !! ହେଲେ ଟିଉସନ ରେ କାହିଁକି କଲେଜରେ ହବନି କି ??

କୁମାର:- ନାଇଁ ମୁଁ ଆଜି କଲେଜ ଯିବିନି । ମୁଁ କଲି ଘରକୁ ଯାଇନି
ମୋର ଘରକୁ ଯିବାକୁ ଇଛା ହେଉଛି ।

To be continued…….


Promo: (  ସନ୍ଧ୍ୟା କୁମାର ଘରକୁ ଯିବା ପାଇଁ କହେ ପଢିବା next page ରେ…… )


କୁମାର ଙ୍କ Personal Diary ରୁ……..

Pages:






Follow my Blog and find Smruti Tume Sradhanjali Part-47



Follow My Pages:- 


Thanks….