Smruti Tume Sradhanjali (A true Story ) Page-31

କୁମାର:- ତମରି ପାଇଁ ଏ ସବୁ ହେଲା । କାଁଇ ମୁଁ ତୁମକୁ ଉଠେଇଲି କେଜାଣି । 

ଏମିତି ଦେଖନି ନିଅ ମୋ Shirt ପିନ୍ଧିଦିଅ । ଆଉ ଶୁଣ କାଲି ଏ Shirt ଆଣି ମୋତେ ଦବ । 

ସଫା କରିକି ଆଣିବ ।

ସନ୍ଧ୍ୟା:- ଠିକ୍ ଅଛି ।

କୁମାର:- ହେଲେ, ତମେ ଏବେ ଯିବ କେମିତି ?? ତମେ ତ ଗାଡି ଚଲେଇ ପାରିବନି ।

ସନ୍ଧ୍ୟା:- ମୁଁ ଯାଇପାରିବି ।

କୁମାର:- ହଁ ସବୁ ତାଡି ପକେଇବ ।

 ଟିକେ ଆଗକୁ ଚାଲ ମୋ ସାଙ୍ଗ ଘର ପଡିବ, ସେଠି ମୋ ସାଇକେଲ ରଖି ତମକୁ ନେଇ ତମ ଘରେ ଛାଡିକି ଆସିବି ।

ତାପରେ ସେମାନେ ସାଇକେଲ ରଖି ଗାଡି ଧରି ଚାଲିଲେ ।

ସନ୍ଧ୍ୟା:- ତମକୁ ଗାଡି ଚଲେଇ ଆସେ ।

କୁମାର:- ନାହିଁ ତମକୁ ହିଁ ଚଳେଇ ଆସେ । ମୋ ସାଙ୍ଗମାନେ ମୋତେ ଶିଖେଇଛନ୍ତି ।

ତାପରେ ସନ୍ଧ୍ୟା ଧିରେ ଧିରେ କୁମାର କୁ ଜାବୁଡି ଧରିଲା ।

କୁମାର:- କଣ କରୁଛ ତମେ । ଟିକେ ଦୁରେଇକି ବସ ।

ସନ୍ଧ୍ୟା:-ଏମିତି କଣ ହେଉଛ ଯେ, ମୁଁ ଖାଲି ଧରିଛି କିଛି କରୁନି ।

କୁମାର:- କିଏ ଦେଖିଲେ କଣ ଭାବିବ ?

ସନ୍ଧ୍ୟା:- ଯିଏ ଯାହା ଭାବୁଛି ଭାବୁ ମୁଁ ଆଉ କାହାକୁ ଧରିଛି କି ? ମୁଁ ତ ମୋ ହିରୋ କୁ ଧରିଛି ।

କୁମାର:- ତମେ ଦୁରେଇକି ବସିବ ନା ମୁଁ ଏଠି ଗାଡି ରଖି ଚାଲି ପଳେଇବି ।

ସନ୍ଧ୍ୟା:-ନାଇଁ ନାଇଁ ଦୁରେଇକି ବସୁଛି । ତମେ ଏତେ ରାଗୁଛ କଣ ପାଇଁ ଯେ ?? 

ତମକୁ କଣ ରାଗିବାର ଆସୁଛି ?? ହସିକି କଥା କହିବାର ଆସୁନି ??

ଯେତେବେଳେ ଦେଖ ହାଣ୍ଡିଭଳି ମୁଁହ କରି ରଖିଥିବ । କେଜାଣି ମୁଁ ତମ ପାଖରେ କେମିତି ରହିବି ।

To be continued…….


Promo: (  କୁମାର ଆଉ ସନ୍ଧ୍ୟା ର କଥାବାର୍ତ୍ତା ପଢିବା ଆଗାମୀ page ରେ…… )


କୁମାର ଙ୍କ Personal Diary ରୁ……..

Pages:




Follow my Blog and find Smruti Tume Sradhanjali Part-31



Follow My Pages:- 

Thanks….

Smruti Tume Sradhanjali (A true Story ) Page-30



କୁମାର:- Frist Aid box ଅଛି  ଗାଡ଼ିରେ  ??

ସନ୍ଧ୍ୟା:- କଣ ହବ କି ?

କୁମାର:- ତୁମକୁ ଦେଖାଯାଉନି କି କେତେ ରକ୍ତ ବାହାରୁଛି ମୁଣ୍ଡରୁ ? 

ଗୋଡ଼ରେ ବି ମାଡ ହେଇଛି ।

 ସନ୍ଧ୍ୟା:- ଥାଉ ମୁଁ ଘରକୁ ଗଲେ Medicine ଲଗେଇ ଦେବି ।

କୁମାର:- ସତରେ ନା କଣ ? ତମର ଯୋଉ ଅବସ୍ଥା ହେଇଛି ପୁରା ଡ୍ରେସ ଚିରିଯାଇଛି ।

 ଏପଟେ ମାଡ ବି ହେଇଛି, କେହି ଦେଖିଲେ ଭାବିବ ତମକୁ କିଏ ରେପ୍ କରିଦେଇଛି ।

ସନ୍ଧ୍ୟା:- ମୋତେ କାଁଇ କିଏ ରେପ୍ କରିବ ବା ?? କିନ୍ତୁ ତମେ କଲେ ଚଳିବ ।

କୁମାର:- ଛି!! ଛି!! ଛି!! ସେ କାମ ମୁଁ କାଁଇ କରିବି । ହଉ ଦିଅ ଚାବି ଦିଅ ।

(ଗାଡ଼ିରୁ First Aid Box ବାହାର କରି ସନ୍ଧ୍ୟା ମୁଣ୍ଡ ରେ ପଟି ବାନ୍ଧୁଥାଏ,  ଜଣେ ପିଲା ସେ ବାଟରେ ଯାଉଥିଲା – ହଠାତ ଦେଖିଲା ଆଉ କହିଲା)

ରାସ୍ତା କଡ଼ର ପିଲା:- କଣ ଭାଇ କାମ ସାରିଦେଇ ପୁଣି ମଲମ ଲଗା ହଉଛି ।

ସେ ପିଲା କୁ ଡାକି କୁମାର କହିଲା ।

କୁମାର:- କଣ ବେ!!  କାମ ସାରିଦେଇଛି ।

ଶଳା ସେ ବିଲ ଭିତରେ ପଡିଥିଲା ତାକୁ ଯାଇକି ଉଠେଇଲି । 

ମେଡ଼ିସିନ ଲଗେଇଲା ବେଳକୁ କହୁଛି ନା କଣ କାମ
 ସାରିଦେଇଛି । ଚାଲ ଏଠୁ ।

ସେ ପିଲା ଚାଲିଗଲା ।

To be continued…….



Promo: (କୁମାର ସନ୍ଧ୍ୟା କୁ ଗାଡ଼ିରେ ବସେଇଲା ଆଉ ତାପରେ କଣ ହେଲା ପଢିବା ଆଗାମୀ Page ରେ ……)



କୁମାର ଙ୍କ Personal Diary ରୁ……..


Pages:



Follow my Blog and find Smruti Tume Sradhanjali Part-30



Follow My Pages:- 


Thanks….