Smruti Tume Sradhanjali (A true Story ) Page-46


ଜେଜେ ମା:- ସେଇଟା କଣ ??

କୁମାର :- ସେଇଟା Kismis, ଖିରିରେ ପଡେନି ସେ Kismis କଥା କହୁଛି ।

ଜେଜେ ମା:- ଓ…..  ଯା, ସନ୍ଧ୍ୟା ତୋ ରୁମ ରେ ରଖିଦେଇଛି ।

 ତୋର ସରିଯାଇଥିଲା ତ ମୁଁ Full କରିଦେଇଛି ସେଥିରେ ଯା,  କୁମାର କୁ ସେଥିରୁ ବାହାର କରିକି ଦବୁ ।

ସନ୍ଧ୍ୟା:- ଏଇ ନିଅ Kismis ଖାଇନିଅ ।

କୁମାର:- ମୁଁ ଏଇ Kismis କଥା କହୁଥିଲି କି ?? Kiss ଗୋଟେ ଦିଅ Miss । 
ଟିଉସନ ଟାଇମ ହେଇଗଲାଣି ଜଲଦି ଦିଅ ।

ସନ୍ଧ୍ୟା:- ତମେ ଗୋଟେ ଭାରି ଜିଦିଆ । ଦୁଷ୍ଟ କୋଉଠିକାର ଏମିତି କଣ ହଉଛ ଯେ ।

କୁମାର:- ଦିଅ ଦିଅ ଜଲଦି ।

 (ଗୋଟେ Kiss ମିଳିଯାଇଥିଲା ତାପରେ ଦୁହେଁ ବାହାରିଲେ ଟିଉସନ ଯିବାକୁ )

ସନ୍ଧ୍ୟା:- ଗାଡି କିଏ ଚଲେଇବ ?? ତମେ ଚଳେଇବ ନା ମୁଁ ??

କୁମାର:- ଥାଉ ତମ ଗାଡି ତମେ ଚଲାଓ, ମୁଁ କାହିଁକି ଚଲେଇବି ।

ସନ୍ଧ୍ୟା:- ନା ନା ତମେ ଚଲାଓ ମୁଁ ପଛରେ ବସିବି ।

କୁମାର:- ମୁଁ ଚଲେଇବି ତମେ ପଛରେ ବସି ମସ୍ତି କରିବ ନାହିଁ ।

ସନ୍ଧ୍ୟା:- ନାହିଁ ମୁଁ କିଛି କରିବିନି । ତମେ ଚଲାଓ,

Please… Please….

କୁମାର:- OK ଓଲାହ,  ମୁଁ ଚଲେଇବି । 

କଣ କରିବି କାଦୁରେ ଗୋଡ଼ ରଖିଛି ମାନେ ଧୋଇବାକୁ ତ ପଡିବ ନା ।

ସନ୍ଧ୍ୟା:- ବେଶି କୁହନି ଚଲାଓ ଶିଘ୍ର ।



To be continued…….


Promo: (   ରାସ୍ତା ରେ କୁମାର ଆଉ ସନ୍ଧ୍ୟା ର ଟିକିଏ ଦୁଷ୍ଟାମୀ ଆଉ surprise ଦେବା ପାଈଁ planning ପଢିବା next page ରେ…… )



କୁମାର ଙ୍କ Personal Diary ରୁ……..

Pages:




Follow my Blog and find Smruti Tume Sradhanjali Part-46



Follow My Pages:- 


Thanks….

Smruti Tume Sradhanjali (A true Story ) Page-45


ସନ୍ଧ୍ୟା:- ତମ ରିଏଲସେଲ ସେତିକି ଥାଉ । 


କିଏ ଯଦି ଦେଖିଦବ କଣ ଭାବିବେ । ଛାଡ଼ ନା Please ଛାଡ଼ ଦେଖ ଜେଜେ ମା ଆସିଲେଣି ।

କୁମାର:-ସତରେ ନା କଣ । ସନ୍ଧ୍ୟା କୁ ଛାଡି ଦେଇ, ନାଇଁ ଜେଜେ ମା ମୁଁ କିଛି କରିନି । 

ସନ୍ଧ୍ୟା ହସୁଥାଏ, କାଇଁ ଜେଜେ ମା ତ ଆସିନାହାଁନ୍ତି । 

ମୁଁ ଏମିତି ନ କହିଲେ କଣ ଛାଡିଥାନ୍ତ କି ।

 ମିଛେଇ ରୁହ ଦଉଛି । 

ଦୌଡ଼ି ଦୌଡ଼ି ଗଲାବେଳେ ଜେଜେବାପା ଦେଖିଦେଲେ ଦୁହେଁ ରହିଗଲେ ।

ଜେଜେବାପା:- ଆରେ ରୁହ କଣ ହେଲା ଏମିତି କାଇଁ ଦୌଡୁଛ ।

କୁମାର:- କଥା କଣ କି ଜେଜେ ବାପା ମୁଁ ସନ୍ଧ୍ୟା କୁ ଗୋଟେ Kiss କରିବାକୁ ଚାହୁଁଥିଲି ।

 ହେଲେ ଜେଜେ ମା ଆସିଲେଣି ମିଛ କହି ଦୌଡୁଯାଉଥିଲା ।

ଜେଜେବାପା:- ଓ ଏକଥା ଠିକ୍ ଅଛି ତାହାଲେ ତମେ ଯାଅ Best Of Luck କୁମାର All The Best ।

(ଦୌଡ଼ି ଦୌଡ଼ି ଜେଜେ ମା ପାଖରେ ପହଁଚିଲେ)

ଜେଜେ ମା:- କଣ ହେଲା କୁମାର କଣ ହେଇଛି କୁହତ ?? ତମେ ଦୁଇଜଣ କାହିଁକି ଦୌଡୁଛ ???

ସନ୍ଧ୍ୟା:- କିଛି ନାହିଁ ।

କୁମାର:- ମୁଁ କହୁଛି ଜେଜେ ମା, କଣ ହେଇଛି ।

ସନ୍ଧ୍ୟା:- କଣ ହେଇଛି କହିବ ?? ଚୁପ୍ ରୁହ, କିଛି ହେଇନି ତ ।

ଜେଜେ ମା:- ତୁ କହ କୁମାର ??

କୁମାର:- କଥା କଣ କି ? ମୁଁ ଗୋଟେ Kiss ମାଗିଲି, ହେଲେ ସେ ଦଉନି ।
To be continued…….


Promo: (   ଜେଜେ ମା ଙ୍କୁ Kiss ର meaning Kismis କୁହା ଯାଉଛି ପଢିବା next page ରେ…… )


କୁମାର ଙ୍କ Personal Diary ରୁ……..

Pages:





Follow my Blog and find Smruti Tume Sradhanjali Part-45



Follow My Pages:- 


Thanks….