Smruti Tume Sradhanjali (A true Story ) Page-66





ସମସ୍ତେ କହିଲେ Wow କଣ ଶାୟାରୀ କହିଲ ମ bro ସତରେ ତମ ପ୍ରୋପୋଜ ଟା ସବୁଠୁ ହଟକେ ହେଇଗଲା । ଏ ଶାୟାରୀ ପାଇଁ ।

ସବୁହେଲା ଯେ Hug କିଏ କରିବ ?? ଏତିକି କଣ ଜାଣିନୁ !!

ତାପରେ କୁମାର ସନ୍ଧ୍ୟାକୁ Hug କଲା । କୁମାର କହିଲା ଆଉ ନାନୀମାନେ ରଙ୍ଗ ଖେଳ ଆରମ୍ଭ କରିବା ।

ସରିତା:- ନାନୀ କଣ ??

କୁମାର:- ଆଜିଠୁ ମୁଁ ସମସ୍ତଙ୍କୁ ନାନୀ ବୋଲି ଡାକିବି Ok ।

ହେଲେ ତମ ଆଶୀକ୍ କୁଆଡେ ଗଲା ଆଉ ଅଜିତ୍ ଦୀପକ ନାରାୟଣ ଏମାନେ ସବୁ କୁଆଡେ ଗଲେ ।

ଦୀପା:- ସେମାନେ ସବୁ ସେଟିଙ୍ଗ କରିବାକୁ ଯାଇଛନ୍ତି । 

ସେ କଥା କଣ କି ସମସ୍ତେ ସେଟିଙ୍ଗ କରିସାରିଛନ୍ତି ଏବେ ଦେଖା କରିବାକୁ ଯାଇଛନ୍ତି ।

କୁମାର:- ଆମେ ଦୁଇଜଣ କୁ ଏଠି ଖୋଲା ଖୋଲି ପ୍ରୋପୋଜ କରେଇକି ସେମାନେ ଲୁଚି ଲୁଚି ପ୍ରୋପୋଜ କରିବେ ।

 ହବନି ତମେ ସେ ଝିଅମାନଙ୍କୁ Call କରିକି ଜଣ ଜଣକୁ ଏଠି ଡାକ ମୁଁ ଏ ଲୋଫର ମାନଙ୍କୁ ଡାକୁଛି ଏଠି ସମସ୍ତଙ୍କ ପୋଲ ଖୋଲା ହବ । ସେମାନଙ୍କ ନାମ ଗୁଡ଼ାକ କହିଲ ।

ଅଜିତ-ପ୍ରିୟଙ୍କା, ଦୀପକ-ଦୀପିକା, ନାରାୟଣ-କାଜଲ ଆଚ୍ଛା ତାହେଲେ ଏମାନେ ସବୁ ଆମ ଲୋଫର ମାନଙ୍କ ପଛରେ ପଡିଯାଇଛନ୍ତି ।

ସରିତା:- ହଁ ପରା ହଉ ମୁଁ Call କରିକି ଡାକୁଛି ।

ସରିତା ସମସ୍ତଙ୍କୁ Call କରିକି ଡାକିଲା । ତାପରେ କୁମାର ସହ ପରିଚୟ କରେଇଲା ।


Advertisements
To be continued…….


Promo: (  ସମସ୍ତଙ୍କ ଚୋରା ପ୍ରେମ ଧରା ପଡ଼ିଯାଇଛି, ପଢିବା next page ରେ…… )

                

କୁମାର ଙ୍କ Personal Diary ରୁ……..

Pages:






Follow my Blog and find Smruti Tume Sradhanjali Part-66



Follow me:- 


 Click here for instagram page    :  Instagram






Thanks….

Leave a Reply

Your email address will not be published. Required fields are marked *