Smruti Tume Sradhanjali (A true Story ) Page-100

ମୁଁ ତୋତେ ପିଲାଦିନରୁ କୌଣସି ଜିନିଷରେ ଅଭାବ ହେବାକୁ ଦେଇନି, ତୁ କହୁଛୁ ଯେ ସେ ତତେ ବହୁତ ଖୁସିରେ ରଖିବ ।

 ଏତେ ଗରିବ ଘରେ ମୁଁ ତୋତେ ବାହା ଦେଇପାରିବିନି ।

କୁମାର:- କଥା ଯାଇକି ତାହାଲେ ଏଠି, ଆଚ୍ଛା !! ସରିତା ମୁଁ ଯଦି ତମ ବାବାଙ୍କ ସହ କଥା ହୁଅନ୍ତି କେମିତି ହବ ।

ସରିତା:- ସେ କାହା କଥା ବି ଶୁଣୁନାହାନ୍ତି, ତମେ କହିଲେ କଣ ସେ ଶୁଣିବେ ।

 ତାପରେ ତମେ କଥାହେଲେ ତମକୁ କଣ ନାହିଁ, କଣ କହିବେ ମତେ ଜମା ଭଲ ଲାଗିବନି ।

କୁମାର:- ତମ ବାବା ମାରନ୍ତୁ ନହଲେ ଗାଳି କରନ୍ତୁ ତଥାପି ମୁଁ ଥରେ ଚେଷ୍ଟା କରିବି । ତାପରେ ଯାହା ହବ ଦେଖିବା ।

ଏପଟେ ସନ୍ଧ୍ୟାର ଦାଦା ଆଉ ସମୀର ମିଶିକି ପ୍ଲାନ କରୁଥାନ୍ତି ।

ଦାଦା:- ଏବେ କଣ କରିବା କହ ସମୀର ?? 

ସନ୍ଧ୍ୟା ଆଉ ବୋଉ ତା ବାପା ଘରକୁ ଚାଲିଯାଇଛନ୍ତି,ସେଠି ଯାଇ ସବୁ ସେ ତା ବାପା ଆଗରେ କହିଦେଇଥିବ । 

ମୁଁ କଣ କରିବି କିଛି ବୁଝିପାରୁନି ।

ସମୀର:- ତମେ ଆଉ କିଛି କରିବା ଦରକାର ନାହିଁ, ଏବେ ଯାହା କରିବି ସବୁ ମୁଁ କରିବି । 

ତମେ ଖାଲି ମୋ ପ୍ଲାନ ଅନୁସାରେ କାମ କରିଚାଲ । ସନ୍ଧ୍ୟାକୁ ପାଇବା ପାଇଁ ମୁଁ କିଛି ବି କରିପାରେ । 

ମୁଁ କୁମାରକୁ ମୋ ରାସ୍ତାରୁ ହଟେଇ ସନ୍ଧ୍ୟାକୁ ହାସଲ କରିବି ।

To be continued…….


Promo: (କୁମାରକୁ ରାସ୍ତାରୁ ହଟେଇବା ପାଇଁ ସନ୍ଧ୍ୟାର ଦାଦା ଆଉ ସମୀର କଣ ପ୍ଲାନ କରୁଛନ୍ତି, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..

Page:

Page-99<<>>Page-101






Follow my Blog and find Smruti Tume Sradhanjali Part-100



Follow My Pages:- 

Thanks….

Smruti+tume+sradhanjali+in+odia+by+kumars+diary+part+100