About Us

Hi Friends
Hi This is Nilamadhab Bhuyan, Interest to writing of Daily thoughts (Lifestyle Changing Thoughts) , other Stories and poems. Named as Bhuyans Blog. Its provide English, Hindi and Odia contents, ideas, thoughts, Job related news, Educational article , Technology related contents, Stories and Poems. Mostly its using its hindi language for my nation (India). I want to share my contents in three languages in English, Hindi and Odia. This blog provides various contents. Mostly its provide motivational and daily work thoughts. This thoughts refresh your minds and kick out boring issues. Our goal to awareness of changing your busy life and closed with attached again your friends and family. It is based all types of common man. Which face many more issues on his/her life. Here you found new ideas and smart contents.
You also visit my YouTube channel as Bhuyans Blog. Here you can view daily thoughts and knowledge videos and other various needful contents. include my personal life story.
Thanks…….
Name : Nilamadhab Bhuyan
India
In Hindi
प्रिय दोस्तो
में नीलमाधव भुयां दैनिक जीबन की बार्ता और नए नए बिषय लिखना पसंद करता हूँ । यह Bhuyans Blog के नाम पर हैं । इसमें आपको अंग्रेजी हिंदी तथा ओड़िया में सारे बिषय देखने को मिलेगा । इस ब्लॉग में दैनिक जीबन के बार्ता पढ़ सकते हैं ।यह तनाब ग्रस्त जीबन से राहत हेतु एक सलाह प्रक्रिया है । यह आपको सही दिशा दिखाने एक उचित माध्यम है । यह पेज में आपको प्रेरक संबंधियों बिबिध बिषय पर चर्चा के साथ नया सूची तथा अन्य प्रकार की दैनिक घटनाये भी मिलते रहेंगे । ब्यक्ति का दैनिक जीबन में बदलाब लाना और अपने परिवार के साथ सुसम्पर्क बनाना हमारा लक्ष्य है। यह प्रेरणा आपके मन को संतुलित करके दैनिक कार्य मे सफलता लाने का काम करता है । हमारे दैनिक जीबन में सही गलती का अंतर बताते हैं । आप मेरे पेज को प्रतिदिन आएं और नई नई कहानी , सलाह संबंधित तथ्य सरकारी नौकरी , विद्या एबं टेक्नोलॉजी के साथ कबिता की संलाप आपको देखने मिलेगा । में आशा करूँगा आप मेरे ब्लॉग में प्रतिदिन आएं और नए नए तथ्य को अबलोकन करें ।
मेरे पेज को सब्सक्राइब कीजिये तथा फॉलो करें ताकि नए नए विषय और पोस्ट आने पर आपके Mail में तुरंत देख सकते हैं । जीबन का अति मूल्यबान समय नष्ट ना करके अच्छा जीबन बिता सकते हैं । आपकी प्यार हमको हौसला देता है । इसी तरह हमारे साथ जुड़े रहिये । हमारा लक्ष्य प्रतिदिन कुछ नए नए बिषय आप तक पहुंचायेंगे।
आप मेरे Youtube चैनल को सब्सक्राइब कर सकते है उसमें भी आपको बार्ता एबं नई कहानी के साथ अन्य जानकारी वीडियो भी देख सकते हैं।
धन्यवाद……

Smruti Tume Sradhanjali (A true Story ) Page-91


 ସନ୍ଧ୍ୟା:- Hello !! କୁମାର । (କାନ୍ଦି କାନ୍ଦି କହୁଥାଏ) 

କୁମାର:- ହଁ ସନ୍ଧ୍ୟା କୁହ !!! ତମେ ଏତେ ଦିନଯାଏ କୁଆଡେ ପଳେଇଯାଇଥିଲ ।

କୁମାର ଆଖିରେ ଲୁହ ଆସିଯାଇଥାଏ ।

ସନ୍ଧ୍ୟା:- ତମକୁ କିଛି କହିବାର ଥିଲା ।

କୁମାର:- ସନ୍ଧ୍ୟା ତମେ କାନ୍ଦୁଛ କଣ ପାଇଁ ??? କଣ ହେଇଛି ତ କୁହ ???  ସବୁ ଠିକ୍ ଠାକ୍ ଅଛି ତ??

 Please ସନ୍ଧ୍ୟା ମତେ ଏତେ ଅଧଯ୍ୟ କରାଓନି, କୁହ କାନ୍ଦୁଛ କଣ ପାଇଁ ???

ସନ୍ଧ୍ୟା:- କାଲି ମୁଁ ଟିଉସନ ଯାଉଛି ଗଲେ ସେଠି ସବୁ କଥା କହିବି । OK ଯାଅ ଶୋଇବ ରାତି ବେଶି ହେଲାଣି ।

କୁମାର:- OK Take Care, Good Night ବାୟାଣୀ 
। Miss U.

ତାପରେ Call କଟିଯାଇଥିଲା, କୁମାର tension ରେ ରାତିସାରା ଶୋଇନଥାଏ । 

କେମିତି ସକାଳ ହବ ଆଉ ସନ୍ଧ୍ୟାକୁ ଯାଇ ଦେଖା କରିବ ଖାଲି ଭାବୁଥାଏ । 

ତାପରେ ରାତି ଯେମିତି ପାଇଛି ଜଲଦି ଉଠି ଗାଧେଇ ଟିଉସନ ଯିବାକୁ ବାହାରୁଥାଏ ।

କୁମାର ର ବୋଉ:- ଆଜି କଣ ଏତେ ଜଲଦି ବାହାରିଲୁଣି??

କୁମାର:- ହଁ ଆଜି ଟିଉସନରେ ପରୀକ୍ଷା ଅଛି, ଜଲଦି ଯିବାକୁ ପଡିବ । ଟାଇମ ହେଲାଣି ମୁଁ ଯାଉଛି ।

କୁମାର ର ବୋଉ:- ନ ଖାଇକି କଣ ପଳାଉଛୁ, ଏ ଶୁଣ ବାବୁ… ବାବୁ… ଶୁଣ…

କୁମାର କାହା କଥା ବି ନ ଶୁଣି ସାଇକେଲ ବାହାର କରି ଚାଲିଲା ଟିଉସନ । କିଛି ସମୟ ପରେ ଟିଉସନ ରେ ପହଞ୍ଚିଲା । କେହିବି ଆସିନଥିଲେ ।
To be continued…….


Promo: (ଟିଉସନ ରେ ସବୁ ସାଙ୍ଗ ସନ୍ଧ୍ୟା କୁ ,ତାର ସମସ୍ୟା ବିଷୟରେ ପଚାରିଲେ । , ପଢିବା next page ରେ…… )

                

କୁମାର ଙ୍କ Personal Diary ରୁ……..

Pages:






Follow my Blog and find Smruti Tume Sradhanjali Part-91



Follow My Pages:- 

Thanks….

Smruti Tume Sradhanjali (A true Story ) Page-90

କୁମାର ଆଉ ତା ସାଙ୍ଗମାନେ କହିଲେ-
ଆମେ ଏବେ ବାହା ହେଇନାହାନ୍ତି ନା, ବାହାଘର ପରେ ଆମେ ଆଗ ଖାଇବୁ ତାପରେ ତମେ ଖାଇବ ଏବେ ଆସ ମିଶିକି ଖାଇବା ।

ସମସ୍ତେ ମିଶିକି ଖାଇସାରିବା ପରେ ଘର ସଫା ସୁତୁରା କରି, ଯିଏ ଯା ଘରକୁ ଯିବା ପାଇଁ ବାହାରିଲେ । 

ଏମିତି ହସ ଖୁସିରେ ସବୁସାଙ୍ଗ ଆଉ ସନ୍ଧ୍ୟା ଏବଂ କୁମାରଙ୍କ ଦିନ ଅତି ବାହିତ ହେବାରେ ଲାଗିଥାଏ ।

କିଛି ଦିନ ପରେ ……

ଏଇ କିଛି ଦିନ ଭିତରେ ଟିକେ ପରିବର୍ତ୍ତନ ପରିବେଶ ଦେଖା ଦେଇଥିଲା ।

ସବୁ କିଛି ଅଲଗା ଅଲଗା ଲାଗୁଥିଲା,

ସନ୍ଧ୍ୟା କିଛି ଦିନ ହବ କଲେଜ କି ଟିଉସନ ଆସୁନଥାଏ ଏପଟେ ସନ୍ଧ୍ୟା, କୁମାର ପାଖକୁ Call କଲେ ବି ଲାଗୁନଥାଏ ।

କୁମାର’ ପୁରା ବ୍ୟସ୍ତ ହୋଇଯାଉଥାଏ, କୁମାର ର ସାଙ୍ଗମାନେ ବି ସନ୍ଧ୍ୟାକୁ Call କରୁଥାନ୍ତି ହେଲେ ଲାଗୁନଥାଏ ।

ଆକାଶ ବି ଗାଁରେ ନଥାଏ ସେ ଗୁଜୁରାଟ ପଳେଇଯାଇଥାଏ ।

ଏମିତି ପ୍ରାୟ ଗୋଟେ ମାସ ପର୍ଯ୍ୟନ୍ତ ରହିଲା ପରେ ଦିନେ କୁମାର ଶୋଇଥାଏ ।

ରାତ୍ର ପ୍ରାୟ 11: 30 ହୋଇଥାଏ, ହଠାତ୍ କୁମାର ର Call ଆସିଲା ।

ଦେଖିଲାବେଳେ ସନ୍ଧ୍ୟାର Call ଆସିଥାଏ ।

 ସେ ବ୍ୟସ୍ତ ହୋଇଯାଇଥିଲା, ଘରେ କେହି ଶୁଣିବେ ଭାବି କାହାକୁ କିଛି ନକହି ସାଇକେଲ ଧରି ତାଙ୍କ ଗାଁର ମନ୍ଦିର ଆଡେ ଚାଲିଲା, Call ଟି କଟି ଯାଇଥିଲା ପୁଣି ସନ୍ଧ୍ୟା ର Call ଆସିଲା ।
To be continued…….


Promo: (ସନ୍ଧ୍ୟା ର କାନ୍ଦ ଶୁଣି କୁମାର ଅଧର୍ଯ୍ୟ ହୋଇଯାଏ।, ପଢିବା next page ରେ…… )

                

କୁମାର ଙ୍କ Personal Diary ରୁ……..

Pages:






Follow my Blog and find Smruti Tume Sradhanjali Part-90



Follow My Pages:- 

Thanks….