ଭାଇ:- ହଉ ଠିକ ଅଛି ଯା, ତୋ ସାଙ୍ଗମାନେ ଅପେକ୍ଷା କରିଛନ୍ତି ।
ତାପରେ ସେ ଆସି କୁମାର ଆଉ ନାରାୟଣ କୁ ଦେଖା କଲା, କାଜଲର ଭାଇ ଆସି ନାରାୟଣ କୁ କ୍ଷମା ମାଗିଲେ ।
ତାପରେ କୁମାର ନାରାୟଣ କାଜଲ ସେଠୁ ବାହାରିଲେ । କାଜଲକୁ ଦେଖି ସବୁ ସାଙ୍ଗମାନେ ଖୁସି ହେଇଗଲେ ଆଉ ସମସ୍ତେ କୁମାରକୁ Thanks କହିଲେ।
ତାପରେ ସମସ୍ତେ ବିକ୍ରମ ଘରକୁ ଚାଲିଲେ ଘର ବହୁତ ବଡ଼ ଥିଲା , ଘରେ କେହିବି ନଥିଲେ ।
ସେପଟେ କୁମାର, ଆକାଶ ଆଉ ନାରାୟଣ ପାର୍ଟି ପାଇଁ ସାମାନ ଆଣିକି ପହଁଚିଲେ ।
ବିକ୍ରମ:- ଆରେ ଭାଇ କେତେ ଲେଟ କରୁଛ ଜଲଦି ଆଣ। ଆମ ଜିନିଷ ଆଣିଛ ତ ।
ଆକାଶ:- ହଁ ସବୁ ଆଣାହେଇଛି ଏ ବକ୍ସ ଟା ଧର, ନେଇକି କୋଉଠି ଲୁଚେଇକି ରଖ । ରୋଷେଇ ସମାନ ନେଇକି କିଚେନରେ ରଖ ହେଲା ।
ବିକ୍ରମ:- ଭାଇ ରୋଷେଇ କଣ କରିବା ?? କହିନଥିଲ ତ ।
କୁମାର:- ତୁ ନେଇକି ରଖ, ସେ କଥା ମୁଁ ବୁଝିବି ।
ବିକ୍ରମ:-ହଉ ଯାହା କରୁଛ କର, ଆମ କାମ ହେଲେ ଗଲା ।
ତାପରେ ନାରାୟଣ ଥଣ୍ଡା, ଲସି ଆଉ କୁରକୁରେ ଏମିତି କେତେ ଜିନିଷ ଆଣି ପହଞ୍ଚିଲା ଆଉ ସମସ୍ତଙ୍କୁ ଡାକିଲା ।
To be continued…….
Promo: ( ପ୍ରକୃତରେ କୁମାର ସୁମିତ୍ରା କୁ ଜାଣିନି, ପଢିବା next page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-86
Follow My Pages:-
Thanks….
Facebook Comments