Category Archives: N Bhuyan

ଶ୍ରୁତି ର ଭାଗ୍ୟରେଖା…6

ଶ୍ରୁତି ର ଭାଗ୍ୟରେଖା...6
ଶ୍ରୁତି ର ଭାଗ୍ୟରେଖା…6

Page-5

ମୁଁ ଆଉ କଲ୍ ନ କରି ଚୁପ୍ ଚାପ୍ ଶୋଇଗଲି । କିଛି ଦିନ ପରେ ପୁଣି ଆରମ୍ଭ ହେଲା କଲେଜ୍ ଯାତ୍ରା ।

ଜଗା କଲେଜ୍ ଆସିଲା କିନ୍ତୁ ମୋ ସହିତ କଥା ବାର୍ତ୍ତା କମ୍ କରିଦେଲା। ମୁଁ ବାରମ୍ବାର ପଚାରେ କିନ୍ତୁ ସେ ଭାଉ ଖାଏ । ଆଶିଷ କୁ ପଚାରିଲି କଣ ହେଇଛି ରେ ତାର ?

ଆଶିଷ କହିଲା ସେ ତୋତେ ଭଲ ପାଉଥିଲା, ତୋତେ ଭୁଲିବା ପାଇଁ ସେ ବହୁତ୍ ଚେଷ୍ଟା କରୁଛି କିନ୍ତୁ ଭୁଲି ପାରୁନି ।

୧୦ ଦିନ ପୂର୍ବରୁ ମୁଁ ତା ଘରକୁ ଯାଇଥିଲି , ତା ରୁମ୍ ରେ କେବଳ ତୋରି ନାଁ, ସବୁ ଆଡ଼େ କାନ୍ଥ, ଖଟ, ବହି, ଖାତା ସବୁଠାରେ କେବଳ ତୋରି ନାଁ। ସେ ତୋ ବିଷୟରେ କଥା ହେବାକୁ ଚାହୁଁନି ।

ତାର କଥା ଶୁଣିଲେ ତୁ ଆଶ୍ଚର୍ଯ୍ୟ ହେବୁ ସେ ତୋ ନାଁ ର ଟାଟୁ କରିଛି । ସେ ଟାଟୁ ପାଇଁ ତାଙ୍କ ଘରେ ବହୁତ୍ ଝଗଡା କିନ୍ତୁ ସେ କାହା କଥା ଶୁଣେନି ।

ତାଙ୍କ ଘରେ ଜାଣି ସାରିଲେଣି ଯେ ତୁ ବ୍ରାହ୍ମଣ ବୋଲି । ତାଙ୍କ ଘରେ ବହୁତ୍ ବୁଝାଇଲେ ଯେ ଆମ ଜାତି ର କୋଉ ଝିଅ କୁ ଭଲ ପାଆ ତାକୁ ତୋ ସହିତ ବାହା ଘର କରେଇ ଦେବୀ କିନ୍ତୁ ସେ ଶୁଣିବାକୁ ନାରାଜ ।

ଏହି ଛୁଟି ଭିତରେ ତାଙ୍କ ଘରେ ପ୍ରତ୍ୟେକ ଦିନ ଝଗଡା କଳି କଜିଆ କିନ୍ତୁ ତୁ ତାର ଭଲ ପାଇବା କୁ ତୁ ବୁଝି ପାରୁନୁ ।

ଏତେ ନିଷ୍ଠୁର କାହିଁକି ହେଉଛୁ କହିଲୁ ତାକୁ ଦେଖୁଛୁ ନା, ସେ ପ୍ରତ୍ୟେକ ଦିନ ସକାଳୁ ମୋ ସହିତ ଦୌଡ଼ିବାକୁ ଯାଏ ଭଲ ଖାଇବା ପସନ୍ଦ କରେ କିନ୍ତୁ ସେ ସବୁ କିଛି ଭୂଲି ଯାଇଛି କେବଳ ତୋ ନାଁ ଟିକୁ ଚାହିଁ ରହିଥାଏ ।

ମୋତେ ଲାଗୁଛି ସେ ପାଗଳ ହୋଇଯିବ । ଏତିକି ଶୁଣି ମୋତେ ବହୁତ୍ ଦୁଃଖ ଲାଗିଲା । ଦଉଡ଼ି ଗଲି କ୍ଲାସ୍ ରୁମ୍ କୁ । ଜଗା ମୁଣ୍ଡ ପୋତି ବସିଥାଏ ।

ପାଖକୁ ଗଲି ତା ମୁଣ୍ଡ କୁ ଛୁଇଁ ଉଠେଇଲି , ଦେଖିଲି ଧାର ଧାର ଲୁହ ବହି ଚାଲିଛି । ମୋତେ ଦେଖି ସଙ୍ଗେ ସଙ୍ଗେ ଲୁହ ପୋଛି କହିଲା କହ କଣ ହେଲା ? ମୁଁ ପଚାରିଲି କାହିଁକି କାନ୍ଦୁଛୁ ?

ଜଗା କହିଲା , ନାହିଁ ତ ମୁଁ କାହିଁକି କାନ୍ଦିବି । ମୁଁ କହିଲି , ମୁଁ ଏତେ ମୂର୍ଖ ନୁହଁ ଯେ ମୁଁ ଜାଣି ପାରିବି ନାହିଁ । ମୁଁ ତା ପାଖରେ ବସିଲି କିନ୍ତୁ ସେ ଅଳ୍ପ ଦୂରେଇ ଗଲା।

ମୁଁ କହିଲି କଣ ହେଲା ଦୂରେଇ ଯାଉଛୁ। ମୁଁ କହିଲି ଦେଖ ଜଗା ତୋ ବିଷୟରେ ମୋତେ ଆଶିଷ ସବୁ କହିଛି ।

କଣ ପାଇଁ ଏମିତି ହେଉଛୁ କହିଲୁ। ମଉସା ମାଉସୀ ଙ୍କ ସହ କାହିଁକି କଥା ହେଉନୁ । କଣ ତୋର ଅବସ୍ଥା କରିଲୁଣି । ମୁଁ ଚାହେଁ ତୁ ଫିଟ୍ ରହ ଖିଆ ପିଆ ଠିକ୍ କର । ତୁ ଯଦି ଏମିତି ହେବୁ ତେବେ କଣ ସବୁ ସମାଧାନ ହେଇଯିବ କି ।

ଶୁଣ ଜଗା ମୁଁ ମଧ୍ୟ ତୋତେ ଭଲ ପାଏ କିନ୍ତୁ ମୁଁ ସେହି ଭଲ ପାଇବା କୁ ବନ୍ଧୁତା ଭିତରେ ରଖିବାକୁ ଚାହେଁ। କାରଣ ମୋ ଭାଇ ବହୁତ୍ ରାଗି ସେ ଆମ ସଂପର୍କ କୁ ସ୍ବାମୀ ସ୍ତ୍ରୀ ର ଦର୍ଜା ଦେବେ ନାହିଁ ।

ଆମେ ବିନା କାରଣ ରେ ଭଲ ପାଇଁ ଆମେ ଦୁହେଁ ଦୁହିଁଙ୍କୁ କଷ୍ଟ କାହିଁକି ଦେବା। ତୁ ତମ ଜାତିର ଆଉ କୁ ଝିଅ କୁ ପସନ୍ଦ କର ଏବଂ ମୋତେ ସାଙ୍ଗ ନଜର ରେ ଦେଖେ ମୁଁ ତୋତେ ଅନୁରୋଧ କରୁଛି ରେ, ଆଜିକାଲି ଏମିତି ସବୁ ହେଉଛି ।

ଆମେ ଭଲ ପାଇବା ଜଣକୁ ଏବଂ ବିବାହ କରିବା ଆଉ ଜଣଙ୍କୁ କାରଣ ଆମେ ଆମ ବାପା ମା ଙ୍କ ଖୁସି ଦେଖୁ ଏବଂ ଆମ ପରିବାର ର ସମ୍ମାନ ଦେଖୁ।

ସେଥିପାଇଁ ଏଗୁଡ଼ିକ ସବୁ ହୁଏ । ଜଗା କିଛି ନ କହି ଚୁପ୍ ରହିଲା । ଟିକି ଆସି ମୋ ପାଖେ ବସିଲା । ମୋତେ ଟିକି ବୁଝେଇଲା ତୁ ଜଗା କୁ କାହିଁକି ଭଲ ପାଇ ପାରିବୁନି କହ ।

ମୁଁ ଟିକି କୁ କହିଲି ତାହା ସମ୍ଭବ ନୁହେଁ । ଟିକି କାହିଁକି କହ। ମୁଁ ଟିକି କୁ କହିଲି ତୋତେ ପରେ କହିବି କିନ୍ତୁ ଟିକି ବାଧ୍ୟ କରି କହିଲା ପରେ ମୁଁ ଟିକି କୁ କହିଲି ମୁଁ କହିବି କିନ୍ତୁ କମନ୍ ରୁମ୍ କୁ ଚାଲ ସେଠୀ କହିବି ।

ମୁଁ ଜଗା କୁ କହିଲି କି ତୁ ମୋ କଥା କୁ ବୁଝ ଏବଂ ଭଲ କରି ନିଷ୍ପତି ନେ । ମୁଁ ଆସୁଛି ତୋ ସହିତ ପରେ କଥା ହେବି ।

ଏତିକି କହି ଆମେ ଚାଲିଲୁ କମନ ରୁମ୍ କୁ । କମନ୍ ରୁମ୍ ରେ ଟିକି ମୋତେ ପଚାରିଲା କହ କଣ ହୋଇଛି । ମୁଁ କହିଲି ମୁଁ ଯେତେବେଳେ ଷଷ୍ଠ କ୍ଲାସ୍ ରେ ପଢ଼ୁଥିଲି ସେ ସମୟରେ ମୋ ଜେଜେ ବାପା ଙ୍କ ସାଙ୍ଗ ସେ ଜଣେ ବଡ ଜ୍ୟୋତିଷ ସେ ଥରେ ଆମ ଘରକୁ ଆସିଥିଲେ ।

ମୁଁ ତାଙ୍କୁ ବହୁତ୍ ଭଲ ପାଉଥିଲି । ସେ ମଧ୍ୟ ମୋତେ ବହୁତ୍ ଭଲ ପାଉଥିଲେ । ସେ ମୋ ନାମ ଦେଇଥିଲେଶ୍ରୁତିମୟୀ ଆଚାର୍ଯ୍ୟ ” ।

ଦିନେ ସେ ମୋ ହାତ ଦେଖି ବହୁତ୍ ଆଶ୍ଚର୍ଯ୍ୟ ହେଲେ ଏବଂ ମୋତେ କହିଲେ ଝିଅ ତୋତେ ଯେତେବେଳେ ୧୭-୧୯ ବର୍ଷ ହେବ ସେ ସମୟରେ ନିଜ କୁ ସଂଯତ ରକ୍ଷା କରିବୁ ।

କାହାକୁ ମନ ଦେଇ ବସିବୁ ନାହିଁ, ତୋତେ କିଏ ଭଲ ପାଇଲେ କିଛି ହେବନି, ମାତ୍ର ତୁ ଯେବେ ତାକୁ ଭଲ ପାଇବୁ ତା ଉପରେ ବିପଦ ମାଡ଼ି ଆସିବ ।

ତାର ବହୁତ୍ ଅନର୍ଥ ହେବ। ସେ ଭୁଲ କରିବୁ ନାହିଁ । ଘରେ ଯୋଉଠି କହିବେ ସେଠୀ ଚୁପ୍ ଚାପ୍ ବିବାହ କରିନେବୁ । ମୁଁ ତାଙ୍କ କଥା ରେ ହଁ ଭରିଲି ଏବଂ ସେ ସମୟ ମୋର ଚାଲିଛି ।

ମୁଁ ଜାଣି ଶୁଣି ତାକୁ ଭଲ ପାଉନି କି ତାକୁ ମନ ଦେଉନି , ମୁଁ ଚାହୁଁନି ଜଗା ର ଜୀବନ ନଷ୍ଟ ହେଉ । ଟିକି ଏତିକି ଶୁଣି ହୋ ହୋ କରି ହସିଲା ।

ତୁ ପାଗଳ ନା କଣ । ଜ୍ୟୋତିଷ କଥା କୁ ମୁଁ ବିଶ୍ୱାସ କରେ ନାହିଁ । ମୁଁ କହିଲି ନା ଲୋ ସେ ଯାହା କୁହନ୍ତି ଆଜି ପର୍ଯ୍ୟନ୍ତ ତାହା ହୋଇ ଆସିଛି ।

ମୋ ଭାଗ୍ୟ ରେଖା ସହ ମୋ ପରିବାର ରେ ମଧ୍ୟ ବହୁତ୍ ପରିବର୍ତ୍ତନ ହୋଇଛି । ମୁଁ ଜନ୍ମ ହେବା ପୂର୍ବରୁ ଆମ ଘର ର ସ୍ଥିତି ବହୁତ୍ ଖରାପ୍ ଥିଲା । ବାବା ଙ୍କ ଦେହ ଭଲ ରହୁ ନଥାଏ ।

ସେ ବାପା ଆସି ବାବା ଙ୍କୁ କହିଲେ ତୋ ଘରେ ଯେବେ ଝିଅ ଟିଏ ହେବ ତୋ ଜୀବନ ପରିବର୍ତ୍ତନ ହେବ । ତୋର ରୋଗ ବୈରାଗ ସବୁ ଉଭେଇ ଯିବ ଏବଂ କହିଥିଲେ ତୋ ପୁଅ ବହୁତ୍ ଖରାପ୍ ହେବ କିନ୍ତୁ ତୋ ଝିଅ କୁ ୧୪ ବର୍ଷ ଯେବେ ହେବ ସେ ଗୋଟିଏ ବଡ କାମ ରେ ଲାଗିବ ଏବଂ ତମ ଘର ର ଆର୍ଥିକ ପରିସ୍ଥିତି ସୁଧାରି ନେବ ।

ଏମିତି ବହୁତ୍ କିଛି । ଟିକି କହିଲା ତୋ ଗପ ତୋ ପାଖେ ରଖ । ତୁ ଜଗା ପ୍ରତି ଅନାଦର କରେ ନାହିଁ । ମୁଁ କହିଲି ନା ଲୋ ତୁ ବୁଝିବା ପାଇଁ ଚେଷ୍ଟା କର ।

ତା ପରେ ଆଉ ଗୋଟିଏ କ୍ଲାସ୍ ପାଇଁ ସମୟ ହୋଇଗଲା ଆମେ ବାହାରି ଗଲୁ । କ୍ଲାସ୍ ରେ ଜଗା ଏବଂ ଆଶିଷ ନଥିଲେ ସେମାନେ ଘରକୁ ଫେରି ଯାଇଥିଲେ ।

…………………………………………….

ଆଗକୁ ପଢ଼ିବେ: ରାତି ୧୦ଟା ପାଖାପାଖି ସେ ମୋ ମୋବାଇଲ ରେ କିଛି ଦେଖୁଥିଲା ହଠାତ୍ ଜଗା ର ଫୋନ୍ ଆସିଲା

Page-7
By. Nilamadhab Bhuyan

Comment please about the story.,

Thanking You.

ଶ୍ରୁତି ର ଭାଗ୍ୟରେଖା…5

ଶ୍ରୁତି ର ଭାଗ୍ୟରେଖା...5
ଶ୍ରୁତି ର ଭାଗ୍ୟରେଖା…5

Page-4

ପରୀକ୍ଷା ସରିଲା ପରେ କିଛି ଦିନ ଏମିତି ଗାଁ ବୁଲାବୁଲି ରେ ମୋ ସମୟ ବିତିଗଲା । ତା ସହିତ ମୋ ପିଉସୀ ଝିଅ ମାନେ ଆମ ଗାଁ କୁ ଆସିଥିଲେ । ସେମାନଙ୍କ ସହିତ ଟାଇମ ପାସ୍ ଚାଲିଥିଲା । ମୋ ମୋବାଇଲ ମୋ ପାଖେ କେବେ ମଧ୍ୟ ରହୁ ନଥିଲା।

ପିଉସୀ ଝିଅ ମାନଙ୍କ ପାଖେ ହିଁ ରହୁଥିଲା । ବେଳେବେଳେ ଟିକି ଫୋନ୍ କରେ ବେଶୀ ସମୟ କଥା ହୋଇ ପାରୁ ନଥିଲି। ପ୍ରାୟ ୨୦ ଦିନ ପରେ ସେମାନେ ଫେରିଗଲେ । ତା ପରେ ମୁଁ ଫ୍ରି ହୋଇ ଟିକି କି ଫୋନ୍ କରିଲି ।

ଏହି ୨୦ ଦିନ ମଧ୍ୟରେ ଟିକି ଏବଂ ଆଶିଷ ର ପ୍ରେମ ଗାଡ଼ି ଆଗେଇ ସାରିଲାଣି । ଟିକି କେତେ ଥର ମୋତେ ଏହି ବିଷୟରେ କହିବା ପାଇଁ କଲ୍ କରିଥିବ କିନ୍ତୁ ପିଉସୀ ଝିଅ ମାନେ ଉଠେଇଲା ପରେ ସେ କହୁ ନଥାଏ । କଲେଜ୍ ଖୋଲୁଥିଲା କିନ୍ତୁ କ୍ଲାସ୍ ହେଉ ନଥାଏ। ଆମେ ପ୍ଲାନ୍ କରିଲୁ କ୍ଲାସ୍ କରିବା ନାହିଁ କେବଳ ବୁଲିବା ବାହାନାରେ ଯିବା। ଏବଂ ସେମିତି ହିଁ ହେଲା ।

ସମସ୍ତେ କଲେଜ୍ ରେ ପହଞ୍ଚିଲୁ। ସେତେବେଳେ ପର୍ଯ୍ୟନ୍ତ ମୋତେ ଟିକି କହି ନଥିଲା କି ମୋର ଏବଂ ଆଶିଷ ସହ ପ୍ରେମ ଗାଡି ଚାଲି ଲାଣି ବୋଲି।

କଲେଜ୍ କ୍ୟାମ୍ପସ ଭିତରେ ବସି ଚାରି ଜଣ ଯାକ କଥା ବାର୍ତ୍ତା ହେଉଥିଲୁ କିନ୍ତୁ ଆଶିଷ ଟିକି ସହ କଥା ହେଉ ନଥାଏ । ମୁଁ ନୋଟିସ୍ କରିଲି ପଚାରିଲି କଣ ତମ ଦୁଇ ଜଣ ଭିତରେ କିଛି ହୋଇଛି କି?? ସେ ଦୁଇ ଜଣ ଏକା ଥରକେ ମନା କରିଲେ ।

ତାପରେ ଜଗା କହିଲା ଆଶିଷ ଟିକି କୁ ଭଲ ପାଉଛି ଏବଂ ଏହି ଦୁଇ ଦିନ ହେଲା ସେମାନଙ୍କ ଅଳ୍ପ ଝଗଡା ହୋଇଛି।

ମୁଁ କହିଲି ପ୍ରେମ ଗାଡି ଆଗେଇ ଝଗଡା ରେ ପହଞ୍ଚି ଗଲାଣି କିନ୍ତୁ ମୋତେ ଜଣା ନାହିଁ । ଟିକି କହିଲା ,ତୁ ତ ତୋ ପିଉସୀ ଝିଅ ସହିତ ସମୟ ବିତେଇବାରେ ଲାଗିଥିଲୁ ଆମ ପାଇଁ ସମୟ କୋଉଠି ଥିଲା।

ମୁଁ କହିଲି ହଉ ହଉ ଛାଡ଼ ସେ କଥା କହ କଣ ହୋଇଛି। ସେମାନଙ୍କ ଭିତରେ ଏତିକି ରାଗ ଯେ , ଟିକି ମେସେଜ କରୁଛି ସେ ଠିକ୍ ସମୟରେ ରିପ୍ଲାଇ ଦେଉନି। ସେଥିପାଇଁ ସେ ରାଗ । ତା ରାଗ ପାଇଁ ଆମେ ଦୁଇ ଜଣ ସେ ଦୁଇ ଜଣ ଙ୍କୁ କଥା କରେଇ ଦେଲୁ।

ଏପଟେ ଜଗା କୁ ମୁଁ ପଚାରିଲି , କଣ ରେ କିଛି ଫୋନ୍ ନାହିଁ କି କଲ୍ ନାହିଁ । ଜଗା କହିଲା , ତୁ ତ କହୁଥିଲୁ ଫୋନ୍ କରିବୁ ବୋଲି ସେଥିପାଇଁ ମୁଁ ଅପେକ୍ଷା କରିଥିଲି ।

ମୁଁ କାହିଁକି ଫୋନ୍ କରିବି । ଜଗା କହିଲା ତୁ ଯଦି ଜାଣିଛୁ ତେବେ ପଚାରୁଚୁ କଣ ପାଇଁ । ମୁଁ ପଚାରିଲି କଣ କହିବାର ଅଛି କହ । ଜଗା କହିଲା ଯଦି ଜାଣିଛୁ ଏତେ ଭାଉ କାହିଁକି ଖାଉଛୁ ।

ମୁଁ କହିଲି ଶୁଣ, ତୋତେ ମୁଁ ସାଙ୍ଗ ଭଳି ଦେଖି ଆସିଛି । ସାଙ୍ଗରୁ ଲଭର ହେଲେ ବହୁତ୍ ପ୍ରୋବଲମ ହୁଏ । ସମ୍ପର୍କ ରହେନି ରେ । ଜଗା କହିଲା, ଏଥିରେ ମୋର ଭୁଲ କଣ?? ମୋତେ ତୁ ପସନ୍ଦ, ତୁ ଯଦି ମନା କରିବୁ ତେବେ ମୁଁ ତୋତେ ବାଧ୍ୟ କରିବି ନାହିଁ ।

ତୋତେ ସାଙ୍ଗ ଭଳି ଦେଖିବି (ଅଳ୍ପ ମନ ଦୁଃଖରେ) । ମୁଁ କହିଲି ଦେଖ ତୁ ମନ ଖରାପ୍ କରେନି । ସାଙ୍ଗ ହୋଇ ରହିଲେ ଭଲ । ଜଗା କିଛି ନ କହି ଉଠି ଯିବା କୁ ବାହାରିଲା । ମୁଁ କହିଲି ବସ, ଆଉ କିଛି ସମୟ କଥା ହେବା କିନ୍ତୁ ଜଗା କହିଲା ନା ଚାଲ୍ ଯିବା । ମୁଁ ତାକୁ ଟାଣି ଆଣି ବସେଇଲି ।

ଆରେ ବସ, କଣ ଛୋଟ ପିଲା ଭଳି ମନ ଦୁଃଖ କରୁଛୁ । ଦେଖ ଜଗା ତୁ ମୋତେ ଭଲ ପାଉଛୁ କିନ୍ତୁ ମୁଁ ତୋତେ ଭଲ ପାଇ ପାରିବି ନାହିଁ ।

କାରଣ ମୁଁ ଚାହେଁ ଯାହାକୁ ମୁଁ ଭଲ ପାଇବି ତାକୁ ବିବାହ କରିବି କିନ୍ତୁ ଆମ ଦୁହିଁଙ୍କ ଜାତି ପୁରା ପୁରି ଅଲଗା । ଆମ ଘରେ ତୋ ସହିତ ବିବାହ କରିବାକୁ ଅନୁମତି ଦେବେ ନାହିଁ ।

କାରଣ ଆମେ ବ୍ରାହ୍ମଣ ଏବଂ ମୋ ବାପା ଭାଇ କେବଳ ବ୍ରାହ୍ମଣ ପୁଅଙ୍କୁ ବିବାହ ଦେବେ । ତୋ ସହିତ ଭଲ ପାଇବି ଏବଂ ଅନ୍ୟ କାହାକୁ ବିବାହ କାହିଁକି କରିବି କହ ।

ଜଗା କହିଲା, ଜାତି କଥା କହିଲେ , ଠିକ୍ କିନ୍ତୁ ମୋର ହୃଦୟ ରେ ତୋ ପାଇଁ ଯୋଉ ସ୍ଥାନ ବନେଇଛି ତାହା କଣ ଅପୂର୍ଣ୍ଣ ହୋଇ ରହିଯିବ?? ମୁଁ କହିଲି ଦେଖ ସେ ହୃଦୟରେ ମୋତେ ସାଙ୍ଗ ରୂପରେ ଗ୍ରହଣ କର ।

ଜଗା କହିଲା , ଆଶିଷ ମଧ୍ୟ ଟିକି କୁ ଭଲ ପାଏ ସେମାନଙ୍କ ଜାତି ମଧ୍ୟ ଅଲଗା ନା?? ମୁଁ କହିଲି, ସେ କଥା ଠିକ୍ ଯେ, ମୁଁ ଚାହୁଁନି ମୋ ସହିତ ସେମିତି କିଛି ହେଉ, ସେଥିପାଇଁ ପୂର୍ବରୁ ସତର୍କ ନିହାତି ଦରକାର।

ଜଗା କହିଲା ହେଉ ଠିକ୍ ଅଛି, ଆଉ ତୋତେ ବାଧ୍ୟ କରିବି ନାହିଁ । ମୁଁ ଯାଉଛି କହି, ସେ ଉଠି ଚାଲିଲା । ତାପରେ ସମସ୍ତେ କଲେଜ୍ ରୁ ଫେରିଲୁ ।

ସଂଧ୍ୟା ବେଳେ ମମି ସହିତ କଥା ହେବା ସମୟରେ Whatsapp ରେ ଗୋଟିଏ ମେସେଜ ଆସିଲା ତାହା ପୁଣି “Sorry” ତାହା ଥିଲା ଜଗା ର ।

ମୁଁ ରୀପ୍ଲାଇ ଦେଇ ପଚାରିଲି Why?? ସେ କିଛି ଉତ୍ତର ନ ଦେଇ ଚୁପ୍ ରହିଲା। ତାକୁ କଲ୍ କରିଲି ସେ ଫୋନ୍ ଉଠେଇଲା ନାହିଁ । ପ୍ରାୟ ୫ ଥର କଲ୍ କରିଲି କିନ୍ତୁ ସେ ଉଠେଇଲା ନାହିଁ

…………………………………………….

ଆଗକୁ ପଢ଼ିବେ: ମାତ୍ର ତୁ ଯେବେ ତାକୁ ଭଲ ପାଇବୁ ତା ଉପରେ ବିପଦ ମାଡ଼ି ଆସିବ । ତାର ବହୁତ୍ ଅନର୍ଥ ହେବ।

By. Nilamadhab Bhuyan

Comment please about the story.,

Thanking You.

ଶ୍ରୁତି ର ଭାଗ୍ୟରେଖା…4

ଶ୍ରୁତି ର ଭାଗ୍ୟରେଖା...4
ଶ୍ରୁତି ର ଭାଗ୍ୟରେଖା…4

ସେ ଦୁଇ ଜଣ ଗେଟ୍ ପାଖରେ ଠିଆ ହୋଇଥିଲେ । ପାଖରେ ଆଉ ଜଣେ ବ୍ୟକ୍ତି ଠିଆ ହୋଇଥିଲେ । ସେ ହେଉଛନ୍ତି ସେହି ବାଇକ୍ ଚାଳକ ଯିଏ ମୋତେ ସେ ବେକାର ଟୋକା ମାନଙ୍କ କବଳରୁ ମୋତେ ସେଦିନ ରକ୍ଷା କରିଥିଲେ ।

ମୋତେ ଦେଖି ସେ ବାଇକ୍ ଚାଳକ ଭାଇ କହିଲେ ଏ ସେଇ ଝିଅ ଯାହାକୁ ମୁଁ ସେଦିନ ରାସ୍ତାରେ ଦେଖିଥିଲି ସେ ଦୁଇଟା ଟୋକା ବଦଳରେ ତମେ ମାଡ ଖାଇ ଦେଲ କି ? ମୁଁ ସେ ଭାଇ ଙ୍କୁ ନମସ୍କାର କରିଲି । ସେ ହେଉଛନ୍ତି ଜଗା ର ବଡ ବାପା ଙ୍କ ପୁଅ ସେ ଜଣେ LIC ଏଜେଣ୍ଟ ।

ଆମେ ଦୁହେଁ ଗେଟ୍ ସାଇଡ କୁ ଯାଇ ଜଗା ଏବଂ ଆଶିଷ କୁ ପଚାରିଲୁ କେମିତି ଅଛ?? ସେ ଦୁଇ ଜଣ ଖୁସିରେ ଜବାବ ଦେଲେ ଯେ ହଁ ଭଲ ଅଛୁ , ସେ ଦିନ ମାଡ ପରେ ଜ୍ଵର ଆସି ଯାଇଥିଲା । ଦେହ ଦୁର୍ବଳ ଥିଲା , କାଲି ଆଶିଷ ର ଦେହ ଠିକ୍ ନଥିଲା ଆଜି ଭଲ ଲାଗିଲା, ଆସିଲୁ ଏମିତି କିଛି କଥା ହେଲୁ ।

ସେ ଭାଇ ଆମକୁ କହିଲେ କଲେଜ୍ ରେ କିଛି ଅସୁବିଧା ହେବ ତେବେ ଏହି ଦୁଇ ଜଣ ଙ୍କୁ କହିବ । ଏ ଦୁଇ ଜଣ ମଧ୍ୟ ବହୁତ୍ ରାଗି , ସେଦିନ କେବଳ ତମ ନାମ ଶୁଣି ସେ ଚୁପ୍ ରହିଗଲେ ।

ତୁମ ଭାଇ ବୋଲି ତାଙ୍କ ଉପରକୁ ହାତ ନ ଉଠେଇ ବିନା ଦୋଷରେ ମାଡ ଖାଇ ଚାଲିଲେ। ମୋତେ ପୁଣି ଦୁଃଖ ହେଲା, ପୁଣି Sorry ମାଗିଲି, କହିଲି, ସବୁ ମୋର ଯୋଗୁ ହେଲା । ଜଗା କହିଲା, କିଛି ନାହିଁ ଛାଡ଼, ଚାଲ କ୍ଲାସ୍ କରିବା । ସେ ଭାଇ ଫେରିଗଲେ । କ୍ଲାସ୍ ରେ ସାର୍ ଆସି ନଥିଲେ ।

କ୍ଲାସ୍ ଭିତରେ ଟିକି ଏବଂ ମୁଁ ଏବଂ ସେ ଦୁଇ ଜଣ ବସି କଥା ହେଲୁ। ଜଗା ତମ ଭାଇ ମାନେ ଭାରି ଖରାପ୍ । ମୁଁ କହିଲି , ପ୍ରକୃତରେ ମୋ ଭାଇ ଯୋଗୁ ହୋଇଛି କିନ୍ତୁ ସେ ହେଉଛନ୍ତି ଟିକି ର ଭାଇ, ଜଗା କହିଲା ଟିକି ତ କିଛି କହୁ ନଥିଲା । ଟିକି କହିଲା ମୋ ଭାଇ ର ମୋର ପଡେନି ।

ସେ ଗୁଣ୍ଡା ମାନଙ୍କ ସହ ବୁଲିବା ଯୋଗୁ ମୁଁ ମଧ୍ୟ ରାଗି ତା ସହିତ କଥା ହୁଏନି । ମୁଁ ପଚାରିଲି ସେ କିଏ ଆସିଥିଲେ । ଜଗା କହିଲା ସେ ହେଉଛନ୍ତି ମୋ ବଡ଼ ମା ପୁଅ ଭାଇ ,LIC ଏଜେଣ୍ଟ ଅଛନ୍ତି । ସେ ଆମର ଗାର୍ଡିଆନ୍ ଯାହା କରିବାର ଅଛି ସବୁ ସେ ଆଇଡିଆ ଦିଅନ୍ତି ।

ସେ ଦିନ ମାଡ ଖାଇବା ପରେ ବହୁତ୍ ରାଗିଲେ । ତମ ଭାଇ ଙ୍କୁ ଯାଇ ମାଡ ମାରିବାକୁ ବାହାରିଥିଲେ କିନ୍ତୁ ମୁଁ ମନା କରି କହିଲି ଯେ ଭୁଲ ରେ ଏ ସବୁ ଘଟଣା ଘଟିଛି କିନ୍ତୁ ସେ କହିଲେ ସେ ଝିଅ ଙ୍କୁ ମୁଁ ଥରେ ଦେଖିବାକୁ ଚାହୁଁଛି ଯିଏ ତମକୁ ମାଡ ଖୁଆଇଛି । ସେଥିପାଇଁ ସେ ଆସିଥିଲେ । ତାପରେ ଏମିତି ବହୁତ୍ କଥା ହେଲୁ ।

ଦିନ ଗଡି ଚାଲିଲା । ଆମେ ଚାରିଜଣ ବହୁତ୍ ଭଲ ସାଙ୍ଗ ହୋଇଗଲୁ । କାହାର କିଛି ଅସୁବିଧା ହେଲେ ଜଣେ ଅନ୍ୟ ଜଣକୁ ସାହଯ୍ୟ କରି ଥାଉ। First Year ର ପରୀକ୍ଷା ଦିନ ଆସିଲା । ପରୀକ୍ଷା ୨୫ ଫେବୃଆରୀ ରୁ ଆରମ୍ଭ ହେବ ।

ତା ପୂର୍ବରୁ ଆସିଲା ଭାଲେନଟାଇନ ସପ୍ତାହ। ସବୁ ଲଭର୍ ମାନେ ସେ ସପ୍ତାହ କୁ ଅପେକ୍ଷା କରିଥାନ୍ତି କିନ୍ତୁ ଆମେ ତ ସାଙ୍ଗ ମାନେ ଆମେ ମଧ୍ୟ ସ୍ଥିର କଲୁ ଯେ ଏହି ସପ୍ତାହ ଆମେ ମଧ୍ୟ ପାଳନ କରିବା ଏହି କଥା କୁ ରଖି ମୁଁ କହିଲି କି , କିସ୍ ଡେ, ହଗ୍ ଡେ ଛାଡ଼ି ବାକି ସବୁ ପାଳନ କରିବା, ସମସ୍ତେ ରାଜି ଏବଂ ସେହି ଭଳି ହେଲା, କିନ୍ତୁ ଏହି ସପ୍ତାହ ରେ ଜଗା ଚାହୁଁଥିଲା ମୋତେ ପ୍ରପୋଜ କରିବ ଏବଂ ଟିକି ଚାହୁଁଥିଲା ଆଶିଷ କୁ ପ୍ରପୋଜ କରିବ। ସବୁ ଗଡବଡ୍ ହୋଇଗଲା ।

ଭାଲେନଟାଇନ ସପ୍ତାହ ସରିବା ପରେ ଜଗା ଏବଂ ଟିକି ର ଦେଖା ନାହିଁ । ମୁଁ ଟିକି କୁ ଫୋନ୍ କରି ପଚାରିଲି ସେ କହିଲା ମୋର ଦେହ ଭଲ ନାହିଁ ତୁ ଏକା କଲେଜ୍ ଯା, ସେମିତି ଜଗା କୁ ଫୋନ୍ କରି ପଚାରିଲି ସେ ମଧ୍ୟ ସେହି ଉତ୍ତର ମୋର ଦେହ ଭଲ ନାହିଁ ।

ଦିନେ ଗଲା ଦୁଇ ଦିନ ଗଲା, ପରୀକ୍ଷା ପାଖେଇ ଆସିଲାଣି କେହି କଲେଜ୍ ଆସୁନାହାନ୍ତି । ମୁଁ ଆଶିଷ କୁ କଲ୍ କରି କହିଲି ତୁ ଜଗା କୁ ପଚାର ଏବଂ ମୁଁ ଟିକି କୁ ପଚାରୁଛି । ମୁଁ ଟିକି ଘରକୁ ଗଲି।

ଟିକି ପାଖରେ କିଛି ସମୟ କଥା ହେବା ପରେ ଜଣା ପଡିଲା ଯେ ସେ ଆଶିଷ କୁ ଭଲ ପାଉଛି ଏବଂ ପ୍ରପୋଜ କରିବା ବାହାନାରେ ଏହି ସପ୍ତାହ କୁ ଅପେକ୍ଷା କରିଥିଲେ କିନ୍ତୁ ସବୁ ଓଲଟ ପାଲଟ ହୋଇଗଲା ।

ଠିକ୍ ସେତିକିବେଳେ ଆଶିଷ ର ଫୋନ୍ ଆସିଲା ସେ କହିଲା, ଶ୍ରୁତି ଗୋଟିଏ କଥା କହିବି ରାଗିବୁନି ଯେ ଜଗା ତତେ ଭଲ ପାଉଛି ଏବଂ ଏହି ସପ୍ତାହ ସେ ଅପେକ୍ଷା କରିଥିଲା। ସବୁ ପ୍ଲାନ ଫେଲ ହୋଇଗଲା।

ମୁଁ ଆଶ୍ଚର୍ଯ୍ୟ, କଣ ଏ ସବୁ, ସାଙ୍ଗ ରୁ ସିଧା ଲଭର । ମୁଁ ମଧ୍ୟ ଜଗା କୁ ପସନ୍ଦ କରେ କିନ୍ତୁ ସାଙ୍ଗ ହିସାବରେ । ଯେତେବେଳେ ଏମିତି କଥା ଶୁଣିଲି ଜଗା ପ୍ରତି ମୋର ଖରାପ ଭାବନା ଜାତ ହେଲା କାହାକୁ କିଛି କହିଲିନି ଟିକି ଘରୁ ବାହାରି ଆସିଲି ।

ଟିକି ଘରୁ ମୁଁ ବାହାରି ଆସିଲି। ଚିନ୍ତାରେ ପେଡାଲ ମାରି ମାରି ଆଗକୁ ଯାଉଥିଲି । ହଠାତ୍ ମୋର ନଜର ପଡ଼ିଲା ରୋଡ ଉପରେ ଥିବା ଚା ଦୋକାନ ଉପରେ । ସେଠୀ ସେ ଦୁଇ ଜଣ ଟୋକା। ଯୋଉ ଦୁଇ ଜଣ ଯୋଗୁ ଆଶିଷ ଏବଂ ଜଗା ମାଡ ଖାଇଥିଲେ ।

ଏତେ ଦିନ ହେଲା ଖୋଜୁଥିଲି ଆଜି ମିଳିଗଲେ । ସଙ୍ଗେ ସଙ୍ଗେ ବିଭୁ ଭାଇ ଏବଂ ଜଗା ଆଶିଷ କୁ ଫୋନ୍ କରି କହିଲି । ବିଭୁ ଭାଇ ଆସିବା ପୂର୍ବରୁ ଜଗା ଆଉ ଆଶିଷ ପହଞ୍ଚି ଗଲେ ।

ମୁଁ ତାଙ୍କୁ ଦେଖେଇ ଦେଇ ଘରକୁ ଯିବାକୁ ବାହାରୁ ଥିଲି। ବିଭୁ ଭାଇ ଆସି ପହଁଚିଲେ । ବିଭୁ ଭାଇ ମୋତେ କହିଲେ ତୁ ଘରକୁ ଯାଆ ।

ମୁଁ ଚାଲିଲି ଘରକୁ । ଜଗା ଆଶିଷ ଏବଂ ବିଭୁ ଭାଇ ସେ ଦୁଇ ଜଣ ଙ୍କୁ ନେଇ ନିର୍ଧୁକ୍ ମାଡ ମାରିଲେ। ସେମାନେ ହେଉଛନ୍ତି ପଡିଶା ଗାଁ ଟୋକା ସେମାନେ ଏହି ଗାଁ କୁ ମୂଲିଆ କାମ କରିବାକୁ ଆସନ୍ତି ।

ଜଗା ଆଶିଷ ସବୁ ମାଡ ସୁଝେଇ ଦେଲେ । ଯେତିକି ସେମାନେ ଖାଇ ଥିଲେ ତା ଠୁ ବଳକା ଦେଇ ଆସିଲେ । ସଂଧ୍ୟା ବେଳେ ଆଶିଷ ଏବଂ ଜଗା କନଫରେନ୍ସ ରେ ମୋତେ ସବୁ କଥା କହି ବହୁତ୍ ଖୁସି ହେଲେ ।

ସେଇ କନଫରେନ୍ସ ରେ ମୁଁ ଜଗା କୁ ପଚାରିଲି କି ତୁ କିଛି ମୋତେ ଲୁଚେଇଛୁ । ସେ କଥା ଟି କହ । ଜଗା ଚୁପ୍ ହୋଇଗଲା ।

ଆଶିଷ କହିଲା ,କହ ବେ, କେତେ ଦିନ ଆଉ ଚୁପ୍ ରହିବୁ । ଜଗା କହିଲା ନା କିଛି ନାହିଁ । ପରେ କେତେବେଳେ କହିବି । ମୁଁ ପଚାରିଲି ପରେ କେତେବେଳେ ଆଉ ଅଳ୍ପ ଦିନ ପରେ ପରୀକ୍ଷା । ଜଗା କହିଲା ହଉ ପରୀକ୍ଷା ସରୁ କହିବି ।

ମୁଁ କହିଲି , ହଉ ମୁଁ ମଧ୍ୟ କିଛି କହିବି । ତାପରେ ସମସ୍ତେ ପରୀକ୍ଷା ପାଇଁ ପଢା ପଢ଼ି ରେ ଲାଗିପଡିଲେ ।

……………………………………………….

ଆଗକୁ ପଢ଼ିବେ: ଶୁଣ, ତୋତେ ମୁଁ ସାଙ୍ଗ ଭଳି ଦେଖି ଆସିଛି । ସାଙ୍ଗରୁ ଲଭର ହେଲେ ବହୁତ୍ ପ୍ରୋବଲମ ହୁଏ । ସମ୍ପର୍କ ରହେନି ରେ

Page-5

By. Nilamadhab Bhuyan

Comment please about the story.,

Thanking You.

ଶ୍ରୁତି ର ଭାଗ୍ୟରେଖା…3

ଶ୍ରୁତି ର ଭାଗ୍ୟରେଖା...3
ଶ୍ରୁତି ର ଭାଗ୍ୟରେଖା…3

Page-2

ସେ ରାଗରେ ତମ ତମ ହୋଇ କହିଲେ ତୁ କାଲି କଲେଜ୍ ଯିବା ସମୟରେ ଆମେ ତୋ ସହିତ ଯିବୁ । ସେତେବେଳେ ଜଣା ପଡ଼ିଯିବ। ମୁଁ ବିଭୁ ଭାଇ ଙ୍କୁ କହିଲି ,ଭାଇ ତମେ କିଛି କର ନି ପ୍ଲିଜ୍ । ବିଭୁ ଭାଇ କହିଲେ ତୋ ଭାଇ କହିଛି । ସେଇଟା ଆମେ ବୁଝିବୁ । ଏତିକି କହି ବିଭୁ ଭାଇ ଘରୁ ବାହାରି ଗଲେ । ମୁଁ ଟିକି କୁ କହିଲି ତୋ ଭାଇକୁ ବୁଝାଓ ସେ ବେକାର ରେ ପ୍ରୋବେଲମ କରେଇବେ। ଟିକି କହିଲା ମୋର ପାଞ୍ଚ ଦିନ ହେଲା ଭାଇ ସହିତ ଝଗଡା ,ଯଦି ତୁ ଚାହୁଁନାହୁଁ ତେବେ ଜିତୁ ଭାଇ କୁ କହ, ସେ ମନା କଲେ ୟେ ବୁଝିବ । ତୁ ତ ଜାଣିଛୁ ମୋ ଭାଇ ହେଉଛି ଫୁଲ ମେଣ୍ଟାଲ ।

ସେ ଯାହା କହୁଛି ତାହା କରିଦେବ । ଅଳ୍ପ ଅନ୍ଧାର ଥିଲା ଟିକି ଫେରିଗଲା ନିଜ ଘରକୁ । ଟିକି କହେ ମୁଁ ପ୍ରତିଦିନ ତୋ ଘରକୁ ଆସେ ଏବଂ ଆମେ ଆଗକୁ କଲେଜ୍ ଯାଉ କିନ୍ତୁ ମୋତେ କୋଉ ଦିନ କିଏ ଏମିତି ବ୍ୟବହାର କରି ନାହାନ୍ତି । ରାତିରେ ମୁଁ ଜିତୁ ଭାଇ କୁ କଲ୍ କରିଲି । ଜଣାପଡ଼ିଲା ଯେ ଭାଇ ନାଇଟ୍ ଡ଼ିଉଟି ଯାଇଛନ୍ତି କାଲି ସକାଳେ ଆସିବେ । ମୁଁ ଶୋଇଗଲି ।

ତା ପର ଦିନ ସକାଳୁ ସକାଳୁ ଭାଇ କଲ୍ କରି ମମି ସହିତ କଥା ହୋଇ ମୋବାଇଲ ଶାଇଲେଣ୍ଟ କରି ଶୋଇ ପଡିଲେ । ମୁଁ ଯେତେବେଳେ ଉଠିଲି ଫୋନ୍ ଦେଖିଲି ଭାଇ ର ଫୋନ୍ ଆସିଥିଲା । ସଙ୍ଗେ ସଙ୍ଗେ ମମି ପାଖକୁ ଗଲି ପଚାରିଲି, ଭାଇ କଲ୍ କରିଥିଲା କି। ମମି କହିଲେ ହଁ, ସେ ନାଇଟ ଡିଉଟି କରି ଆସିଥିଲା । ତୁ କଲ୍ କରି ଥିଲୁ ବୋଲି କହିଲି ସେ ଜାଣିଲା ତୁ ଶୋଇଛୁ ବୋଲି ସେଥିପାଇଁ ସେ ମୋତେ କହିଲା ଶ୍ରୁତି କୁ ଶୋଇବାକୁ ଦେ। ମୁଁ ୧୧ଟା ରେ ଉଠିଲେ ଶ୍ରୁତି ସହିତ କଥା ହେବି।

କହି ଫୋନ୍ ରଖିଦେଲା। ମୋର ରାଗ ଆକାଶ ଛୁଆଁ , ମମି ଙ୍କୁ କହିଥିଲି ଭାଇ ସହିତ ମୋର ଅର୍ଜେଣ୍ଟ କଥା ଅଛି କିନ୍ତୁ କେହି ସିରିଅସ୍ ନେଉ ନାହାନ୍ତି। ୪ଥର ଫୋନ୍ କରିଲି କିନ୍ତୁ ଭାଇ ଉଠେଇଲା ନାହିଁ । ଦେଖୁ ଦେଖୁ ୧୦ଟା ବାଜିଗଲା। ଟିକି ଆସି ଘରେ । ଚାଲ ଶ୍ରୁତି କଲେଜ୍ ଯିବା । ଦୁହେଁ କଲେଜ୍ ବାହାରିଲୁ । କଲେଜ୍ ଗେଟ୍ ପାଖରେ ଜଗା ଠିଆ ହୋଇଥାଏ । ସେ ଆମକୁ ଦେଖି ଅଳ୍ପ ହସିଲା , ଆମେ ଦୁଇ ଜଣ କିଛି ଉତ୍ତର ନ ଦେଇ ସିଧା ପହଞ୍ଚିଲୁ କ୍ଲାସ୍ ଭିତରେ । ଗୋଟିଏ କ୍ଲାସ୍ ସରିଲା । ଅନ୍ୟ ଏକ କ୍ଲାସ୍ ପାଇଁ କ୍ଲାସ୍ ରେ ବସିଛୁ ହଠାତ୍ ଗେଟ୍ ପାଖରେ କିଛି ଝଗଡା ହେବାର ଶବ୍ଦ ଶୁଣା ଗଲା ।

ସମସ୍ତେ ଦୌଡ଼ିଲେ, ଆମ କ୍ଲାସ୍ ରୁ ମଧ୍ୟ ବହୁତ୍ ପିଲା ଦୌଡିଲେ । କ୍ଲାସ୍ ଖାଲି ମୁଁ ଏବଂ ଟିକି ଏବଂ ତିନି ଚାରି ଜଣ ଝିଅ ବସିଥାନ୍ତି । ହଠାତ୍ ବିଭୁ ଭାଇ ଜଗା ର କଲର ଧରି ଆମ କ୍ଲାସ୍ କୁ ଟାଣି ଟାଣି ଆଣିଲେ । ଆମେ ଆଶ୍ଚର୍ଯ୍ୟ, ଟିକି ବିଭୁ ଭାଇ କୁ ବାରମ୍ବାର କହୁଥାଏ ଭାଇ ଏ ସେ ପିଲା ନୁହଁ, ବିଭୁ ଭାଇ କହିଲେ ,ତୁ ସାଇଡ ହୁଅ, ମୁଁ ଶ୍ରୁତି କୁ ପଚାରୁଛି । ମୋ ଆଖିରୁ ଲୁହ ବାହାରିଗଲା । ଜଗା କୁ ବହୁତ୍ ମାଡ ମାରିଛି ତାର ୟୁନିଫର୍ମ ଫାଡ଼ି ଦେଇଛି ଏବଂ ନାକରୁ ରକ୍ତ ବାହାରୁ ଥିଲା ।

ତା ପଛରେ ଆଶିଷ କୁ ମଧ୍ୟ ବହୁତ୍ ମାଡ ହୋଇଛି । ମୁଁ ଦୌଡ଼ି ଲି ବିଭୁ ଭାଇ ପାଖକୁ, କହିଲି ଭାଇ ଛାଡ଼, ଏ ସେ ପିଲା ନୁହଁ , ବିଭୁ ଭାଇ ଉପରେ ବହୁତ୍ ରାଗିଲି କହିଲି ଭାଇ ପ୍ରଥମେ ବୁଝିବା ଦରକାର । ଏ ନିର୍ଦ୍ଦୋଷ। ବିଭୁ ଭାଇ ତା କଲର ଛାଡ଼ି ଦେଲେ । କ୍ଲାସ୍ ରେ ସମସ୍ତେ ଏବଂ ଲେକ୍ଚର ଦେଖିଥାନ୍ତି । ମୋତେ ରାଗ ଲାଗୁଥାଏ । ରାଗରେ ବିଭୁ ଭାଇ ଙ୍କୁ କହିଲି ପ୍ଲିଜ୍ ଭାଇ ତମେ ଏଠୁ ଯାଅ। ଆମେ ଦୁହେଁ ମଧ୍ୟ କ୍ଲାସ୍ ରୁ ବାହାରି ଗଲୁ । ଜଗା ଏବଂ ଆଶିଷ ର ମାଡ ଏବଂ ରକ୍ତ ଦେଖି ମୁଁ ଏବଂ ଟିକି ବହୁତ୍ କାନ୍ଦିଲୁ ସେ ଦୁଇ ଜଣ ଙ୍କୁ Sorry ମାଗିଲୁ । ଜଗା ଏବଂ ଆଶିଷ ଚୁପ୍ ଥିଲେ ।

ବିଭୁ ଭାଇ ର ସାଙ୍ଗ ମାନେ ସେ ଦୁଇ ଜଣଙ୍କୁ ମେଡିକାଲ୍ ନେଇ ଗଲେ । ପଛେ ପଛେ ଆମେ ମଧ୍ୟ ପହଞ୍ଚିଲୁ । ମେଡିକାଲ୍ ରେ ପହଞ୍ଚିବା ପୂର୍ବରୁ ପୋଲିସ ପହଞ୍ଚି ସାରିଥିଲା। କାରଣ ପ୍ରିନ୍ସିପାଲ ପୋଲିସ ଷ୍ଟେସନ କୁ କଲ୍ କରି ଗଣ୍ଡଗୋଳ ହେବା କଥା କହିଥିଲେ । ଅନ୍ୟ ଏକ କାରଣ ଅଛି, 2 ମାସ ପରେ କଲେଜ୍ ଇଲେକ୍ସନ ଥିଲା।

ମେଡିକାଲ୍ ରେ ପୋଲିସ ସେ ଦୁଇ ଜଣଙ୍କୁ ଡାକ୍ତର ପାଖକୁ ନେଇ ଇଞ୍ଜେକ୍ସନ ଏବଂ ମେଡିସିନ ଦେଇ ଆଣିଲା ପରେ ବିଭୁ ଭାଇ ଙ୍କ ସାଙ୍ଗ ମାନଙ୍କୁ ଏବଂ ଜଗା ଆଶିଷ କୁ ମେଡିକାଲ୍ ସାମ୍ନାରେ ପଚରା ଉଚରା କରିବା ଆରମ୍ଭ କରିଲା। ଏବଂ ଆମ ଦୁଇ ଜଣଙ୍କୁ କଲେଜ୍ ଯିବା ପାଇଁ କହିଲେ ।

ମୋତେ ଭାରି ଡର ଲାଗୁଥିଲା ସବୁ ଭୁଲ ମୋର । ଆଜି ଯାହା ସବୁ ଘଟୁଛି ସବୁ ମୋର ଯୋଗୁ ଘଟୁଛି । ଭୁଲ କଲା କିଏ ଦଣ୍ଡ ପାଇଲା କିଏ । ମୁଁ ପୁଣି ପୋଲିସ ବାବୁ ପାଖକୁ ଗଲି କହିଲି, ସାର୍ ମୁଁ କିଛି କହିବାକୁ ଚାହୁଁଛି । ପୋଲିସ ବାବୁ କହିଲେ , ଏଇଟା ଇଲେକ୍ସନ ମେଟର୍ ତମେ ଘରକୁ ଯାଅ, ମୁଁ କହିଲି ନାହିଁ ସାର୍ ଏଇଟା ମୋ ଯୋଗୁ ସବୁ ହୋଇଛି ,ମୋ କଥା ଶୁଣନ୍ତୁ ।

ପୋଲିସ ବାବୁ ପଚାରିଲେ , କଣ କୁହ?? ଗତ କାଲି ଠାରୁ ଯାହା ଯାହା ହୋଇଥିଲା ସବୁ କଥା କହିଲି, ପୋଲିସ ବାବୁ କହିଲେ , ତେବେ ବିଭୁ ବିନା କାରଣ ରେ ମାଡ ମାରିଛି, ତାକୁ ତ ଦଣ୍ଡ ଭୋଗିବାକୁ ପଡ଼ିବ ନା? ମୁଁ ପୋଲିସ ବାବୁ ଙ୍କୁ ହାତ ଯୋଡ଼ି ଅନୁରୋଧ କରିଲି, ସେ ଭୁଲ ରେ ୟାଙ୍କୁ ମାଡ ମାରିଛନ୍ତି ।ସେ ଜାଣି ନାହାନ୍ତି ।

ପୋଲିସ ବାବୁ ଜଗା କୁ ପଚାରିଲେ । ତମେ କଣ କହୁଚ? ମୁଁ ଜଗା କୁ ଏବଂ ଆଶିଷ କୁ ହାତ ଯୋଡ଼ି କରି ଅନୁରୋଧ ଅବସ୍ଥାରେ ଠିଆ ହୋଇ ରହିଲି। ସେ ଦୁଇ ଜଣ ମଧ୍ୟ କହିଲେ , ନାହିଁ ସାର୍ ଆମର କିଛି ରିପୋର୍ଟ କରିବାର ନାହିଁ, ଭୁଲ ରେ ଏହି ସବୁ ହୋଇଛି , ଆପଣ ଯାଇ ପାରନ୍ତି ।

ଏତିକି ପରେ ପୋଲିସ ବାବୁ କହିଲେ, ଘର କଥା ଘରେ ରଖିବ, ଏବେ କଲେଜ୍ ଇଲେକ୍ସନ ଯଦି ପୁଣି କିଛି ହୁଏ ସମସ୍ତଙ୍କୁ ଉଠେଇ ନେବି, କହି ଚାଲିଗଲେ । ବିଭୁ ଭାଇ ଙ୍କୁ ଅନୁରୋଧ କରି କହିଲି , ଭାଇ ପ୍ଲିଜ୍ ତମେ ଯାଅ ଏଠୁ । ସେ ତାଙ୍କ ସାଙ୍ଗ ମାନଙ୍କ ସହ ଚାଲିଗଲେ ।

ଆମେ ଦୁହେଁ ଜଗା ଏବଂ ଆଶିଷ କୁ ପୁଣି ଥରେ ଭୁଲ ମାଗିଲୁ, ସେମାନେ କହିଲେ, ହଉ ଛାଡ଼ ଆପଣଙ୍କ ଭୁଲ ନାହିଁ କି ସେମାନଙ୍କ ଭୁଲ ନାହିଁ। ଘରକୁ ଯାଆନ୍ତୁ ଆମେ ଚାଲିଯିବୁ ।

ଟିକି ର ଏବଂ ମୋର ବହୁତ୍ ମୁଡ୍ ଅଫ୍। ସେଦିନ ଘରକୁ ଆସି ଭାଇ ଉପରେ ବହୁତ୍ ରାଗିଲି । ବାବା ଏବଂ ମମି ବିଭୁ ଉପରେ ବହୁତ୍ ରାଗିଲେ । ତା ପରେ ଦୁଇ ଦିନ ଛୁଟି ପଡ଼ି ଗଲା। ଦୁଇ ଦିନ ପରେ କଲେଜ୍ ଆସିଲି ।

ଜଗା ଏବଂ ଆଶିଷ କୁ ଦୁହେଁ ଖୋଜିଲୁ । ସେ ଦୁଇ ଜଣ ସେ ଦିନ ଆସି ନଥିଲେ । ତା ପର ଦିନ କଲେଜ୍ ରେ ଜଗା ଏବଂ ଆଶିଷ କୁ ଦେଖା ହେଲା ।

…………………………………………….

ଆଗକୁ ପଢ଼ିବେ: ତା ପୂର୍ବରୁ ଆସିଲା ଭାଲେନଟାଇନ ସପ୍ତାହ, ମୁଁ କହିଲି କି , କିସ୍ ଡେ, ହଗ୍ ଡେ ଛାଡ଼ି ବାକି ସବୁ ପାଳନ କରିବା, ସମସ୍ତେ ରାଜି

Page-4

By. Nilamadhab Bhuyan

Comment please about the story.,

Thanking You.

ଶ୍ରୁତି ର ଭାଗ୍ୟରେଖା…2

ଶ୍ରୁତି ର ଭାଗ୍ୟରେଖା...2
ଶ୍ରୁତି ର ଭାଗ୍ୟରେଖା…2


Page-1

ଏମିତି ୧୫ ଦିନ ଗଲା ପରେ ଟିକି ର ଗାଁ ରେ ଗାୟତ୍ରୀ ଯଜ୍ଞ ହେଉଥାଏ । ବହୁତ୍ ଲୋକ ବୁଲିବାକୁ ଯାଉଥିଲେ । ଟିକି ମୋତେ ମଧ୍ୟ ଡ଼ାକିଥିଲା । ଯଜ୍ଞ ଦେଖି ଘରକୁ ଫେରିଲା ବେଳକୁ ହଠାତ୍ ପଛପଟୁ ଶ୍ରୁତି ବୋଲି କେହି ଜଣେ ଡାକିଲା। ମୁଁ ବୁଲି ଦେଖିଲି , ସେଠୀ ଜଗା ଏବଂ ଆଶିଷ ଠିଆ ହୋଇଥିଲେ । ଜଗା ପାଖକୁ ଆସି କହିଲା ହାଏ!! ମୁଁ କିଛି ନ କହି ଚୁପ୍ ରହିଲି ।


ଜଗା ପଚାରିଲା ଏବେ ପର୍ଯ୍ୟନ୍ତ ରାଗିଛ ନା କଣ?? ମୁଁ ପଚାରିଲି କଣ କାମ ଅଛି କୁହ?? ସେ କହିଲା କାମ କିଛି ନାହିଁ , ତମକୁ ଦେଖିଲି ତ !! ଡାକିଦେଲି !! ଟିକି କହିଲା ଡାକିବା ସରିଥିବ ଯଦି ତେବେ ଆମେ ଯିବୁ? ସେ ଦୁହେଁ ଚୁପ୍ ଆମେ ଫେରିଗଲୁ ଟିକି ଘରକୁ । ଟିକି ଘରେ ପ୍ରାୟ ୩ ଘଣ୍ଟା କଥା ବାର୍ତା, ମଜା ମଜଲିସ୍ ପରେ ମୁଁ ଘରକୁ ଫେରିଲି । ଟିକି ଘର ଠୁ ମୋ ଘର ମାତ୍ର ୩କିମି ।

ପ୍ରାୟ ଅଧ କିମି ପରେ ଦୁଇଟି ସାଇକେଲ ବାଲା ମୋ ସାଇକେଲ ପଛେ ପଛେ ଆସୁଛନ୍ତି । ମୁଁ ପଛକୁ ବୁଲି ଦେଖୁ ନଥାଏ । କିଛି ସମୟ ପରେ ସେ ଦୁଇ ଜଣ ମୋ ସାଇକେଲ ସାଇଡ ରେ ଆସିଲେ । ସେ ଦୁଇ ଜଣ ଏକ ନମ୍ୱର୍ ବେକାର । ମୋତେ ପ୍ରଥମେ ପଚାରିଲେ ଦିଦି କୁଆଡେ ଯାଉଛ ? ଆମେ ତମକୁ ଛାଡ଼ି ଦେବୁ କି?? ସେ ଦୁଇ ଜଣ ଙ୍କୁ ମୁଁ କେବେ ଦେଖିନି ।
ମୁଁ ଧର୍ଯ୍ୟ ର ସହିତ ସାଇକେଲ ପେଦାଲ ମାରି ମାରି ଅଳ୍ପ ଆଗକୁ ଗଲେ ସେମାନେ ପୁଣି ମୋ ଆଗକୁ ଚାଲି ଯାଉଥିଲେ । ଥରେ ଦୁଇ ଥର ଏମିତି ହେଲା ପରେ ମୁଁ ରାଗି କି କହିଲି, ‘ ବେଶୀ ବିରକ୍ତ କରିବ, ଚପଲ ଖାଇବ!! ସେଥିରୁ ଜଣେ କହିଲେ, ଆମେ ଚପଲ ଖାଇବୁ ଆଉ ତମକୁ ଆମେ ଛାଡ଼ି ଦେବୁ, ଏୟା ଭାବୁଛ ନା କଣ? ମୁଁ ଚୁପ୍ ହୋଇ ପେଦାଲ୍ ମାରୁଥାଏ ।
ପୁଣି କିଛି ସମୟ ପରେ ସେଥିରୁ ଜଣେ କହିଲେ , ସେପଟେ ଯିବା କି?? ମୋର ପୁଣି ରାଗ ବଢିଲା କିନ୍ତୁ ମୋତେ ଅଳ୍ପ ଡର ଲାଗୁଥିଲା। ଦିନ ୨ଟା ରେ ରାସ୍ତା ପୁରା ସୁନ୍ ସାନ , ଗୋଟିଏ ଦୁଇଟା ବାଇକ୍ ଯିବା ଆସିବା ହେଉଥିଲା । ମୁଁ କିଛି ନ କହି ଆଗକୁ ବଢ଼ିଲି କାରଣ ମୋ ଗାଁ ଆସିବାକୁ ଆଉ କେବଳ ଗୋଟିଏ କିମି ଥିଲା।
ମୁଁ ବହୁତ୍ ଜୋର୍ ରେ ପେଡାଲ୍ ମାରି ଆସିଲି। କିନ୍ତୁ ସେମାନଙ୍କ ଦୁର୍ବ୍ୟବହାର ଏତେ ବଢ଼ିଗଲା ଯେ ସେ ଦୁଇ ଜଣ ମୋ ଆଗକୁ ଆସି ମୋ ସାଇକେଲ କୁ ଧରି କହିଲେ, ଦିଦି ଚାଲୁନ ଯିବା? ମୋର ହାତ ଗୋଡ ଥରି ବାରେ ଲାଗିଲା । ପାଟିରୁ କିଛି ଶବ୍ଦ ବାହାରୁ ନଥାଏ । ଭାବିଲି ଆଜି ଏ ଦୁଇ ଜଣ ରାକ୍ଷସ ମୋ ସହିତ ଖରାପ ବ୍ୟବହାର କରିବେ
କିନ୍ତୁ ଗାୟତ୍ରୀ ମାତା ଙ୍କ କୃପାରୁ ମୁଁ ସାହସ କରି ମୋ ହେଣ୍ଡଲ ଧରିଥିବା ଟୋକା କୁ ଜୋର୍ ରେ ଗୋଟିଏ ଚାପୁଡ଼ା ଲଗେଇଲି ।

ମୋ ଚାପୁଡା ଖାଇବା ପରେ ପଛ ପଟେ ଠିଆ ହୋଇଥିବା ଟୋକା ଟି ମୋ ସାଇକେଲ କୁ ଠେଲି ଦେଲା । ମୁଁ ତଳେ ପଡ଼ିଗଲି । ଠିକ୍ ଏତିକିବେଳେ ଗୋଟିଏ ବାଇକ୍ ଚାଳକ ଆସି ମୋ ସାଇକେଲ ପାଖରେ ବାଇକ୍ ରଖିଲା । ସେ ବାଇକ୍ ବାଲା କୁ ଦେଖି ମୁଁ ଦଉଡ଼ି ଗଲି ବାଇକ୍ ବାଲା ପାଖକୁ କହିଲି ଭାଇ ଏମାନେ ମୋ ସହିତ ଖରାପ ବ୍ୟବହାର କରୁଛନ୍ତି ।
ସେ ବାଇକ୍ ଚାଳକ ନିଜ ହେଲମେଟ ଖୋଲି ରାଗରେ ସେ ଦୁଇ ଜଣଙ୍କୁ କହିଲେ କଣ ବେ, ମାଡ ଅଭାବ ହେଲାଣି କି, ଘରେ ତୋ ମା ଭଉଣୀ ଙ୍କୁ ଏମିତି ବ୍ୟବହାର କରୁଛୁ କି ଏତିକି କହିବା ପରେ ଯାହାକୁ ଚାପୁଡା ମାରିଥିଲି ସେ କହିଲା ତମେ ତମ ରାସ୍ତାରେ ଯାଅ, ଏଇଟା ଆମର ପର୍ସନାଲ ମେଟର ।

ମୁଁ କହି ଉଠିଲି ନାହିଁ ଭାଇ , ଏମାନଙ୍କୁ ମୁଁ ଜାଣିନି, ମୁଁ ମୋ ସାଙ୍ଗ ଘରକୁ ଯାଇଥିଲି ଏମାନେ ମୋତେ ବହୁତ୍ ସମୟରୁ ମୋ ପଛେ ପଛେ ଆସି ଖରାପ ଖରାପ କଥା କହୁଥିଲେ। ସେ ବାଇକ୍ ଚାଳକ ବାଇକ୍ ରୁ ଓହ୍ଲାଇ ସେ ଟୋକା କୁ ଗୋଟିଏ ଚାପୁଡା ଦେଲେ ଏବଂ କହିଲେ ତୁ ଯିବୁ ନା ଆଉ ଖାଇବୁ । ତାପରେ ଦୁହେଁ ସେଠୁ ଚାଲିଗଲେ । ମୁଁ ବାଇକ୍ ବାଲା କୁ ଧନ୍ୟବାଦ୍ ଦେଲି । ସେ ମଧ୍ୟ ମୋତେ ସ୍ବାଗତ ଜଣାଇ ନିଜ ରାସ୍ତାରେ ଆଗକୁ ଗଲେ । ମୁଁ ଡର ରେ ଥରୁ ଥାଏ ।
ଘରକୁ ଆସିଲି ମମି ଙ୍କୁ ସବୁ କଥା କହିଲି ସେ ମୋତେ କୋଳେଇ ବହୁତ୍ କାନ୍ଦିଲେ, ବାବା ମଧ୍ୟ ମନ ଦୁଃଖ କଲେ ଏବଂ ରାଗରେ କହୁଥିଲେ । ତୁ ଜାଣିଛୁ କି ସେ ଦୁଇ ଜଣ ଙ୍କୁ , ମୁଁ କହିଲି ନାହିଁ ବାପା , ମୁଁ ସେ ଦୁଇ ଜଣ ଙ୍କୁ ପ୍ରଥମ ଥର ଦେଖିଲି । ବାପା ମୋତେ ବୁଝାଇ କହିଲେ, ମୁଁ ପଚାରି ବୁଝୁଛି ସେ ଦୁଇଜଣ କିଏ ଥିଲେ । ଏତିକି କହି ବାପା ଚାଲିଗଲେ ବାହାରକୁ । ସେଦିନ ମୁଁ ପୁରା ଡରି ଯାଇଥିଲି । ଟିକି ମୋତେ ବାରମ୍ବାର କଲ୍ କରୁଥାଏ ।

ମମି ମୋ ଫୋନ୍ ଉଠେଇଲେ, ଟିକି କୁ ସବୁ କଥା କହିଲେ । ଟିକି ସନ୍ଧ୍ୟାବେଳେ ସାଇକେଲ ରେ ମୋ ଘରକୁ ଆସିଲା । ଟିକି ମୋତେ ବାରମ୍ବାର ପଚାରିଲା କିଏ ସେ ଦୁଇ ଜଣ, ତୁ କଣ ଜାଣିଛୁ କି ମୋତେ କହ, ମୁଁ କହିଲି ନା ସେ ଦୁଇ ଜଣ ଙ୍କୁ ପ୍ରଥମ ଥର ଦେଖିଲି । ମୋ ଭାଇ(ଜିତୁ) ଏବଂ ଟିକି ର ଭାଇ(ବିଭୁ) ଦୁଇ ସାଙ୍ଗ। ମୋ ଭାଇ Navy ରେ ଅଛନ୍ତି କିନ୍ତୁ ଟିକି ର ଭାଇ ଗାଁ ରେ ରହୁଛନ୍ତି ଏବଂ ରାଜ ନେତା ଙ୍କ ସହ ବୁଲା ବୁଲି କରନ୍ତି ।

ଟିକି ମୋତେ ପଚାରିଲା । ତୁ ଜିତୁ ଭାଇ କୁ କହିଛୁ କି ଏହି କଥା ?? ମୁଁ କହିଲି ନା ମୁଁ କହିନି କିନ୍ତୁ ଏତିକି କଥା ହେଉ ହେଉ ବିଭୁ ଭାଇ ଆମ ଘରକୁ ଆସିଲେ ଏବଂ ମୋ ସହିତ ଘଟି ଥିବା ଘଟଣା ବିଷୟରେ ମୋତେ ପଚାରିବା ରେ ଲାଗିଲେ ।

ଅସଲ ରେ ବାବା ଜିତୁ ଭାଇ କୁ କହିବା ପରେ ଜିତୁ ଭାଇ ବିଭୁ ଭାଇ କୁ କହିଛନ୍ତି । ବିଭୁ ଭାଇ ରାଜନୀତି କରନ୍ତି ତାଙ୍କର ଆଗ ପଛରେ ଗୁଣ୍ଡା ମାନେ ବୁଲନ୍ତି । କେବଳ ଟିକି ପାଇଁ କଥା ହୁଏ କିନ୍ତୁ ବିଭୁ ଭାଇଙ୍କ କଥା ବାର୍ତ୍ତା ମୋତେ ଖରାପ ଲାଗେ କିନ୍ତୁ ବିଭୁ ଭାଇ ମୋତେ ବାଧ୍ୟ କରି କହିଲେ ତୁ ସତ କଥା କହ କଣ ହୋଇଛି । ମୁଁ ନିରୁପାୟ ହୋଇ ସବୁ କଥା କହିଲି ।

………………………………………………………………………………………………………………………………………..

ଆଗକୁ ପଢ଼ିବେ: ମୋ ଆଖିରୁ ଲୁହ ବାହାରିଗଲା । ଜଗା କୁ ବହୁତ୍ ମାଡ ମାରିଛି ତାର ୟୁନିଫର୍ମ ଫାଡ଼ି ଦେଇଛି ଏବଂ ନାକରୁ ରକ୍ତ ବାହାରୁ ଥିଲା

Page-3

By. Nilamadhab Bhuyan

Comment please about the story.,

Thanking You.

ଶ୍ରୁତି ର ଭାଗ୍ୟରେଖା…1

ଶ୍ରୁତି ର ଭାଗ୍ୟରେଖା...୧
ଶ୍ରୁତି ର ଭାଗ୍ୟରେଖା..୧
ସ୍ଵପ୍ନ ଦେଖିବା ଭୁଲ ନୁହଁ ଯାହା ମୁଁ ଦେଖେ ତାହା କିଏ ସାକାର କରିବ ମୁଁ ଜାଣେନା । ବୋଧ ହୁଏ କେହି ଗୋଟେ ରାଜକୁମାର ଆସିବ । ମୋର ସବୁ ସ୍ଵପ୍ନ କୁ ସାକାର କରିବ ।
ଏତିକି ଭାବୁ ଭାବୁ ଟିକି ଆସି ମୋ କାନ୍ଧକୁ ହଲେଇ କହିଲା କେତେ ଭାବୁଛୁ ଲୋ… ମୁଁ କହିଲି ନା ନା ସେମିତି କିଛି ନାହିଁ କହ??
ଟିକି କହିଲା ଚାଲ୍ ଯିବା ଗୋଟିଏ ବହି ମିଳିଲା ଆଉ ଗୋଟିଏ ମିଳିଲା ନାହିଁ । ଏତିକି କହି ଆମେ ଫେରିଲୁ ଲାଇବ୍ରେରୀ ରୁ ।
ହଠାତ୍ ପଛପଟୁ ଜଗା ଆଉ ତା ସାଙ୍ଗ ଆଶିଷ ଦୌଡା ଦଉଡ଼ି ହୋଇ ଆସୁଥିଲେ । ଜଗା ମୋ ସହିତ ଧକ୍କା ହେଲା। ଦୁହେଁ ପଡିଲୁ ମୁଁ ଏବଂ ମୋ ଉପରେ ଜଗା ।
ଏତିକି ହେଲା ପରେ ମୋର ରାଗ ପ୍ରବଳ ହେଲା। କଣ କହିବି କଣ କରିବି ଭାବି ତାକୁ ଧକ୍କା ଦେଲି ସେ ଉଠି ଠିଆ ହେଲା ଏବଂ ବାରମ୍ଵାର ସରି (Sorry) ମାଗୁଥାଏ ।
ସବୁ ପିଲା ଏବଂ ଲେକଚର୍ ଆମ ଦୁଇ ଜଣ ଙ୍କୁ ଚାହିଁ ରହି ଥାନ୍ତି। ଭାଗ୍ୟ ବଶତଃ କାହାର ବେଶୀ କିଛି ମାଡ ହୋଇନି କିନ୍ତୁ ମୋର ଡାହାଣ ହାତ କଷ୍ଟ ହେଉଥିଲା ।
ଏପଟେ ପ୍ରଧାନ ସାର୍ ଦଉଡ଼ି ଆସି ମୋତେ ଉଠେଇ କହିଲେ ଶ୍ରୁତି ତୋର କିଛି ହୋଇନି ତ?? ମୁଁ ସାର୍ ଙ୍କୁ କହିଲି ନାହିଁ ସାର୍ କିଛି ହୋଇନି କହି ଆମେ ସାଇକେଲ ଷ୍ଟାଣ୍ଡ କୁ ଆସି ସାଇକେଲ ବାହାର କରି ଘରକୁ ବାହାରିଲୁ।
ମୋତେ ବହୁତ୍ ଲାଜ ଲାଗିଲା । ଜଗା ମୋତେ ସାଇକେଲ ଷ୍ଟାଣ୍ଡ ପର୍ଯ୍ୟନ୍ତ Sorry ମାଗି ମାଗି ଆସିଲା, ମୁଁ କହିଲି ଛାଡ଼ ସେ କଥା କହି ଅଣଦେଖା କରି ଚାଲିଲି।
ରାଗ ତ ଲାଗୁଥିଲା। କିନ୍ତୁ କଣ କହିବି? କଲେଜ୍ ଆସିବାର ଠିକ୍ ୨ ମାସ ହୋଇଛି । କାହାକୁ ଚିହ୍ନି ନି କି ଜାଣିନି । ଟିକି ମୋର ଗାଁ ପାଖ ସାଙ୍ଗ । ଦୁହେଁ ଫେରିଲୁ ।
ଘରକୁ ଆସିଲି ରାତିରେ ମମି କୁ ସବୁ କଥା କହିଲି । ସେ ଜଗା ଉପରେ ବହୁତ୍ ରାଗିଲେ। ପ୍ରକୃତରେ ସେ ପର୍ଯ୍ୟନ୍ତ ମୁଁ ଜଗା ର ନାମ ଜାଣି ନଥିଲି କିନ୍ତୁ ପରେ ଜାଣିଲି ।
ଯେତେ ଯେତେ ରାତି ବଢ଼ୁ ଥାଏ। ମୋର ହାତ ଫୁଲି ଫୁଲି ଯାଉଥାଏ । ସେ ରାତିରେ ମୋତେ ଅଳ୍ପ କଷ୍ଟ ହେଉଥାଏ କିନ୍ତୁ ସକାଳ ପାହିଲା ବେଳକୁ ମୋ ହାତ ଫୁଲି ଡବଲ ହୋଇଯାଇଛି ।
କଷ୍ଟ ମଧ୍ୟ ହେଉଥାଏ । ବାପା ସଙ୍ଗେ ସଙ୍ଗେ ହସ୍ପିଟାଲ୍ କୁ ନେଇ ଗଲେ। ଡାକ୍ତର ଏକ୍ସରେ ବାହାର କରି ଦେଖି କହିଲେ କିଛି ହୋଇନି କିନ୍ତୁ ମାଂସ ଉପରେ ବେଶୀ ପ୍ରେସର୍ ଯୋଗୁ ଏମିତି ହୋଇଛି ବୋଲି କହିଲେ ।
ପ୍ରତିଦିନ ଗରମ ଶେକ ଦେଲେ ଠିକ୍ ହୋଇଯିବ କହିଲେ। ବାବା ଏବଂ ମମି ଦୁହେଁ ରାଗ ହେଲେ ମନେ ମନେ ଜଗା କୁ ବହୁତ୍ ଗାଳି ଦେଉଥିଲେ ।
ହସ୍ପିଟାଲ ରୁ ଘରକୁ ଆସିଲା ବେଳକୁ ଟିକି ଅପେକ୍ଷା କରିଛି କଲେଜ୍ ଯିବା ପାଇଁ। ମୋର ଅବସ୍ଥା ଦେଖି ସେ କହିଲା ତୁ ରେଷ୍ଟ୍ କରେ ମୁଁ ଯାଇ ଆସୁଛି।
ଟିକି କଲେଜ୍ ଚାଲିଗଲା । ମୁଁ ଖାଇ ରେଷ୍ଟ କରିଲି । ଡାକ୍ତର କିଛି ଔଷଧ ଦେଲେ ଏବଂ କହିଲେ ଯୋଉ ପର୍ଯ୍ୟନ୍ତ ଫୁଲା କମିନି ସେ ପର୍ଯ୍ୟନ୍ତ କୁଆଡେ ମଧ୍ୟ ଯିବ ନାହିଁ କି କୋଉ ଭାରି ସାମାନ ଉଠେଇବ ନାହିଁ । ମୁ
ମୁଁ ସବୁ ଅନୁସରଣ କରିଲି। ସେଦିନ ଟିକି କଲେଜ୍ ଗଲା । କଲେଜ୍ ରେ ଜଗା ଟିକି ପାଖକୁ ଆସି ପଚାରିଲା ‘ ତମ ସାଙ୍ଗ ଆସି ନାହାନ୍ତି କି? ଟିକି କହିଲା ତମ ଯୋଗୁ ମୋ ସାଙ୍ଗ ର ହାତ ଫୁଲି ଯାଇଛି।
ଟିକି ମଧ୍ୟ ତାକୁ ବହୁତ୍ ଗାଳି ଦେଲା। ସେ ଚୁପ୍ ଚାପ୍ ହୋଇ ଶୁଣିଲା। ଜଗା ପୁଣି ପଚାରିଲା ଏବେ ସେ କେମିତି ଅଛନ୍ତି ?? ଟିକି କହିଲା ତମର ଜାଣିବା କିଛି ଦରକାର ନାହିଁ । କହି ତାକୁ ସେଠୁ ଯିବାକୁ କହିଲା । ଜଗା ଚୁପ୍ ଚାପ୍ ଫେରିଗଲା ।ପ୍ରାୟ ପାଞ୍ଚ ଦିନ ପରେ ମୁଁ ପୁଣି କଲେଜ୍ ଆସିଲି। ଗେଟ୍ ପାଖରେ ଜଗା ଠିଆ ହୋଇଥାଏ । ମୋର ନଜର ପ୍ରଥମେ ଜଗା ଉପରେ ପଡ଼ିଲା ।
ତାକୁ ଦେଖି ବହୁତ୍ ରାଗିଲି ମନେ ବହୁତ୍ ଗାଳି ଦେଲି, କଣ ଗାଳି ଦେଲି ତାହା କହି ପାରିବି ନାହିଁ । କଲେଜ୍ ର କ୍ଲାସ୍ ସରିଲା।
ଟିକି ଆଉ ମୁଁ କମନ୍ ରୁମ୍ ରେ ବସି ଥିଲୁ। ମୋର Kurkure ଖାଇବା ପାଇଁ ଇଚ୍ଛା ହେଲା , ଟିକି କୁ ପଠେଇଲି କିନ୍ତୁ ସେ ହେଉଛି ଏକ ନମ୍ୱର୍ ଅଳସୁଇ । କହିଲା ତୁ ତ ଏବେ ଠିକ୍ ହୋଇ ଗଲୁଣି । ତୁ ଯା ଆଣି ଦେବୁ ।
ମୁଁ କଲେଜ୍ କ୍ୟାଣ୍ଟିନ ପାଖକୁ ଗଲି କୁର୍କୁରେ ଆଣିବାକୁ । ସେଠି ଜଗା ଆଉ ତା ସାଙ୍ଗ ଆଶିଷ ଆଳୁ ପେଟିସ୍ ଖାଉଥିଲେ । ମୋର ନଜର ପଡ଼ିଲା ଜଗା ଉପରେ। ସେଠୀ ଜଗା ମୋତେ ଅଳ୍ପ କାନ ଧରି Sorry ମାଗିବାର ଇଶାରା ଦେଲା।
ତାକୁ ଦେଖି ମୁଁ କହିଲି ଛାଡ଼ ସେ କଥା । ଜଗା କହିଲା ମୋ ଯୋଗୁ ତୁମର ହାତ ମାଡ ହେଲା । କ୍ଷମା କରି ଦିଅ । ଆଶିଷ ପାଖରେ ଥିଲା ।
ସେ କହିଲା ଦେଖ ଦେଖ ଶ୍ରୁତି ଏ ହେଉଛି ମୋ ସାଙ୍ଗ ଜଗା । ଗତ ପାଞ୍ଚ ଦିନ ହେଲା ସେ ଫୁଲ ଟେନସନ୍ ରେ ରହୁଛି । ତାକୁ କ୍ଷମା କରି ଦିଅ ।
ଆଶିଷ ର କଥା ଶୁଣି ମୁଁ ଜଗା କୁ କହିଲି କି ତମ ଉପରେ ମୁଁ ରାଗିନି ଯଦି ତମକୁୁୁୁୁୁୁୁ କ୍ଷମା କାହିଁକି କରିବି କିନ୍ତୁ ମନ ଭିତରେ ରାଗ ଥିଲା । ଜଗା କହିଲା ସତ କହୁଚ ତ? ମୁଁ ହଁ କରିଲି । ତମକୁ ମାଡ ହେବା ପରେ ଆମ ଦୁଇ ଜଣଙ୍କୁ ପ୍ରଧାନ ସାର୍ ବହୁତ୍ ଗାଳି ଦେଲେ। ମୋତେ ମଧ୍ୟ ଭଲ ଲାଗିଲାନି । ଭୁଲ ଆମର ଥିଲା ।
ମୁଁ କହିଲି , ଛାଡ଼ ସେ କଥା ! ଜଗା ପଚାରିଲା ତମ ନାମ ଟି ଜାଣିପାରେ କି?? ମୁଁ କହିଲି ମୋ ନାମ ତମେ ଜାଣିନ? ଜଗା ମନା କରିଲା । ମୁଁ
କହିଲି କାଲି ଟିକି କୁ ମୋ ନାମ ପଚାରୁଥିଲ ପରା? ଜଗା କହିଲା, ହଁ ପଚାରି ଥିଲି?? କିନ୍ତୁ ଭୁଲି ଯାଇଛି । ମୁଁ କହିଲି, ମୋର ମାଡ କରିଲ? ପୁଣି ମୋ ନାମ ତମକୁ ମନେ ନାହିଁ ??
ଜଗା , ଶ୍ରୁତି ବୋଲି କହିଲା କିନ୍ତୁ ପୁରା ନାମ ଟା କଣ?? ପୁରା ନାମ ଜାଣି କଣ କରିବ ?? ଏତିକି କହି ମୁଁ ସେଠୁ ଫେରି ଗଲି ।
………………………………………………………………………………………………………………………………………..
ଆଗକୁ ପଢ଼ିବେ: ମୁଁ ରାଗି କି କହିଲି, ‘ ବେଶୀ ବିରକ୍ତ କରିବ ତେବେ, ଚପଲରେ ଖାଇବ !! ସେଥିରୁ ଜଣେ କହିଲେ, ଆମେ ଚପଲ ଖାଇବୁ ଆଉ ତମକୁ ଆମେ ଛାଡ଼ି ଦେବୁ, ଏୟା ଭାବୁଛ ନା କଣ?
By. Nilamadhab Bhuyan

Comment please about the story.,

Thanking You.

Hin(5) Shimla, Kullu and Manali.

The Tour of Shimla, Kullu and Manali.
पांचबा/अंतिम दिन
हम सुबह जल्दी उठे क्योंकि हमने होटल के पास सेब के बगीचे में जाने की योजना बनाई थी। हम सेब के बगीचे में अधिक समय बिताते हैं। बगीचे में घूमने के बाद, हम होटल की जाँच करते हैं और बशीश बनू मंदिर की ओर यात्रा शुरू करते हैं। पास में एक गर्म पानी का स्थान था। उस जगह से कुछ दूर एक झरना है जहाँ कुछ लोग लौट आए लेकिन इसकी दूरी जानने के बाद हम आधे रास्ते से वापस आ गए। वहां से कुछ सामान खरीदें और फिर हम रास्ते में ब्यास नदी के किनारे बहुत समय बिताते हैं। दोपहर 03 बजे हल्की धूप का आनंद लेने के साथ कुछ समय बिताने के लिए मॉल रोड पर गए। शाम को 4 बजे वोल्वो बस के लिए बस स्टैंड पहुंचे। हमें 31,32 वोल्वो बस टिकट मिले थे। बस का टिकट पहले से ही ITO एजेंसी द्वारा बुक किया गया था। हमने आईटीओ प्रतिनिधि बबीता शर्मा को धन्यवाद दिया और पूरे दौरे के लिए प्रतिक्रिया दी। मेरे दिमाग में दौरे के दौरान उल्टी नहीं करने का संदेह था। कंडक्टर ने हमें पॉलीथिन दी थी। यदि उल्टी होती है, तो बस गंदी नहीं होनी चाहिए। वॉल्वो को कंबल के साथ पानी की बोतलें भी दी गईं। उल्टी के डर से हम दोनों शाम को सो गए और रात को जब डिनर के लिए गाड़ी रुकी तो हमने कुछ नहीं खाया। हम उस दिन लगभग 10-11 घंटे सोए थे।
यात्रा की पूरी व्यवस्था आईटीओ एजेंसियों द्वारा की गई थी। टूर बहुत अच्छा और कमाल का था। ड्राइवर के खिलाफ शिकायत थी, हम रोजाना कार की सफाई के लिए बोलते हैं। लेकिन 5 दिन की यात्रा में, उन्होंने बार-बार शिकायतों के बाद भी आखिरी दिन अपनी कार को साफ किया। हमने दौरे के बाद मिस बबिता शर्मा को बहुत धन्यवाद दिया। उसने हर जगह हमारा साथ दिया और मैंने मिस बबीता शर्मा की एक बात पर गौर किया। जब भी मैं फोन करता था वह हंसती थी और “हाँ” कहती थी, उसने कभी भी हमसे किसी भी अनुरोध को कभी नाराज़ नहीं होने दिया और समाधान का रास्ता दिखाया। मेरी पत्नी ने एक बात कही कि “जब हमारे बच्चे शादी के बाद बाहर घूमने की योजना बनाते हैं, तो वे बबीता शर्मा जैसे प्रतिनिधि से संपर्क करेंगे और उन्हें टूर पर भेजेंगे।
आपको हमारा टूर कैसा लगा? तो दोस्तों कृपया उपरोक्त दौरे पर प्रतिक्रिया दें। यदि आप शिमला और कुल्लू मनाली जाने की सोच रहे हैं, तो मैं आपको मिस बबिता शर्मा आईटीओ प्रतिनिधि टूर पैकेज में अपनी व्यवस्था को पूरा करने का सुझाव देता हूं और आप उनकी व्यवस्था से संतुष्ट होंगे।
India Travels online Information


Email.

babitasharma.ito@gmail.com (Babita Sharma)
indiatravelsonline@gmail.com(Official Email)
Some of Fifth day Tour Photos:-
The Tour of Shimla, Kullu and Manali (5th Day)
apple basket
The Tour of Shimla, Kullu and Manali (5th Day)
plucking apple
The Tour of Shimla, Kullu and Manali (5th Day)
Beas river
The Tour of Shimla, Kullu and Manali (5th Day)
Meditation at Beas river
The Tour of Shimla, Kullu and Manali (5th Day)
style
running at the bank of the river
Follow My Pages:-
Thanks…
The_Tour_of_Shimla,_Kullu_and_Manali_5th_day_hindi

Eng(4) Shimla, Kullu and Manali

The Tour of Shimla, Kullu and Manali.
Fourth-Day
Read 3Rd day Tour

At 10 o’clock in the morning, we Move out towards Rohtang Pass Hill Station. We have changed the cab because our driver did not have a pass to go to Rohtang. The new driver Nikhil, we started our journey to Rohtang Pass. After a while, the beauty of the hill began. To be honest, we were very happy to see the beauty of the hill. There was some apprehension during the hill card driving, but our hope got higher after seeing the driver’s companionship. Friends, when you go to Manali, do not forget to go to Rohtang Pass. We reached the top within 2 to 2.5 hours. Enjoying the waterfall on the way, the mind was filled with happiness. As we were going up, Manali city looked so beautiful. To enjoy the beauty of any place, you should try to see from the sky and its beauty is increased. On the way, we visited the Paragliding spot both take-off and landing points. We visited Saint Byasdev Temple on the way. After reaching the Rohtang pass point, there was a different hope and experience in the mind. Both were wished that if we got a chance for climbing Everest peak. That time we feel so much glad. But we know that Everest wishes won’t be fulfilled so another way the mountain climb wish fulfilled today.
We had reached so much above sea level, it was a different feeling of us. The morning cloud with snow looked so attractive to us and this cloud conveyed a message to us that it is the real nature of the world. In the morning we decided that we want to go for the Rohtang pass. finally, we had ready to go for Rohtang. But after reaching that place, it is impossible to reach fresh ice.
Then, even reach the top but we were distanced from fresh snow, we feel unhappy. We discussed with the driver that we reached that spot a hope of snow but it has happened wrong. The driver replied that don’t worry “Brother, I will definitely show you, but your bad luck that you cannot feel” Fresh Ice. We reached the last place of Rohtang. It was very cold. I came to Jammu and Kashmir earlier so that I had some idea of the cold. I was in a normal dress. From the place where there was snow, the 300Mtr had to go uphill. we were tolerating cold and moving forward uphill. My wife said that did we were climbing Everest? she gave a laughing expression and told me that my condition has deteriorated by reaching here. I said, have courage, I am with you? I said that if we stay together then you can easily go anywhere without doubt and confidence everywhere. Saying this inspired him to hold his hand and take him up.
Reached the ice spot both of us had a lot of fun, and many people had also reached there earlier and were all having fun among themselves. we had taken so many photographs there. I had a feeling of ice but my wife was very happy when she reached the place because she had a dream and got swept away. After 2 hours of fun and entertainment, I came back down and the cool cold air was giving peace in the way. 6 pm arrived at the hotel in the evening.
When we reached the hotel and started ranged my phone. The call was from ITO representative Miss Babita Sharma, who was in need of feedback for the entire day. Before dinner, the receptionist asked me what do you want to eat sir tonight? We will make that dish as per your order. The food was prepared according to the dish we ordered. We took dinner at the restaurant The food was very well prepared and thank the receptionist as he went to the room.
So friends please give the feedback on the above tour and if you like the trip so call the ITO representative Miss Babita Sharma.
India Travels online Information


Email.

babitasharma.ito@gmail.com (Babita Sharma)
indiatravelsonline@gmail.com(Official Email)
Some of FourthDay Tour Photos:-
The Tour of Shimla, Kullu and Manali (4th Day)
Road Side View
The Tour of Shimla, Kullu and Manali (4th Day)
Road side hill view
The Tour of Shimla, Kullu and Manali (4th Day)
Road Side Hill View1
The Tour of Shimla, Kullu and Manali (4th Day)
At Vyasa Dev Temple
The Tour of Shimla, Kullu and Manali (4th Day)
The Curve Road of Rohtang
The Tour of Shimla, Kullu and Manali (4th Day)
Muddy Point
The Tour of Shimla, Kullu and Manali (4th Day)
Vyasa Dev Temple
The Tour of Shimla, Kullu and Manali (4th Day)
Hill Top Road
Follow My Pages:-
Thanks…
The_Tour_of_Shimla,_Kullu_and_Manali_4th_day

Hin(4) Shimla, Kullu and Manali

The Tour of Shimla, Kullu and Manali.
चौथा दिन

Click here for 3Rd day Tour

सुबह 10 बजे हम रोहतांग पास हिल स्टेशन की ओर निकल पड़े। हमने कैब बदल दी है क्योंकि हमारे ड्राइवर के पास रोहतांग जाने के लिए पास नहीं था। नए ड्राइवर निखिल, हमने अपनी यात्रा रोहतांग पास केलिए शुरू की। थोड़ी देर बाद, पहाड़ी की सुंदरता शुरू हुई। सच कहूं तो हम पहाड़ी की सुंदरता देखकर बहुत खुश हो गए। पहाड़ी रास्ता में गाड़ी ड्राइविंग के दौरान कुछ आशंका थी, लेकिन ड्राइवर के साहस को देखकर हमारी उम्मीद अधिक हो गई। दोस्तों, जब आप मनाली जाते हैं, तो रोहतांग पास जाना न भूलें। हम 2 से 2.5 घंटे के भीतर शीर्ष पर पहुंच गए। रास्ते में झरने का आनंद लेकर मन खुशियों से भर गया। जैसे-जैसे हम ऊपर जा रहे थे, मनाली शहर बहुत सुंदर लग रहा था। किसी भी जगह की सुंदरता का आनंद लेने के लिए, आपको आसमान से या दृर से देखने की कोशिश करनी चाहिए और इसकी सुंदरता और बढ़ जाती है। रास्ते में, हमने पैराग्लाइडिंग स्पॉट पर टेक-ऑफ और लैंडिंग पॉइंट दोनों का भ्रमण किया। हमने रास्ते में संत ब्यासदेव मंदिर का भ्रमण किया। रोहतांग पास बिंदु पर पहुंचने के बाद, मन में एक अलग आशा और अनुभव था। दोनों की इच्छा थी कि अगर हमें एवरेस्ट की चोटी पर चढ़ने का मौका मिले तो हम जरूर जाएंगे। उस समय हम बहुत खुशी महसूस कर रहे थे। लेकिन हम जानते हैं कि एवरेस्ट की इच्छाएं पूरी नहीं होंगी, इसलिए पहाड़ पर चढ़ने की इच्छा आज पूरी हो गई
हम समुद्र तल से बहुत ऊपर पहुँच चुके थे, यह हमरा एक अलग अनुभब था। बर्फ के साथ सुबह के बादल हमको बहुत आकर्षक लग रहा था और इस बादल ने हमें एक संदेश दिया कि यह दुनिया का वास्तविक स्वरूप यह है। सुबह हमने तय किया कि हम रोहतांग पास के लिए जाना चाहते हैं। आखिरकार, हम रोहतांग जाने के लिए तैयार हो गए। लेकिन उस स्थान पर पहुंचने के बाद, ताजा बर्फ तक पहुंचना असंभव हो गया।
आखरी स्थान पर पहुंच गए लेकिन हम ताजा बर्फ से दूर थे, हम दुखी महसूस कर रहे थे। हमने ड्राइवर के साथ चर्चा की कि हम उस स्थान पर बर्फ की उम्मीद से पहुँचे लेकिन यह गलत हो गया । ड्राइवर ने जवाब दिया कि चिंता मत करो “भाई, मैं आपको जरूर दिखाऊंगा, लेकिन आपका दुर्भाग्य है कि आप” ताजा बर्फ” अनुभब नहीं कर सकते। हम रोहतांग के अंतिम स्थान पर पहुँच गए। बहुत ठंड थी। मैं पहले जम्मू-कश्मीर आया था ताकि मुझे ठंड का कुछ अंदाजा था। मैं एक सामान्य पोशाक में था। जिस स्थान पर बर्फ थी, वहाँ से 300 मीटर की ऊँचाई तक जाना था। हम ठंड को सहन कर रहे थे और आगे बढ़ रहे थे। मेरी पत्नी ने कहा कि क्या हम एवरेस्ट पर चढ़ने केलीयेे सोच रहे थे ना? थोडा मुसकान दिया और बोले यहां तक पहुंचने में मेरी हालत खराब हो गयी ।हम एवेरेस्ट कैसे चढ़ते ? मैंने कहा, हिम्मत रखो, मैं तुम्हारे साथ हूं? मैंने कहा कि अगर हम साथ रहें तो आप हर जगह आसानी से बिना किसी शक और विश्वास के जा सकते हैं। यह कहते हुए उसे अपना हाथ पकड़कर उसे ऊपर ले जाने के लिए प्रेरित किया।
बर्फ के स्थान पर पहुँच कर हम दोनों ने खूब मस्ती की, और कई लोग पहले भी वहाँ पहुँच चुके थे और सभी आपस में मस्ती कर रहे थे। हमने वहां बहुत सारी तस्वीरें ली। मुझे बर्फ का अनुभव था लेकिन मेरी पत्नी जब वहां पहुंची तो बहुत खुश थी क्योंकि उसका एक सपना था और वह बह गई। 2 घंटे की मस्ती और मनोरंजन के बाद, मैं वापस नीचे आया और ठंडी ठंडी हवा रास्ते में शांति दे रही थी। शाम को 6 बजे होटल पहुंचे।
जब हम होटल पहुँचे और मेरा फ़ोन बजने लगा। कॉल आईटीओ की प्रतिनिधि मिस बबिता शर्मा की थी, जिन्हें पूरे दिन के फीडबैक की जरूरत थी। रात के खाने से पहले, रिसेप्शनिस्ट ने मुझसे पूछा कि आप आज रात क्या खाना चाहते हैं? हम आपके आदेशानुसार उस व्यंजन को बनाएंगे। हमारे द्वारा ऑर्डर किए गए पकवान के अनुसार भोजन तैयार किया गया था। हमने रेस्तरां में रात का भोजन किया। भोजन बहुत अच्छी तरह से तैयार किया गया था और कमरे में जाते ही रिसेप्शनिस्ट को धन्यवाद दिया।
तो दोस्तों कृपया उपरोक्त दौरे पर प्रतिक्रिया दें और यदि आपको यात्रा पसंद है तो आईटीओ प्रतिनिधि मिस बबिता शर्मा को फोन करें।

Click here for 5th day Tour

India Travels online Information


Email.

babitasharma.ito@gmail.com (Babita Sharma)
indiatravelsonline@gmail.com(Official Email)
Some of FourthDay Tour Photos:-
The Tour of Shimla, Kullu and Manali (4th Day)
Road Side View
The Tour of Shimla, Kullu and Manali (4th Day)
Road side hill view
The Tour of Shimla, Kullu and Manali (4th Day)
Road Side Hill View1
The Tour of Shimla, Kullu and Manali (4th Day)
At Vyasa Dev Temple
The Tour of Shimla, Kullu and Manali (4th Day)
The Curve Road of Rohtang
The Tour of Shimla, Kullu and Manali (4th Day)
Muddy Point
The Tour of Shimla, Kullu and Manali (4th Day)
Vyasa Dev Temple
The Tour of Shimla, Kullu and Manali (4th Day)
Hill Top Road
Follow My Pages:-
Thanks…
The_Tour_of_Shimla,_Kullu_and_Manali_4th_day_hindi

Hin(3) Shimla, Kullu and Manali

The Tour of Shimla, Kullu and Manali.
तीसरा दिन
सुबह 10 बजे, हम घटोत्कच मंदिर और पास के हडिम्बा मंदिर पहुंचे। हडिम्बा मंदिर का शिलालेख बहुत पुराना है। मंदिर की दीवार में जानवरों के सिर और सींगों की स्थापना की गई थी। मंदिर की परंपरा बहुत पुरानी है। आप उस मंदिर और आस-पास के स्थानों को भी पसंद करेंगे। लकड़ी का काम बहुत सुंदर था।
हडिम्बा मंदिर के दाईं ओर उनके पुत्र घटोत्कच मंदिर स्थापित किया गया है। उस समय हल्की बारिश हो रही थी। उस जगह पर जाने के बाद, दुकान में बहुत अच्छे कपड़े और गर्म कपड़े थे। मुझे पसंद आया था लेकिन बैग में भारी होने के कारण मैंने कपड़े नहीं खरीदे।
उसके बाद हम क्लब हाउस पहुंचे । उसके अंदर अच्छे स्टॉल और दुकानें भी हैं। क्लब हाउस के अंदर अच्छे कपड़े और अन्य गेमिंग गतिविधियाँ थीं। क्लब हाउस ब्यास नदी के किनारे स्थित है। दोनों ने ब्यास नदी के तट पर अधिक समय बिताया। दिन कैसे बीता, पता ही नहीं चला। फिर हम मॉल रोड गए। माल रोड के पास बौध मंदिर एक अच्छा मंदिर था, हमने वहां अधिक समय बिताया और मंदिर के अंदर शांति महसूस की इसके विपरीत रोड़ पर बन बिहार पार्क है। हम वहाँ गए और बहुत समय बिताया।
फिर हमने कुछ वस्तुओं की खरीदारी की। शिमला और मनाली में, में देेखा कि हर चीज में कीमत अधिक थी, अगर कोई वस्तु खरीदता हूं तो मुझे 10 बार सोचना पड़ता था। बारिश में भीगने के कारण ठंड महसूस हो रही थी उसके बाद हम होटल आ गए। शाम को बारिश हो रही थी। होटल से बाहर का दृश्य बारिश की बूंदों के साथ बहुत अच्छा दिख रहा था।
आईटीओ प्रतिनिधि बबिता शर्मा हमें दिन में कम से कम 2 से 3 बार फोन करती थी और हमारी जानकारी और अन्य जानकारी लेती थी और कोई असुविधा होने पर हमें सूचित करके समस्या का समाधान बताती हैं। हम ड्राइवर के बारे में शिकायत करने के बाद, ड्राइवर को कॉल करके शिकायत को तुरंत हल कर दिया गया।
हमरा यह अनुभब और सहृदय से कहते हैं कि होटलों की व्यवस्था बहुत आरामदायक है। रात का खाना बहुत बढ़िया और स्वादिष्ट था।
तो दोस्तों कृपया उपरोक्त दौरे पर प्रतिक्रिया दें और यदि आपको यात्रा पसंद है तो आईटीओ प्रतिनिधि मिस बबिता शर्मा को फोन करें।
India Travels online Information


Email.

babitasharma.ito@gmail.com (Babita Sharma)
indiatravelsonline@gmail.com(Official Email)
Some of Third Day Tour Photos:-
The_Tour_of_Shimla,_Kullu_and_Manali_3rd_day
Hadimba Temple sculpture
The_Tour_of_Shimla,_Kullu_and_Manali_3rd_day
Ghatotkaxhha Temple
The_Tour_of_Shimla,_Kullu_and_Manali_3rd_day
Club house design
The_Tour_of_Shimla,_Kullu_and_Manali_3rd_day
Cloth sculpture
The_Tour_of_Shimla,_Kullu_and_Manali_3rd_day
cloth sculpture
The_Tour_of_Shimla,_Kullu_and_Manali_3rd_day
wood scrulpture
The_Tour_of_Shimla,_Kullu_and_Manali_3rd_day
ye apna style hai
The_Tour_of_Shimla,_Kullu_and_Manali_3rd_day
outside of hotel
The_Tour_of_Shimla,_Kullu_and_Manali_3rd_day
Style Apna Apna
Follow My Pages:-
Thanks…
The_Tour_of_Shimla,_Kullu_and_Manali_3rd_day_hindi