ମଣିଷ ର ସଂଘର୍ଷ ସେ ଦିନ ଠାରୁ ଆରମ୍ଭ ହୋଇ ଯାଏ । ଯେବେ ଠାରୁ ସେ ଏ ଧରା ପ୍ରୁଷ୍ଠ ରେ ପ୍ରଥମ କରି ପାଦ ରଖେ । ପୁଣି ସମୟ ପଥରେ ତାକୁ କଷ୍ଟ ସହିବାକୁ ପଡେ । ଏଠି ସୁରଭି ମଧ୍ଯ ସେ ସମୟ ପଥର ଗୋଟିଏ ସୁଦୃଢ଼ ପଥିକ ଭାବେ ସେ ଜୀବନରେ ସଂଘର୍ଷ କରିବାର ଏକ ଜୀବନ୍ତ ଉଦାହରଣ । ସତରେ ମନ ଲୋଭା ଉପନ୍ୟାସ ଟିଏ । ଆପଣଙ୍କୁ ସୁଖ ଓ ଦୁଃଖ ର ଅନନ୍ୟ ଅନୁଭୂତି ଦେବ । Nilamadhaba Swain Delhi, India.http://bhuyansblog.in/2022/07/22/surabhi/
ଜୀବନରେ କଷ୍ଟ ହେଉଛି ସ୍ତ୍ରୀ ପାଇଁ ଏକ ଅଳଙ୍କାର ସଦୃଶ୍ୟ । ଯଦି କଷ୍ଟ ନାହିଁ ତ, ତେବେ ସ୍ତ୍ରୀ ର ଜୀବନ ସାର୍ଥକ ନୁହେଁ । ସ୍ତ୍ରୀ ରୂପରେ ସେ କଷ୍ଟ କୁ କେମିତି ସହ୍ୟ କରି ଏବଂ ନିଜ ସମ୍ମାନ କୁ ବଞ୍ଚେଇ ରଖିବା ର ଶତ ଚେଷ୍ଟା କରିଥାଏ ତାହା ଏଠି ଏକ ପରିଣାମ ସ୍ୱରୂପ । ଏହା ଉପନ୍ୟାସ ଟିଏ ମାତ୍ର କିନ୍ତୁ ଜୀବନର ସତ୍ୟ ଘଟଣା ର ବିଷୟବସ୍ତୁ ଅଟେ ।
Samita Kumari Swain
Delhi, India.
http://bhuyansblog.in/2022/07/22/surabhi/
Flipkart
Order Part-1
&
Order Part-2
————————————–
Amazon
Order Part -1
&
Order Part-2
————————————–
Story Mirror Link
Order Part 1
&
Order Part 2
————————————–
Some photos of book Mela at Navi Mumbai June 2023
Like this: Like Loading...
Like this: Like Loading...
Like this: Like Loading...
Order Now
Like this: Like Loading...
ସୁରଭି
(ଏକ ଜୀବନ୍ତ କାହାଣୀ)
Scroll Down
👇👇👇👇👇
Surabhi is a Novel, it tells the life story of a girl. This novel full of sadness and happiness is described in two books in the same style. When you read, you will get to know the true value of a girl and the caring she offers in the form of a daughter-in-law. So don’t delay and order today and don’t forget to give your feedback after reading.
ସୁରଭି ଏକ ଜୀବନ୍ତ କାହାଣୀ, ଏଥିରେ ଗୋଟିଏ ଝିଅ ର ଜୀବନ କାହାଣୀ ବର୍ଣ୍ଣିତ। ଦୁଃଖ ସୁଖରେ ଭରା ଏହି ଉପନ୍ୟାସ କୁ ଏକା ଧାରାରେ ଦୁଇଟି ପୁସ୍ତକ ରେ ବର୍ଣ୍ଣିତ ଅଛି । ଯେତେବେଳେ ଆପଣ ପଢ଼ିବେ ତେବେ ଜାଣିବେ , ଝିଅ ର ପ୍ରକୃତ ମୂଲ୍ୟବୋଧ ଆଉ ବୋହୂ ରୂପରେ ସେବା ସବୁ ପଢିବାକୁ ପାଇବେ। ତେବେ ଡେରି ନ କରି ଆଜି ହିଁ ଅର୍ଡର୍ କରନ୍ତୁ ଏବଂ ପଢ଼ି ସାରିବା ପରେ ନିଜର ମତାମତ ଦେବାକୁ ଭୁଲିବେ ନାହିଁ ।
Flipkart
&
————————————–
Amazon
&
————————————–
Story Mirror Link
&
VIDEO
Review and Photos
Like this: Like Loading...
Story, Poem, Article & Experience.