Category Archives: Nilamadhab Bhuyan

Extra Time

If you didn’t need sleep, what would you do with all the extra time?

Extra time giving my self for, more study and more elaborate myself, what I need and how to build better. That’s my free time work and I also think how to survive after 10,20,30 years also. Because no one can give assurance that you live long, so i make a plan B for my self.

ଈର୍ଷା

ମନରେ ଇର୍ଷା ରଖୁଥିବା ବ୍ୟକ୍ତି କୁ କେବେ ଉତ୍ତମ ବନ୍ଧୁ ର ମାନ୍ୟତା ଦିଅନ୍ତୁ ନାହିଁ ।
ଭବିଷ୍ୟତ ରେ ସେ ଆପଣଙ୍କ ବିପଦର ମୁଖ୍ୟ କାରଣ ହୋଇ ପାରନ୍ତି ।

ଆଗାମୀ ଭବିଷ୍ୟତ ରେ ସେ ଆପଣଙ୍କ ଜିବନରେ ନିଶ୍ଚିତ ଭାବେ କଣ୍ଟା ସାଜିବ କାରଣ ଆପଣ ଅନ୍ଧ ଭଳି ବିଶ୍ୱାସ କରୁଥିବା ବ୍ୟକ୍ତି ଙ୍କୁ ନିଜ ବନ୍ଧୁତା ର ରୂପ ଦେବା ଆଗରୁ ଥରେ ଭାବିବା ଉଚିତ ଯେ ସେ କଣ ମୋ ପ୍ରକୃତ ବନ୍ଧୁ ପାଇଁ ଉପଯୋଗୀ ନା ସେ ମୋ ପାଇଁ ବିପଦ ପୂର୍ଣ୍ଣ ଅଟେ ।

ବେଳେବେଳେ ଅତି ନିବିଡ ସମ୍ପର୍କ କେବଳ କିଛି ଇର୍ଷା ପାଇଁ ବିପଦ ର ରୂପ ନେଇ ପାରନ୍ତି ।

ସତର୍କ ରୁହନ୍ତୁ ।

Book

What book are you reading right now?

Now I am reading 3 books sometimes whenever I have sufficient time.

1st book is the Indian Polity By Laxmikant

2nd book is Apne andar kaise Badlav Layen ( How to change yourself) it’s Hindi version book written by me. That’s change your lifestyle and change your emotions for presents. Must read it. Purchase Link mentioned below ⬇️ ⬇️⬇️⬇️

3rd book is Surabhi ( an Odia Nobel) , it’s a sorrow and happiness mixed Story of a beautiful girl. How to suffer and how to tackle her life in different situations thats neat and clean explain in this book. And also include a sweet love story. So must read it if you interested in Odia language, Purchase Link mentioned below ⬇️⬇️⬇️⬇️

Where would it be

If you could live anywhere in the world, where would it be?

I almost prefer the place that my village.

Becoz there i found really peace and safety.

Near about the deep forest and the cool climate and Full of nature is around of the village.

I must live rest of my life becoz i see lot of urban and cities it’s lot of polution and hygiene issues and water scarcity with no one helping nature in the city.

All are mind happened that , what he did it’s non of my business,

So no one takiing Cares anyone, all are seeing selfish world in cities or urbanization.

So again I say , I love my rural area and I love my village. Original peace i found there.

So what’s your opinion, must attached here.

Coolest thing

What’s the coolest thing you’ve ever found (and kept)?

The coolest thing of my life that I can’t forget that is my mother’s lap.

There i found real coolest feeling of this world.

Whenever I feeling tired , i sleep on my mother’s lap , there I feel really happiness.

So what’s your opinion,

Comments please

Pet

What is good about having a pet?

Literally I loved pets, Puppies

They looking very cute and I loved when they licking your body and rubbing his head on our body.

And you seeing if you are ignoring them they came and rubbing again and his head in our body.

They are so cute, i loved them but I have no time for pets because must of time I m doing my outing job.

But when I seeing i ever gave him love.

Comments your experience with pets ???

ସୂତୁଲି ବମ୍

ଆଜକୁ ଠିକ୍ ୧୦ ବର୍ଷ ତଳେ । ଦୀପାବଳି ର ଦିବସ । ମୋର ସାଙ୍ଗ ଛୁଟି ନେଇ ଗାଁ କୁ ଆସିଥାଏ । ମୁଁ ସେତେବେଳେ ୟୁନିଟ ରେ ଥିଲି । ସନ୍ଧ୍ୟାବେଳେ ସମସ୍ତେ ବାଣ ଫୁଟାଇବା ରେ ବ୍ୟସ୍ତ ଏବଂ ପ୍ରାୟ ଏକ ଘଣ୍ଟା ପରେ ବାଣ ସରିଗଲା ଏବଂ ସମସ୍ତେ ଖାଇବା ପରେ ବେଡ୍ ରେ ଆସି ବସି ଥିଲୁ ।

ହଠାତ୍ ଗୋଟିଏ ନୂଆ ନମ୍ବର୍ ରୁ କଲ୍ ଆସିଲା । ପ୍ରଥମେ ମୁଁ ନୂଆ ନମ୍ବର୍ ଦେଖି ଇଗ୍ନୋର କରି ଦେଲି କିନ୍ତୁ ପୁଣି ଥରେ ସେହି ନମ୍ବର୍ ରୁ କଲ୍ ଆସିଲା । ସେପଟୁ ଗୋଟିଏ ଭାରି ଶବ୍ଦରେ ଜାଣେ ଯୁବକ ର ଉତ୍ତର ଆସିଲା ଯେ, ତମେ କଣ ଦୀପକ ର ସାଙ୍ଗ? ମୁଁ ହଁ କହିଲି। ପୁଣି ପଚାରିଲେ ଆପଣ ଦୀପକ ସହିତ ଗୋଟିଏ ୟୁନିଟ ରେ ଅଛ କି ? ମୁଁ ପୁଣି ହଁ କରିଲି । ଏତିକି ପରେ ମୋତେ ଯେମିତି ସନ୍ଦେହ ହେବାକୁ ଲାଗିଲା। ମୁଁ ପଚାରିଲି, ଆପଣ ଦୀପକ ର କଣ ହେବେ ? ଏବଂ ଆପଣ ତା ବିଷୟରେ ଏତେ ସବୁ କଥା କାହିଁକି ପଚାରୁଛନ୍ତି। ସେପଟୁ କହିଲେ, ମୁଁ ଦୀପକ ର ଦାଦା ପୁଅ ଭାଇ। ଦୀପକ ର ଛୋଟିଆ ଏକ୍ସିଡେଣ୍ଟ ହୋଇ ଯାଇଛି। ମୁଁ ଆଶ୍ଚର୍ଯ୍ୟ, ଆରେ ମୁଁ ତ ଘଣ୍ଟାଏ ପୂର୍ବରୁ ଦୀପାବଳୀ ଶୁଭକାମନା ଦେଇ ଫୋନ୍ ରଖିଲି ଏବଂ ଏବେ ପୁଣି କଣ ହୋଇଗଲା ?? ସେପଟୁ ସେ ଭାଇ କହିଲେ, ଏବେ ୩୦ ମିନିଟ୍ ପୂର୍ବରୁ ତାର ହାତରେ ଗୋଟିଏ ସୂତୁଲି ବମ୍ ଟେ ଫୁଟି ଗଲା ଏବଂ ତାର ଡାହାଣ ହାତ ଏବଂ ଛାତି ସହିତ ବେକ୍ ଜଳି ଯାଇଛି। ସେ ଏବେ ମେଡିକାଲ ରେ ଅଛି। ଦୁଇ ଦିନ ପରେ ତାର ଜଇନିଂ ଅଛି। ସେଥିପାଇଁ କଲ୍ କରିଛି ।

ମୋର ହୃଦ୍ ସ୍ପନ୍ଦନ ବଢ଼ିଗଲା। ମୁଁ ପଚାରିଲି ଦୀପକ, ସେନ୍ସ ରେ ଅଛି ତ?? ଭାଇ କହିଲେ । ହଁ ସେନ୍ସ ରେ ଅଛି କିନ୍ତୁ କଥା ହୋଇ ପାରିବ ନାହିଁ । ମୁଁ ପଚାରିଲି ଟ୍ରିଟମେଣ୍ଟ ଆରମ୍ଭ ହେଲାଣି କି ?? ଭାଇ କହିଲେ, ଆଜି ଦୀପାବଳୀ ବୋଲି ଚର୍ମ ବିଭାଗ ରେ ଥିବା ଡାକ୍ତର ଛୁଟିରେ ଥିଲେ, ଏବେ ଏହି କେସ ଶୁଣି ସେ ଆସୁଛନ୍ତି। ତାକୁ ଗ୍ଲୁକୋଜ ଲାଗିଛି। ମୁଁ କହିଲି, ଭାଇ ତୁମେ ଟ୍ରିଟମେଣ୍ଟ କରାଅ, ମୁଁ ଖବର ଦେଉଛି ଆମ ଅଫିସ ରେ , ବାକି ଯାହା କିଛି କାଗଜ ଦରକାର ପଡିବ ମୁଁ ଆସନ୍ତା କାଲି କହିବି କିନ୍ତୁ ଏବେ ଆପଣ ତାର ଟ୍ରିଟମେଣ୍ଟ ରେ ଧ୍ୟାନ ଦିଅନ୍ତୁ। ଯଦି କିଛି ଟଙ୍କା ଲାଗେ ତେବେ ମଧ୍ୟ କହିବ। ଭାଇ ହଁ କରି ଫୋନ୍ ରଖିଦେଲେ ।



ସେଦିନ ତାର ଜଳିବା ଫଟୋ ଦେଖି ରାତିରେ ମୋତେ ନିଦ ନାହିଁ । ଯେମିତି ତାର ଶରୀର ଅଧା ଜଳିଯାଇଥିଲା। ବହୁତ୍ କଷ୍ଟ ହେଉଥିଲା ତାକୁ।

ତା ପର ଦିନ ମୁଁ ଖବର ଦେଇ ଡକ୍ୟୁମେଣ୍ଟ ମାଗିଲି ଏବଂ ଦୁଇ ମାସ ଛୁଟି ପରେ ଦୀପକ ଫେରିଲା। ତଥାପି କିଛି କିଛି ଦାଗ ଚିହ୍ନ, ତାର ହାତରେ ଆଉ ଛାତିରେ ରହିଗଲା। ଏଠି ଦୀପକ ମୋତେ ଗୋଟି ଗୋଟି ସବୁ କଥା କହିଲା । ଆଶ୍ଚର୍ୟ୍ଯ ରେ ମୋ ଆଖିରୁ ଆପେ ଆପେ ଲୁହ ଆସିଗଲା । ଜଳିବା ପରେ ଯେଉଁ କଷ୍ଟ ସେ ଅନୁଭବ କରିଥିଲା ତାହା ସେ ବର୍ଣ୍ଣନା କରି କହୁଥିଲା ।



ଜଳିବା ର ମୁଖ୍ୟ କାରଣ ଥିଲା ଯେ ସେ ନିଜକୁ ବହୁତ୍ ଚାଲାକ୍ ମଣିଷ ଭାବେ ଏବଂ ସୁତୁଲି ବମ୍ କୁ ଲଗେଇ ସେ କିଛି ସମୟ ପରେ ଫୋପାଡ଼ିବ ବୋଲି ଭାବିଥିଲା କିନ୍ତୁ ସୁତୁଲି ବମ୍ ଟି ସଙ୍ଗେ ସଙ୍ଗେ ଫୁଟିଗଲା। ଏପଟେ ସେ ନାଇଲାନ ର ଡ୍ରେସ୍ ପିନ୍ଧି ଥାଏ । ନିଆଁ ଲାଗିବା ପରେ ସଙ୍ଗେ ସଙ୍ଗେ ସେ ଡ୍ରେସ ଦେହ ରେ ଲାଗିଗଲା ଏବଂ ସେ ଗୁରୁତର ହୋଇ ଗଲା ।

ସତରେ ବହୁତ୍ କଷ୍ଟ ଦାୟକ ସମୟ ଟିଏ ଥିଲା ଦୀପକ ପାଇଁ । ଦୀପକ ର କାହାଣୀ ଶୁଣି ମୋ ଜୀବନରେ ଘଟିଥିବା ଅଙ୍ଗେ ନୀଭା କଷ୍ଟ କୁ ମୁଁ ଅନୁଭବ କରି ପାରୁଥିଲି । ଅଙ୍ଗେନିଭା କାହାଣୀ ଗୁଡ଼ିକ ସବୁଠୁ ଅଲଗା ଥାଏ । ଠିକ୍ ମୋର ମଧ୍ୟ ମୁହଁ ଜଳି ଯାଇଥିଲା। କିନ୍ତୁ ଦୀପାବଳୀ ରେ ନୁହଁ। ମୋର ଗଳ୍ପ କୁ ପଢ଼ିବା ପାଇଁ ଏଠି କ୍ଲିକ୍ କରି ଆପଣ ପଢ଼ି ପାରିବେ। ସେ କାହାଣୀ ମଧ୍ୟ ବହୁତ୍ କଷ୍ଟଦାୟକ ଥିଲା ।

ଏଠି ଦୀପକ ନିଜ କଷ୍ଟକୁ କେବଳ ଅଧ ଘଂଟାଏ ସହ୍ୟ କରିଥିଲା କାରଣ ପାଖରେ ମେଡିକାଲ ର ସୁବିଧା ଥିଲା । କିନ୍ତୁ ମୋର କଷ୍ଟ କୁ ମୁଁ ରାତି ସାରା ଅନୁଭବ କରିଥିଲି ।

ତେବେ କାହାଣୀ କୁ ଲମ୍ବା କରିବା ଠିକ୍ ନୁହଁ । କେବଳ କିଛି ମୁହୁର୍ତ୍ତ ଥିଲା ଯାହା ବହୁତ୍ କଷ୍ଟ ଦାୟକ ଥିଲା ଏବଂ ସଚେତନ ମୂଳକ କାହାଣୀ ଟିଏ।

ତେବେ ଏହି ଦୀପାବଳୀ ରେ ସତର୍କ ହୋଇ ବାଣ ଫୁଟାନ୍ତୁ। ନିଜକୁ ଏବଂ ନିଜ ପରିବାର କୁ ଏଭଳି ଅଘଟଣ ଠାରୁ ଦୂରରେ ରଖନ୍ତୁ ।

ମୋର ପାଠକ ବନ୍ଧୁ ଏବଂ ଆପଣଙ୍କ ପରିବାର ର ସମସ୍ତ ସଦସ୍ୟଙ୍କୁ ଦୀପାବଳୀ ର ହାର୍ଦ୍ଧିକ ଶୁଭେଛା ଓ ଶୁଭକାମନା ।

କାହାଣୀ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ।

ଧନ୍ୟବାଦ

ନୀଳମାଧବ ଭୂୟାଁ ଙ୍କ ଦ୍ଵାରା ଲିଖିତ..

ତୁମର କିଛି ଜିନିଷ…

ବହୁତ୍ ଦିନ ପରେ କପ୍ ବୋର୍ଡ ରେ ଥିବା ମୋର ପୁରୁଣା ଡାଏରୀ କୁ ଖୋଲିଲି । ସେଠି କିଛି ଜରୁରୀ କଥା ଲେଖିଥିଲି ତାକୁ ଦେଖିବା ପାଇଁ ମୁଁ ପୃଷ୍ଠା ଓଲଟେଇ ଚାଲିଲି । ମୁଁ ଲେଖିଥିବା ତଥ୍ୟ ତ ପାଇଗଲି ଏବଂ ଡାଏରୀ ସହିତ କିଛି ମୂଲ୍ୟବାନ ଜିନିଷ ଟିଏ ମଧ୍ୟ ରଖିଥିଲି ତାକୁ ମଧ୍ୟ ପାଇଲି। ଯାହାକୁ ଦେଖିଲା ପରେ ମୋ ଆଖିରୁ କେତେ ଯେ ଅନବରତ ଲୁହ ବହିଗଲା, ତାର ହିସାବ ନାହିଁ ।

ଶେଷ ଥର ପାଇଁ ଦେଖା ହୋଇଥିଲା ମୋ ସାଙ୍ଗ ସହିତ । ଗାଁ ପାଖ ବଜାର ଠାରୁ କିଛି ଦୂରରେ ବସି କଥା ହେବା ପାଇଁ ଯୋଜନା ହେଲା। ତାହା ପୁଣି ଗୋଟିଏ ବରଗଛ ମୂଳେ । ଚାରି ସାଙ୍ଗ ଆସି ପହଞ୍ଚିଲୁ । ବହୁତ୍ କଥା ହେଲୁ ସାଙ୍ଗରେ ଆଣିଥିବା ସେଓ ମିକ୍ସଚର୍ ଏବଂ ମାଉଣ୍ଟେନ୍ ଡିଉ ର ମଧ୍ୟ ମଜା ନେଉଥିଲୁ ।

ସେଠି ମୋ ସାଙ୍ଗ, ମୁଁ ଆଗରୁ କହିଥିବା କିଛି ଜିନିଷ ମୋ ପାଇଁ ନେଇ ଆସିଥିଲା ଏବଂ ମୋତେ ଦେବା ସମୟରେ ସେଥିରୁ ଦୁଇଟି ଜିନିଷ ଅନ୍ୟ ଏକ ସାଙ୍ଗ ନେବା ପାଇଁ ଜିଦ୍ କରିଲେ । ମୋ ସାଙ୍ଗ କହିଲେ, ତୁମ ପାଇଁ ଆର ଥରକୁ ଆଣିଦେବି । ଏବେ ଏଗୁଡିକ କେବଳ ମାଧବ ବାବୁ ପାଇଁ ଆଣି ଦେଇଛି ।

କିନ୍ତୁ ମୋ ସାଙ୍ଗ ର ଜିଦ୍ କୁ କାଟି ପାରିଲେ ନାହିଁ। ସେଥିରୁ ତାଙ୍କୁ ମଧ୍ୟ ଦୁଇଟି ଦେଲେ । ସେଦିନ କଥା ବାର୍ତା ପରେ ମୋ ସାଙ୍ଗ ଦେଇଥିବା ଉପହାର ବଦଳରେ ମୁଁ କିଛି ଟଙ୍କା ଦେଲି କିନ୍ତୁ ସେ ମୋତେ ଫେରେଇ ଦେଲେ । କହିଲେ ଯେ ଏହି ଜିନିଷ ଗୁଡ଼ିକ କେବେ କାହାକୁ ଦେବ ନାହିଁ। ସବୁବେଳେ ତୁମ ପାଖରେ ରଖିଥିବ। ମୋତେ କହିଲେ ଯେ ମାଧବ ବାବୁ ତୁମର ଆଉ ମୋର ସବୁବେଳେ ଦେଖା ହୋଇ ପାରିବ ନାହିଁ ଏବଂ ଏହି ସମସ୍ୟା ର ସମାଧାନ ଏହା ଯେ ଯେବେ ମଧ୍ୟ ଜୀବନରେ ମୋ କଥା ମନେ ପଡ଼େ ତେବେ ଏହି ଜିନିଷ କୁ ଥରେ ଦେଖି ଦେବ । ମୁଁ ତୁମ ଆଖି ଆଗରେ ନଥିବ କିନ୍ତୁ ତୁମକୁ ଜୀବନ୍ତ ଅନୁଭବ ହେବ। ସତରେ ସେ ବିସ୍ମିତ ଶବ୍ଦ ଗୁଡ଼ିକ ଆଜି ମଧ୍ୟ ମୋ କାନରେ ଗୁଞ୍ଜରି ଉଠୁଛି । ସମୟ ମଧ୍ୟ କେତେ ନିଷ୍ଠୁର ଯେ ଯିବା ଲୋକ ମଧ୍ୟ ଜାଣିଥିଲା, ଯେ ମୋର ବିଦାୟ ସମୟ ପାଖେଇ ଆସୁଛି । ସେଥିପାଇଁ ନିଜ ଘନିଷ୍ଠ ସଂପର୍କ ଙ୍କ ପାଖରେ ଏମିତି କିଛି ସ୍ମୃତି ଛାଡ଼ି କରି ଯିବି ଯାହା ସର୍ବଦା ମୋତେ ମନେ ରଖିଥିବେ ।

ସାଙ୍ଗ, ଆଜି ମଧ୍ୟ ତୁମେ ଜୀବିତ ଅଛ ଏହି ମନରେ, ସ୍ୱର୍ଗ ବାସି ହେବାର ଦୁଃଖ ଟା ବହୁତ୍ ଅଛି ଏ ମନରେ । କିନ୍ତୁ ତୁମେ ଚିର ଦିନ ପାଇଁ ଆମ ମନରେ ସ୍ଥାନ ନେଇ ଯାଇଛ ।

ଜାଣିଛ ତୁମେ ଗଲା ପରେ, କିଛି ଲୋକ ଖୁସିରେ ଥିବେ ମାତ୍ର ତାଙ୍କ ଛଡ଼ା ବହୁତ୍ ଜଣ ଆଜି ମଧ୍ୟ ଦୁଃଖର ସନ୍ତାପ ରେ ଦିନ କାଟୁଛନ୍ତି ।

ତୁମେ ଗଲା ପରେ ଦୁନିଆ ବଦଳିବା ର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ସତରେ ମଣିଷ ଚିହ୍ନିବା କୁ ମଧ୍ୟ ମିଳିଗଲା । କିଏ କେମିତି ??

ସତରେ ତୁମେ ଆଜି ଏଠି ରହିବାର ଥିଲା, ବାସ୍ତବ ଦୁନିଆରେ କେତେ ଲୋକ ତୁମକୁ ନିଜର ଭାବୁଥିଲେ ଆଉ କେତେ ଲୋକ ତୁମକୁ ହିନ ଦୃଷ୍ଟିରେ ଦେଖୁଛନ୍ତି ଆଜି ଏକ ଦୃଷ୍ଟାନ୍ତ ଉଦାହରଣ ହୋଇ ଯାଇଛି ।

ମୁଁ ଜାଣେ ଯେ ମୋର ଏହି ଶବ୍ଦ ଗୁଡ଼ିକ ତୁମେ ପାଖେ ପହଞ୍ଚି ପାରିବ ନାହିଁ କିନ୍ତୁ କଣ ଅବା କରି ପାରିବି। ମନ ଭିତରେ ବାନ୍ଧି ରଖିଥିବା ଧର୍ଯ୍ୟ ର ପୁଟୁଳି ରେ ଛିଦ୍ର ହେବାକୁ ଲାଗିଲାଣି ।

ବହୁତ୍ କଥା ଅଛି ହେ ବନ୍ଧୁ, ପୁଣି ମନେ ପଡ଼ିଲେ କେବେ ଲେଖିବି ।

ରହୁଛି….

।। ଧନ୍ୟବାଦ ।।

Next Three Years

What will your life be like in three years?

In the next 3 years, I am changing myself.

If I am successful then I must apply through article.

But now I am traveling on the path of such a goal and I am also worried whether I can reach the destination easily. But I will try and show it successfully.

Yes, it is true that if I reach this success, I will feel happy that I have done the real value based work of my life.

However, what will happen to me in the next three years is now only a question.

ଆଗାମୀ ୩ବର୍ଷ ଭିତରେ ମୁଁ ନିଜକୁ ବଦଳେଇବା ରେ ଲାଗିଛି । ଯଦି ମୁଁ ସଫଳ ହୁଏ ତେବେ ମୁଁ ଅର୍ଟିକଲ ମାଧ୍ୟମରେ ନିଶ୍ଚୟ ଜଣେଇବି ।

କିନ୍ତୁ ବର୍ତମାନ ମୁଁ ଗୋଟିଏ ଏମିତି ଲକ୍ଷ୍ୟର ପଥରେ ଭ୍ରମଣ କରୁଛି ଯାହାର ଲକ୍ଷ୍ୟ ସ୍ଥଳରେ ମୁଁ ସହଜରେ ପହଞ୍ଚି ପାରିବି କି ନାହିଁ ମୁଁ ମଧ୍ୟ ଚିନ୍ତିତ । କିନ୍ତୁ ଚେଷ୍ଟା କରିବି କି ତାକୁ ସଫଳ କରି ଦେଖାଇବି ।

ହଁ ଏହା ସତ ଯେ ଯେବେ ଏହି ସଫଳତା ରେ ପହଞ୍ଚିବି ତେବେ ମୋ ଜୀବନର ପ୍ରକୃତ ମୂଲ୍ୟବୋଧ ଭିତ୍ତିକ କାର୍ଯ୍ୟ କରିଛି ବୋଲି ମୁଁ ନିଜକୁ ଧନ୍ୟ ମନେ କରିବି ।

ତେବେ ଆଗାମୀ ତିନି ବର୍ଷ ମୋ ପାଇଁ କଣ ହେବ ତାହା ଏବେ କେବଳ ପ୍ରଶ୍ନ ବାଚକ ହୋଇ ରହି ଯାଇଛି।