Category Archives: Thoughts

Lifestyle Changing Thoughts (H) – 40


LCT-211

दिखाबा करना जरूरी है क्या ?? ऐसा काम करो कि दुनिया खुद आपकी सफलता का गुणगान करें ।


LCT-212

अपनी अहंकार को नियंत्रण में रखकर दूसरे की बातों को भी कदर करो, ये भी हो सकता है की आपकी बातों से ज्यादा उसकी बातें ज्यादा प्रभावशाली हो । अपनी गलती को स्वीकार करना भी सबसे बड़ा धर्म है ।


LCT-213

बैज्ञानिक बोलते हैं दिन में 6-7 घंटे सयन(Rest) जरूरी है । परंतु कुछ लोगो का नींद पूरा नहीं हो पाता है । तो उन खुशनसीब लोगो केलिए आज दिन भर सोने (Rest) केलिए UNO  13.03.2020 दिन को World Sleep Day घोषणा किया है ।


LCT-214

रफ्तार से चलते रहना अकेला, 
रुकना और रोकना बाला शब्द को भूल कर । 
हो सके तो रास्ते में किसीकी मदद कर देना,
क्यों कि बहुत कम लोग आपके जैसा हैं,
बाकी सब पेर खिंचने में माहिर हैं ।


LCT-215

जुनून है तो ? करके दिखा !
दूसरो से उम्मीद क्यों रखा है ?
अपनी काबिलियत पे भरोसा रख,
आखरी कदम तुझे जरूर खुसी दिलाएगा ।

Lifestyle Changing Thoughts(O) – 18


LCT-97:
କେତେ ଲୋକ କପଡା ଦେଖି ଅନ୍ୟ ମାନଙ୍କ ସାଙ୍ଗରେ ଖରାପ ବ୍ୟବହାର କରନ୍ତି।

କିନ୍ତୁ ସେ ଲୋକକୁ ଅନ୍ୟ ଲୋକର କାମ ଆଉ ତାର ଭଲ ବ୍ୟବହାର କୁ ଦେଖିବା ଦରକାର ।
ପ୍ରକୃତରେ ଏଠି ସମ୍ମାନର ସଦୁପଯୋଗ ହୋଇଥାଏ ।



LCT-98:
ଆଗକୁ ହେବାକୁ ଥିବା କିଛି ମହତ୍ୱପୂର୍ଣ୍ଣ କାର୍ଯ୍ୟ କୁ ଭାବି ଆମେ ବହୁତ ଚିନ୍ତା ରେ ପଡିଯାଉ ।

ପ୍ରକୃତରେ ସେହି କାର୍ଯ୍ୟ ବିଷୟରେ ବେଶି ଭାବିବା ଠିକ ନୁହେଁ , ଆଉ ସେହି କାର୍ଯ୍ୟ ସମୟ ଆସିଲେ ସରଳ ହେଇଯିବ ।




LCT-99:
Mobile ର ନୂଆ Update ଯେବେ ଆସେ ତେବେ ସମସ୍ତେ ଖୁସି ହୁଅନ୍ତି ।

ସେହିପରି ସମ୍ପର୍କରେ ଯେବେ ଖୁସି ଖବର ଆସେ ତେବେ ସେହି ଖୁସି ଖବର ନେଇ ଜୀବନର କିଛି ନୂଆ କରିବାକୁ ଚେଷ୍ଟା କରନ୍ତୁ ଦେଖିବେ ସମ୍ପର୍କ ଆହୁରି ଶକ୍ତିଶାଳୀ ହେଇଯିବ ।


LCT-100:

ଖରାପ କାମ କର ନାହିଁ ଆଉ ଫଳସ୍ୱରୂପ ଦଣ୍ଡ ମିଳିବ , ଏହି କଥା କୁ କିଛି ଲୋକ ବହୁତ ସରଳ ରେ କହି ଦିଅନ୍ତି ।

ସତ ଏହା ଯେ , ସେମାନଙ୍କ ନିଜ ଲୋକ ସବୁଠୁ ଅଧିକା ଭୁଲ କାମ କରନ୍ତି ।


LCT-101:
କେତେ ସାଙ୍ଗ ଆପଣଙ୍କ ସମସ୍ୟା ଦେଖି ବିନା ସମୟ ନଷ୍ଟ କରି ଆପଣଙ୍କ ଘରେ ପହଞ୍ଚି ଯାଆନ୍ତି ।

ଏଇଟା ଭାବିବା ଭୁଲ ଯେ ସେମାନଙ୍କ କିଛି ସ୍ୱାର୍ଥ ଅଛି । କିନ୍ତୁ ପ୍ରକୃତରେ ସେହି ସାଙ୍ଗ , ସାଙ୍ଗର ମୂଲ୍ୟ ଆଉ ମହତ୍ଵ ଜାଣିଥାଏ ।