
ମନରେ ଇର୍ଷା ରଖୁଥିବା ବ୍ୟକ୍ତି କୁ କେବେ ଉତ୍ତମ ବନ୍ଧୁ ର ମାନ୍ୟତା ଦିଅନ୍ତୁ ନାହିଁ ।
ଭବିଷ୍ୟତ ରେ ସେ ଆପଣଙ୍କ ବିପଦର ମୁଖ୍ୟ କାରଣ ହୋଇ ପାରନ୍ତି ।
ଆଗାମୀ ଭବିଷ୍ୟତ ରେ ସେ ଆପଣଙ୍କ ଜିବନରେ ନିଶ୍ଚିତ ଭାବେ କଣ୍ଟା ସାଜିବ କାରଣ ଆପଣ ଅନ୍ଧ ଭଳି ବିଶ୍ୱାସ କରୁଥିବା ବ୍ୟକ୍ତି ଙ୍କୁ ନିଜ ବନ୍ଧୁତା ର ରୂପ ଦେବା ଆଗରୁ ଥରେ ଭାବିବା ଉଚିତ ଯେ ସେ କଣ ମୋ ପ୍ରକୃତ ବନ୍ଧୁ ପାଇଁ ଉପଯୋଗୀ ନା ସେ ମୋ ପାଇଁ ବିପଦ ପୂର୍ଣ୍ଣ ଅଟେ ।
ବେଳେବେଳେ ଅତି ନିବିଡ ସମ୍ପର୍କ କେବଳ କିଛି ଇର୍ଷା ପାଇଁ ବିପଦ ର ରୂପ ନେଇ ପାରନ୍ତି ।
ସତର୍କ ରୁହନ୍ତୁ ।