Tag Archives: ମୁଁ କେବଳ ମୋର

ମୁଁ…



ମୁଁ କେବଳ..
ମୁଁ ହୋଇ ରହିବାକୁ ଚାହେଁ
ହଜିଯିବାକୁ ଚାହେଁ
କେବଳ ମୋ ଭିତରେ ।

ମୋ ମନକୁ କେହି ନ ବୁଝିଲେ
ମୁଁ କିନ୍ତୁ ବୁଝିବି।
ମୋର ମନ ଓ ଭାବନାକୁ
ମୋ କଥା ଅନ୍ୟ କୁ ବୁଝାଇ ବାର
ପ୍ରୟାସ କେବେବି କରିବିନି
କାରଣ …..
ମୁଁ ପରା କେବଳ ମୋର….

ମନୋଜ କୁମାର ବେହେରା ଙ୍କ ଦ୍ଵାରା ଲିଖିତ
ସୁବୁଦ୍ଧି ପଲ୍ଲୀ, ଗଞ୍ଜାମ ।