Tag Archives: #bhavana

ଭାବନା…



ସମୟ ତୁମକୁ ଦୂରେଇ ଦେଇଛି
ଏକ ଭିନ୍ନ ରୂପର କାହାଣୀର
ନାୟକ ସଜାଇ ।
ତୁମ ଭାବନା ତୁମ ଠାରୁ
ଦୁଇ ପାଦ ପଛରେ ।
କେଜାଣି କେମିତି କାହିଁକି ର !!!
ପ୍ରଶ୍ନ ନେଇ ….
ସୁପ୍ତ ଅତୀତ ଅଟହାସ କରେ
କିଛି ଭାଷାର ଭାବର
ଅତି ଆପଣାର ପରି…

ମନୋଜ କୁମାର ବେହେରାଙ୍କ ଦ୍ଵାରା ଲିଖିତ…
ସୁବୁଦ୍ଧି ପଲ୍ଲୀ, ଗଞ୍ଜାମ ।