What change, big or small, would you like your blog to make in the world?
What changes, big or small, do you want to make in your blog world? I would like to answer this question today people do not have more time to read books. so I want to share stories and poems with them through my blog and I am making a good effort to correct some of the wrongs that are happening in society. This is my blog. So my blog has a lot of messages and wisdom that will cool you down and give you peace. And I have described it as the best way to solve many problems.
ବଡ କିମ୍ବା ଛୋଟ କ’ଣ ପରିବର୍ତ୍ତନ, ତୁମେ ତୁମର ବ୍ଲଗ୍ ଦୁନିଆରେ କରିବାକୁ ଚାହୁଁଛ? ଏହି ପ୍ରଶ୍ନ ର ଉତ୍ତର ଦେବାକୁ ଚାହିଁବି ଯେ, ଆଜି କାଲି ପୁସ୍ତକ ପଢ଼ିବା ପାଇଁ ଲୋକଙ୍କ ପାଖରେ ଅଧିକ ସମୟ ନାହିଁ। ତେଣୁ ମୁଁ ମୋ ବ୍ଲଗ୍ ମାଧ୍ୟମରେ ସମସ୍ତ ପାଖରେ ଗଳ୍ପ ଏବଂ କବିତା କୁ ବ୍ଲଗ୍ ମାଧ୍ୟମରେ ସେମାନଙ୍କ ପାଖରେ ପହଞ୍ଚାଇବାକୁ ଚାହୁଁଛି ଏବଂ ଏହି ବ୍ଲଗ୍ ମାଧ୍ୟମରେ ସମାଜରେ ଘଟୁଥିବା କିଛି ଭୁଲ କୁ ସୁଧାର ପାଇଁ ଏକ ସୁଝାବ ର ପ୍ରୟାସ ରତ ମୋର ଏହି ବ୍ଲଗ୍ । ତେବେ ମୋର ବ୍ଲଗ୍ ରେ ବହୁତ୍ ମେସେଜ ଏବଂ ଜ୍ଞାନ ଯୁକ୍ତ ତଥ୍ୟ ଅଛି ଯାହା ଆପଣଙ୍କ ମାନଙ୍କୁ ଶୀତଳ କରି ଆପଣଙ୍କୁ ଶାନ୍ତି ପ୍ରଦାନ କରିବ । ଏବଂ ବହୁତ୍ ସମସ୍ୟା ର ସମାଧାନ କରିବା ପାଇଁ ଉତ୍ତମ ମାଧ୍ୟମ ଏଥିରେ ମୁଁ ବର୍ଣ୍ଣନା କରିଛି ।