What profession do you admire most and why?
Since my childhood, I had the hope of becoming a software engineer.
But the mode of life was something different and I reached the step to serve the country.
So being in this position I am very proud of my job. But I wanted to become a big officer in my life.
I don’t know if that wish will be fulfilled or not.
Time will tell whether he can take me up to that step or not. Even if I reach it, my life will be different, but even if it doesn’t, I always feel proud of my work and will continue to do so.
ମୋର ପିଲା ଦିନୁ ଆଶା ଥିଲା କି ଗୋଟିଏ ସଫ୍ଟୱର ଇଂଜିନିୟର ହେବି କିନ୍ତୁ ଜୀବନର ମୋଡ କିଛି ଅଲଗା ଥିଲା ନେଇ ପହଁଚିଲା କୁ ଦେଶ ପାଇଁ ସେବା କରିବା ପାଇଁ । ତେବେ ଏହି ସ୍ଥିତିରେ ରହି ମୋର ଏହି କାମ ପାଇଁ ମୁଁ ବହୁତ୍ ଗର୍ବିତ କିନ୍ତୁ ମୋର ଜିବନରେ ଗୋଟିଏ ବଡ ଅଫିସର ହେବାକୁ ଇଛା ଥିଲା କିନ୍ତୁ ସେ ଇଚ୍ଛା ପୂରଣ ହେବ କି ନାହିଁ ମୁଁ ଜାଣିନି । ଦେଖା ଯାଉ ସମୟ କହିବ ଯେ ସେ ସୋପାନ ସେ ପାହାଚ ପର୍ଯ୍ୟନ୍ତ ମୋତେ ନେଇ ପହଞ୍ଚି ପାରୁଛି ନା ନାହିଁ । ଯଦିଓ ପହଞ୍ଚି ଗଲା ତେବେ ମୋ ଜୀବନ ସାର୍ଥକ ହୋଇଯିବ ଯଦିଓ ନ ହେଲା ତେବେ ମଧ୍ୟ ମୁଁ ମୋ କାମ ପାଇଁ ସର୍ବଦା ଗର୍ବିତ ଅନୁଭବ କରୁଛି ଏବଂ କରୁଥିବି ।