The answer to this question is so heartwarming that I always feel this answer gives me a high level of feeling.
What positive emotion do you feel most often?
It gives me more and more strength when I see God or when I reach his door.
Target
It’s like taking me to a different world.
I get lost in my world and I get a sense of infinite energy and I feel energized.
Gives me new direction in all areas.
In my Hindi book contains a hundred ideas, if you want to study in Hindi, you can change your thinking by reading this book.
The book is short, but each chapter contains valuable ideas.
Then don’t forget to read.
इस प्रश्न का उत्तर इतना हृदयस्पर्शी है कि मुझे इसका जवाब देने से अलग सा अनुभव मिलेगा ।
असल में जब भी मैं भगवान को देखता हूं या उनके दरवाजे पर पहुंचता हूं तो इससे मुझे और अधिक ताकत मिलती है।
यह मुझे एक अलग दुनिया में ले जाने जैसा है।
मैं अपनी दुनिया में खो जाता हूं और मुझे असीम ऊर्जा का एहसास होता है और मैं ऊर्जावान महसूस करता हूं।
मुझे हर क्षेत्र में नई दिशा मिलता रहता है।
मेरी हिंदी पुस्तक में सैकड़ों विचार हैं, यदि आप हिंदी में पढ़ाई करना चाहते हैं तो इस पुस्तक को पढ़कर अपनी सोच बदल सकते हैं।
यह पुस्तक छोटी है, लेकिन प्रत्येक अध्याय में बहुमूल्य विचार हैं। तो पढ़ना मत भूलना.
ଏହି ପ୍ରଶ୍ନ ର ଉତ୍ତର ଏତେ ହୃଦୟ ସ୍ପର୍ଷୀ ଯେ ମୁଁ ଏହି ଉତ୍ତର ମୋତେ ସବୁବେଳେ ମୋତେ ଉଚ୍ଚ କୋଟୀର ଅନୁଭବ ଦିଏ ।
ଯେବେ ମୁଁ ଭଗବାନ ଙ୍କୁ ଦେଖେ କିମ୍ବା ଯେବେ ତାଙ୍କ ଦ୍ଵାର ରେ ପହଞ୍ଚେ ସେତେବେଳେ ମୋତେ ଅଧିକ ରୁ ଅଧିକ ଶକ୍ତି ପ୍ରଦାନ କରିଥାଏ ।
ସତେ ଯେମିତି ମୋତେ ଅଲଗା ଦୁନିଆ କୁ ନେଇଯାଏ ।
ମୁଁ ମୋ ଦୁନିଆରୁ ହଜିଯାଏ ଏବଂ ମୋତେ ଅସୀମ ଶକ୍ତି ର ଆଭାସ ହୁଏ ଏବଂ ମୁଁ ନିଜକୁ ତେଜୀୟାନ ଅନୁଭବ କରେ।
ସମସ୍ତ କ୍ଷେତ୍ରରେ ମୋତେ ନୂତନ ଦିଗନ୍ତ ର ଆଲୋକ ପ୍ରଦାନ କରେ ।
ମୋର ହିନ୍ଦୀ ପୁସ୍ତକ ରେ ଏକ ଶହ ଚିନ୍ତାଧାରା ସହିତ ବର୍ଣ୍ଣିତ ଅଛି ଯଦି ଆପଣ ହିନ୍ଦୀ ରେ ପଢ଼ିବା ପାଇଁ ଇଛୁକ ଅଛନ୍ତି ତେବେ ଏହି ପୁସ୍ତକ ଟିକୁ ପଢ଼ି ନିଜର ଚିନ୍ତାଧାରା କୁ ବଦଳେଇ ପାରିବେ ।
ପୁସ୍ତକ ଟି ଛୋଟ ମାତ୍ର ପ୍ରତ୍ୟେକ ପୁଷ୍ଠରେ ମୂଲ୍ୟ ବୋଧକ ଚିନ୍ତା ଧାରା ବର୍ଣ୍ଣିତ ଅଛି । ତେବେ ପଢିବାକୁ ଭୁଲିବେ ନାହିଁ ।
Target