Tag Archives: dailyprompt-2088

Grown up

When was the first time you really felt like a grown up (if ever)?

When I first stepped out of my house for searching some job or to do something, I took on the responsibility of finding a job and taking care of the household. That day I felt for the first time and truly grown up.

ଯେବେ ମୁଁ ପ୍ରଥମ ଥର ଘରୁ ଗୋଡ଼ ବାହାର କରି କିଛି କରିବା ଆଶାରେ ବାହାରି ଗଲି ଚାକିରି ଖୋଜିବା ପାଇଁ ଏବଂ ଘର ର ଭାର ଉଠେଇବା ପାଇଁ ଦାୟିତ୍ଵ ବାନ ହେଲି। ସେଦିନ ମୁଁ ପ୍ରଥମ ଥର ଏବଂ ପ୍ରକୃତରେ ବଡ ହୋଇଥିବାର ଅନୁଭବ କରିଲି।