Tag Archives: #superb

Time

No one can ever reach their true destination by leaving their future to time. Because he tries to achieve his goal without difficulty. But in today’s world, no one gives you money without work and the truth is that it is all a game of money not time. Time gives you the opportunity to do the work and in return you will get the proper results

How is it ??

Comment please.

ସମୟ ଉପରେ ନିଜ ଭବିଷ୍ୟତ ଛାଡ଼ି ଦେଇ କେହି କେବେ ପ୍ରକୃତ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରେନା। କାରଣ ସେ ବିନା କଷ୍ଟରେ ନିଜ ଲକ୍ଷ୍ୟକୁ ହାସଲ କରିବା ପାଇଁ ଚେଷ୍ଟା କରି ଥାଏ। କିନ୍ତୁ ଆଜି କ ଦୁନିଆରେ ଆପଣଙ୍କୁ ବିନା କଷ୍ଟରେ କେହି ଟଙ୍କା ଟିଏ ମଧ୍ୟ ଦିଏ ନାହିଁ ଏବଂ ପ୍ରକୃତ କଥା ହେଲା ଏଠି ସବୁ ପଇସାର ଖେଳ ନା କି ସମୟର । ସମୟ ଆପଣଙ୍କୁ ମଉକା ଦିଏ ଯେ ଆପଣ ସେ କାମ ଟିକୁ କର ଏବଂ ପ୍ରତି ବଦଳରେ ଆପଣ ଉପଯୁକ୍ତ ଫଳ ପାଇବେ।