Tag Archives: tume odia poem

ତୁମେ…



ଆଉ ଏକ କାହାଣୀର
ଆୟମାରମ୍ଭ “ତୁମ ବିନା”
ନା ତୁମେ ‘ନାୟିକା’ ନା ‘ନାୟକ’
ମୋ ସପ୍ତରଙ୍ଗର ଦୁନିଆରେ ;
ତୁମେ ‘ ନା ମୋ ଅତୀତ,
ନା ଭବିଷ୍ୟତ ର ପ୍ରହେଳିକା
ନା ବର୍ଷା ବସନ୍ତ ର ସାଥୀ
“ତୁମେ” କେହିନୁହଁ
ଏ ଅପରଚିତ ଦୁନିଆରେ ।

ମନୋଜ କୁମାର ବେହେରାଙ୍କ ଦ୍ଵାରା ଲିଖିତ
ସୁବୁଦ୍ଧି ପଲ୍ଲୀ, ଗଞ୍ଜାମ।