Lifestyle Changing Thoughts in Hindi and Odia (Part-19)

Lifestyle_changing_thoughts_in_hindi_and_odia_part-19

Advertisements

LCT-102:
ऐसे कुछ लोग होंगे, आपको देखते ही जैसे उनके शरीर के खून दुगुना हो जाता है ।
परंतु कुछ लोग हैं और आपको याद करके बह बहुत खुस होते हैं एबं आपको देखके जैसे उनकी सारी इच्छाएं पूरी हो जाती हैं ।
याद कीजिये बह खास ब्यक्ति को और उनको महत्व दें ।
ଏମିତି କିଛି ଲୋକ ଅଛନ୍ତି, ଆପଣଙ୍କୁ ଦେଖି ତାଙ୍କର ରକ୍ତ ଗରମ ହେଇଯାଏ ।
କିନ୍ତୁ କିଛି ଲୋକ ଆପଣଙ୍କୁ ମନେ ପକେଇ ବହୁତ ଖୁସି ହୁଅନ୍ତି ଏବଂ ଆପଣଙ୍କୁ ଦେଖିଲା ପରେ ଯେମିତି ତାଙ୍କର ସବୁ ଇଚ୍ଛା ପୂରଣ ହେଇଯାଏ ।
ମନେ ପକାନ୍ତୁ ସେହି ବ୍ୟକ୍ତିଙ୍କୁ ଏବଂ ତାଙ୍କୁ ମହତ୍ଵ ଦିଅନ୍ତୁ ।
LCT-103:
आपका यह दिन आपके सोच
के ऊपर निर्भर करेगा ।
सोच को ऊंचा रखिये
दिन का हर पल !!
आपको सही दिशा की और ले जाएगा ।
ଆପଣଙ୍କ ଦିନ ଆପଣଙ୍କ ଭାବନା 
ଉପରେ ନିର୍ଭର କରିଥାଏ ।
ନିଜ ଭାବନା କୁ ଉଚ୍ଚା ରଖନ୍ତୁ । 
ଦିନ ର ପ୍ରତ୍ୟେକ କ୍ଷଣ 
ଉଚିତ ମାର୍ଗ ପାଇଁ ରାସ୍ତା ଦେଖାଇବ ।
LCT-104:
अपनों से बड़े की इज़्ज़त और सम्मान देने वाला ब्यक्ति को अच्छे और संस्कार वाला परिबार जन्म देता है ।
आशा करते हैं !!! अच्छे और संस्कार वाला बाताबरण आने वाले पीढ़ी में ऐसे ब्यक्ति को जन्म देते रहें।
ବଡ଼ ମାନଙ୍କୁ ପୂଜା ଆଉ ସମ୍ମାନ ଦେବା ଲୋକଙ୍କୁ, ଭଲ ଘର ଏବଂ ସଂସ୍କାର ଥିବା ପରିବାର ଜନ୍ମ ଦେଇଥାଏ ।
ମୋର ଆଶା ଯେ !!! ଆଗକୁ ଆସୁଥିବା ପିଢ଼ି ଏମିତି ଭଲ ଏବଂ ସଂସ୍କାର ଥିବା ବ୍ୟକ୍ତି କୁ ଜନ୍ମ ଦେଉଥାଉ । 
LCT-105:
परीक्षा जिंदगी की हो या पढ़ाई की !!
समय रहते हुए अपनी गलती को ना सुधारा जाए तोह परीक्षा के पश्च्यात होने वाले समस्या को आप आसानी से हल नहीं कर सकते ।
ଜୀବନ ପରୀକ୍ଷା ହେଉ ବା ପଢିବା ର  !!
ସମୟ ପୂର୍ବରୁ ନିଜ ଭୁଲ କୁ ସୁଧାରି ପାରିବନି ତେବେ ପରୀକ୍ଷା ପରେ ଯେଉଁ ସଙ୍କଟ ପରିସ୍ଥିତି ସୃଷ୍ଟି ହେବ ତାହା ଶୀଘ୍ର ସମାଧାନ ହେବ ନାହିଁ ।
LCT-106:
अगर किसीको उचित रास्ता दिखा रहे हो ? तो साबधान ! क्यों कि बहुत लोग मिलेंगे जो आपकी अच्छाई को नजर अंदाज करके, बुराई का खोज करेंगे ।
सही ब्यक्ति को चयन करें !!!
ଯଦି କାହାକୁ ଭଲ ରାସ୍ତା ପ୍ରତି ସଚେତ କରେଇବାକୁ ଯାଉଛନ୍ତି ତେବେ ସାବଧାନ !!
କାରଣ ବହୁତ ଲୋକ ମିଳିବେ ତୁମର ଭଲ ଗୁଣ କୁ ଅଣଦେଖା କରି ଖରାପ ଗୁଣ କୁ ଖୋଜି ବାହାର କରିବେ ।
ଠିକ ବ୍ୟକ୍ତି କୁ ବାଛନ୍ତୁ !!!

One thought on “Lifestyle Changing Thoughts in Hindi and Odia (Part-19)”

Leave a Reply

Your email address will not be published. Required fields are marked *