Lifestyle Changing Thoughts in Odia (Part-16) ଜୀବନଶୈଳୀ ପରିବର୍ତ୍ତନ ର ବାର୍ତ୍ତା

LCT-87:
ଜ୍ଞାନ ପ୍ରଯ୍ୟାପ୍ତ ପରିମାଣରେ ଆହରଣ କରିବା ଦରକାର ।
କାରଣ ଅଳ୍ପ ଜ୍ଞାନ ସଫଳତା ଦେଇ ନ ଥାଏ ।

LCT-88:
ଦରକାରୀ ସମୟରେ ଆମେ ପ୍ରକୃତ ମନ୍ତ୍ର କୁ ଭୁଲି ଯାଆନ୍ତି ।
ସେଥିପାଇଁ ସବୁବେଳେ ଉଚିତ ମାର୍ଗ ରେ ଜ୍ଞାନ ଅର୍ଜନ କରନ୍ତୁ ।
(ମହାଭାରତ ରେ କର୍ଣ୍ଣ ଙ୍କ ଜୀବନ କଥା ରୁ ଆଧାରିତ)

LCT-89:
ପଇସା ର ଅଧିକା ଓଜନ ସମ୍ପର୍କ ନଷ୍ଟ କରିଦିଏ ।
ସେଥିପାଇଁ
ଦୁନିଆ ପଇସା ପାଇଁ ଚିନ୍ତା କରେ ଆଉ ଆମେ ସମ୍ପର୍କ ଗଢିବା ପାଇଁ ଚିନ୍ତା କରୁ ।

LCT-90:
ଭଗବାନ ଙ୍କ ସମ୍ମୁଖରେ ହାତ ଯୋଡ଼ି ପ୍ରଣାମ କରିଲେ ଶରୀର ରେ ଅନନ୍ୟ ଶକ୍ତି ଉତ୍ପନ୍ନ ହୋଇଥାଏ ।

LCT-91:
କେତେ ମାତ୍ରାରେ ବର୍ଷା ହେବ ତାର ଅନୁମାନ ନକରି ଆମେ ଛତା କୁ ଧରି କାର୍ଯ୍ୟ କ୍ଷେତ୍ର ଅଭିମୁଖେ ବାହାରି ପଡୁ।
ସେହିପରି କେତେ ବଡ଼ ସମସ୍ୟା ଆସିଲେ ମଧ୍ୟ ତାର ସମାଧାନ କରି ଆଗକୁ ବଢ଼ିବା ଦରକାର ।

Follow my Blog and visit daily for new content and comments me about this post select the comment box.
Thanks

Facebook Comments

One thought on “Lifestyle Changing Thoughts in Odia (Part-16) ଜୀବନଶୈଳୀ ପରିବର୍ତ୍ତନ ର ବାର୍ତ୍ତା”

Put your Valuable feedback