Lifestyle Changing Thoughts in Odia (Part-17)

#lifestyle_changing_thought_in_odia

LCT-92:

ସମ୍ମାନ ମଧ୍ୟ ଅସାଧାରଣ ଅଟେ
ନିଜ ଗ୍ରାମରେ ଯେମିତି ସମ୍ମାନ ମିଳେ ସେମିତି ସମ୍ମାନ ଯଦି ସରକାରୀ କାର୍ଯ୍ୟ ସମୟରେ ମିଳିଥାନ୍ତା ନା କାମ କରିବାର ଇଚ୍ଛା ବହୁତ ବଢି ଯାଅନ୍ତା ।

LCT-93:
କିଛି ଲୋକଙ୍କ କଥାବାର୍ତା ବହୁତ କଷ୍ଟ ଦିଏ
ରାଗ କୁ ନିୟନ୍ତ୍ରଣ ଭିତରେ ରଖି ତାକୁ ଅଣଦେଖା କରିବାକୁ ପଡେ ।
ବୋଧେ ଏହା ହି ଜୀବନ ର ମୁଳମନ୍ତ୍ର ।

LCT-94:
ଭୁଲିବା ରୋଗ !!!
କାହାର ପରୀକ୍ଷା ହଲ ରେ ହୁଏ ଆଉ କିଏ ଯଦି ଟଙ୍କା ଧାର ନେଇଥାଏ ।
ଏମିତି ଲୋକଙ୍କୁ ସତର୍କ ରହିବା ଦରକାର ଆଉ ଏହିଭଳି ଲୋକଙ୍କ ଠାରୁ ଦୂରରେ ରହିବା ଉଚିତ ।

LCT-95:
ଜନ୍ମ ଠାରୁ ମର୍ତ୍ୟୁ ପର୍ଯ୍ୟନ୍ତ !!!
ନିଆଁ !! ଆମ ଜୀବନ ର ଗୋଟିଏ ଅଙ୍ଗ ହୋଇଯାଏ ।
ପ୍ରକୃତ ନିଆଁ ତ ଯୁଦ୍ଧ ଭୂମିରେ ଜନ୍ମ ନିଏ ।
ସେତେବେଳେ ଶତ୍ରୁ ର ଆଖିରେ ରାଗ ଥାଏ ଆଉ ଆମ ଆଖିରେ ନିଆଁ ।

LCT-96:
କିଛି ଲୋକଙ୍କ ଅଭ୍ୟାସ ଯେ ନିଜ ପଇସା କୁ ବଞ୍ଚେଇ ଆପଣଙ୍କ ପଇସା କୁ ଖର୍ଚ୍ଚ କରେଇଥାନ୍ତି । ଏବଂ ଏଇଟା ସତ ଆପଣ ତାଙ୍କ କଥାରେ ନିଜର ପଇସା ଖର୍ଚ୍ଚ କରନ୍ତି ।
ଚିନ୍ତା କରନ୍ତୁ ନାହିଁ ସୁଧ ମୂଳ ସହ ସବୁ ଏକାଠି ହେବ ଆଉ ତା ପାଖରେ ଧନ ର ଅଭାବ ରହିଥିବ । ଏମିତି କିଛି ଲୋକ ଆପଣଙ୍କ ଆଖ ପାଖରେ ଥିବେ ।

Follow my blog and visit daily for nee contents.
Thanks

Facebook Comments

Put your Valuable feedback