Smruti Tume Sradhanjali (A True Story) Page-06

କାହାଣୀରେ ଅନ୍ୟ କେତେ ବ୍ୟକ୍ତି ମଧ୍ୟ ଆସିବେ ଆପଣ ତାଙ୍କ ପରିଚୟ ଧୀରେ ଧୀରେ ଜାଣିଯିବେ । 

କଲେଜ ଭିତରେ…..
ସେ ଦିନ କଲେଜ କୁ କେହିବି ଆସିନାହାଁନ୍ତି । ବୋଧେ ହୁଏ Time ହେଇନି । ହେଲେ ଆମ ହିରୋ ଆଉ ଜଣେ ଝିଅ ପ୍ରଥମେ କଲେଜ କୁ ଆସି Class Room ରେ ବସିଛନ୍ତି । 

ଆମ ହିରୋ ନିରବ ହୋଇ ବସିଥାନ୍ତି । ହଠାତ……

ସୁମିତ୍ରା:- ହାଏ କୁମାର, Good Morning…..
(ହେଲେ ହିରୋ ଚୁପଚାପ ରହିଲେ)

ସୁମିତ୍ରା:- କଣ ତମ ଦେହ ଭଲନାହିଁକି ? କିଛି କହୁନ ଯେ !!!

କୁମାର:- ତମେ କାହିଁକି ମୋ ପଛରେ ପଡିଛ ?(ରାଗରେ) । ମୁ ତୁମକୁ ଆଗରୁ କହିଛି ଆଉ ଏବେ ମଧ୍ୟ କହୁଛି ମୁ ତୁମ କୁ କେବେ ଭଲ ପାଇପାରିବିନି ।

ସୁମିତ୍ରା:- କାହିଁକି ଭଲ ପାଇପାରିବନି । ମୋ ପାଖରେ କଣ କମି ଅଛି, ନା ମୁ ଗୋଟେ ଖରାପ ଝିଅ ?  କଣ କହିବାକୁ ଚାହୁଁଚ ତମେ ।

କୁମାର:- ଦେଖ ସୁମିତ୍ରା ! ମୁ ତୁମ କୁ ଖରାପ କହୁନୀ ତମେ ଗୋଟେ ଭଲ ଝିଅ, ହେଲେ ମୁ ତୁମକୁ ଭଲ ପାଇପାରିବିନି ।

ସୁମିତ୍ରା:- ଦେଖ କୁମାର ! ମୁଁ ତୁମ କୁ ଶେଷ ଥର ପାଇଁ କହୁଛି ଯଦି ତମେ ମୋତେ ନ ଭଲପାଅ ତାହେଲେ ମୁଁ ମୋ ହାତ କାଟି ଆତ୍ମହତ୍ୟା କରିଦେବି ।

କୁମାର:- Please ସୁମିତ୍ରା ତମେ ସେମିତି କିଛି କରିବନି !!
(ହଠାତ ସୁମିତ୍ରା ତାଙ୍କ Bag ରୁ ଗୋଟିଏ Blade ବାହାର କରି Class ବାହାର କୁ ଦୌଡିବା କୁ ଲାଗିଲେ)………


To be continued…….


Promo: ( କଣ କୁମାର ଙ୍କ ମନ ବଦଳିବ ? କଣ ସୁମିତ୍ରା suicide କରିବେ? ପଢିବା ଆଗାମୀ page ରେ…… )

କୁମାର ଙ୍କ Personal Diary ରୁ……..

Pages:-

Lifestyle Changing Thoughts In Hindi and Odia Par-21

Lifestyle_Changing_Thoughts_In_Hindi_and_Odia_Part_21

LCT-112
प्रत्योक कार्य सरल होगा परंतु बह कार्य गलत नहीं होना चाहिए । ।

ପ୍ରତ୍ୟେକ କାର୍ଯ୍ୟ ସରଳ ହେବ ଯଦି ସେହି କାର୍ଯ୍ୟ ଭୁଲ ହୋଇ ନଥିବ ।

LCT-113
इच्छा को सच बनाना है तो??
मेहनत को गुप्त रखें ।
कायनाथ आपकी इच्छा को
जरूर पूरी करेगा ।
ଇଛା କୁ ସତ୍ୟ ରେ ପରିଣତ କରିବାକୁ ହେଲେ??
ପରିଶ୍ରମ କୁ ଗୁପ୍ତ ରଖ ।
ଭଗବାନ ଆପଣଙ୍କ ଇଛା
ନିଶ୍ଚିତ ପୁରା କରିବ ।

LCT-114
किसी भी समय बिस्तर जाने से पूर्ब
अपने पैर को अच्छी तरह साफ करके जाएं ।
इससे ऊर्जा पैदा होने के साथ,
बुरी चिंता और खराब तत्व का
प्रभाब कम होता है ।

ଯେତେବେଳେ ମଧ୍ୟ ଶୋଇବା ଯିବା ପୂର୍ବରୁ
ନିଜ ପାଦ ଭଲଭାବେ ଧୋଇ କରି ଯାଅ
ଏହାଦ୍ବାରା ଶକ୍ତି ଉତ୍ପନ୍ନ ସହିତ
ଖରାପ ଚିନ୍ତା ଆଉ ଖରାପ ଜିନିଷ ର
ପ୍ରଭାବ କମ ହୋଇଥାଏ ।

LCT-115
खुसी एक ऐसी चीज है,
जिसे मोल देकर हासिल नहीं कर सकते।
प्रयाश जारी रखें, समय आने पर
100 प्रतिशत होकर आपके पाश आएगा ।

ଖୁସି ଏମିତି ଏକ ଜିନିଷ ଅଟେ,
ଯାହା ଧନ ଦ୍ୱାରା ହାସଲ କରି ପାରିବ ନାହିଁ ।
ଚେଷ୍ଟା କରି ଚାଲ, ସମୟ ଆସିଲେ
100 ଗୁଣ ହୋଇ ଆପଣ ପାଖକୁ ଆସିବ ।

LCT-116
कुछ लोगों का लक्ष्य यह रहता है कि दूसरे ब्यक्ति की  मनोबल को तोड़ना, चाहे कार्य हो या ना हो ।
परंतु कार्य में प्रगति तब होगा जब आपकी मनोबल को बढ़ावा दिया जाए ।

ଅନ୍ୟ ଲୋକ ର ଉଚ୍ଚା ଅଭିଳାଶ କୁ ଭାଙ୍ଗିବା
କିଛି ଲୋକଙ୍କ ମୁଖ୍ୟ ଲକ୍ଷ୍ୟ ରହିଥାଏ ।
ବରଂ ସେ କାମ ସେ ଲୋକର ହେଉ ଅଥବା ନ ହେଉ ।
ମାତ୍ର ପ୍ରକୃତ କାର୍ଯ୍ୟ ସେତେବେଳେ ହୁଏ ଯେବେ
ସେହି କାର୍ଯ୍ୟ କୁ କରିବାକୁ ସାହସ ଦିଆଯାଏ ।

Click here for Thought section

Follow my blog and visit daily for new contents.

Thanks…….

Smruti Tume Sradhanjali (A True Story) Page-05




# Shradhanjali ଶ୍ରଦ୍ଧାଞ୍ଜଳି…. (Heroin) Calling Name Sandhya…..

ଏ ଝିଅ ଜଣଙ୍କ ହେଉଛନ୍ତି ଆମ ହିରୋ ଙ୍କ Heart (Dhadkan) । ଯାହା ପାଇଁ ସେ ପାଗଳ। ସେ ଦେଖିବାକୁ ବହୁତ ସୁନ୍ଦର । କି ସୁନ୍ଦର ଚେହେରା ?? ଆଖି ପୁରା ନିଳ ସାଗର, ଓଠ ଗୋଲାପ ର ପାଖୁଡା ଆଉ ମୁହଁ ଗୋଲାପ ଠାରୁ ବି ଆହୁରି ସୁନ୍ଦର । ସେ ପାଠ ପଢ଼ାରେ ବହୁତ ଆଗୁଆ ଅଛନ୍ତି । ସେ ଗୀତ ଗାଇବା, ନାଚିବା ଆଉ ଶାୟାରୀ ଲେଖିବାକୁ ବହୁତ ଭଲ ପାଆନ୍ତି । ସେ ସମସ୍ତଙ୍କ ସାଙ୍ଗରେ ମିଶିଥାନ୍ତି । ତାଙ୍କ ନାମ ଶ୍ରଦ୍ଧାଞ୍ଜଳି କିନ୍ତୁ ଆମ ହିରୋ ତାଙ୍କୁ ସନ୍ଧ୍ୟା ବୋଲି ଡାକନ୍ତି । ଏମିତି ଅନେକ କଥା ଅଛି । ସେ ସବୁ କାହାଣୀରେ କହିବି । ସେ ଆମ ହିରୋ କୁ ମଧ୍ଯ ବହୁତ ଭଲ ପାଉଥିଲେ ଆଉ ତାଙ୍କ ର Care ମଧ୍ୟ କରୁଥିଲେ । ହେଲେ ଉପର ବାଲା ତାଙ୍କର ହାତ ଛାଡି  ଦେଇଥିଲେ । ଆପଣ କାହାଣୀ ଭିତରେ ସବୁ ପାଇଯିବେ ।
ଏବେ ତ ଆପଣମାନେ ଜାଣି ସାରିଲେ ଆମ ହିରୋ ଙ୍କୁ ଆଉ ତାଙ୍କ ସାଙ୍ଗମାନଙ୍କୁ ଏବଂ ମୁଖ୍ୟ ନାୟିକା ତେବେ ଚାଲନ୍ତୁ କାହାଣୀକୁ ଆଗ କୁ ନେବା ।

Let’s Start The Main Story…..

ମୋର କାହାଣୀ କେମିତି ଲାଗୁଛି Comment କରିବାକୁ ଅନୁରୋଧ। Reaction ବକ୍ସ ତଳେ No Comments କୁ Click କରି comment କରନ୍ତୁ ।କମେଣ୍ଟ ବକ୍ସ ରେ Goggle Account କୁ use କରି comment କରିପାରିବେ ଯଦି କିଛି problem ହୁଏ ତେବେ ସେହି Comment Box ର select profile, option ରେ Google Account ଥିବ  ସେଥିରେ Anonymous କୁ select କରି କମେଣ୍ଟ କରନ୍ତୁ। କମେଣ୍ଟ କରିଲେ କାହାଣୀ କୁ ଲେଖିବାକୁ ମୋତେ ପ୍ରେରଣା ମିଳିବ । 


କୁମାର ଙ୍କ Personal Diary ରୁ………

Continued…….




Page as under :-




Page-04      <<<<<<<>>>>>>>>>      Page-06


Follow my Blog…….

Thanks….