Smruti Tume Sradhanjali (A True Story) Page-07

…. କୁମାର ବି ତାଙ୍କ ପଛରେ ଦୌଡ଼ିଲେ ଆଉ ଆଗପଟୁ ତାଙ୍କ ସାଙ୍ଗ “ଆକାଶ” ଆସିଯାଇଥିଲେ  । ସୁମିତ୍ରା ଙ୍କୁ ଗୋଟେ ଶକ୍ତ ଚାପୁଡ଼ା ମାରିଲେ ।

ଆକାଶ:- ତୋ ମୁଣ୍ଡ ଖରାପ ହେଇଯାଇଛି ନା କଣ ? ତୁ କଣ କରୁଥିଲୁ !!!

କୁମାର:- ତାଙ୍କୁ ଟିକେ ବୁଝା ରେ ଭାଇ!!  ମୁଁ ତାଙ୍କୁ କେବେ ବି ଭଲ ପାଇପାରିବିନି, ହେଲେ ସେ ଏ କଥା ଶୁଣି ଆତ୍ମହତ୍ୟା କରିବାକୁ ଯାଉଥିଲେ ।

ଆକାଶ:- ତାହେଲେ କଥା ଯାଇକି ଏଇଠି !!! 

ତୁ ଗୋଟେ କଥା ଜାଣିଛୁ ସୁମିତ୍ରା ? 

ଏଇ କୁମାର କୁ ତୁ କେତେ ଦିନ ହେବ ଜାଣିଛୁ? 
ଏଇ କେତେ ୨ ମାସ ହେବ , ହେଲେ ମୁଁ ତା ସାଙ୍ଗରେ ଗୋଟିଏ ବର୍ଷ କାଟିଛି ।

ଦେଖୁଛୁ ତା ମୁଁହ କୁ କେମିତି ଶୁଖିଯାଇଛି । 
ଦିନେ ଏଇ ମୁଁହ ରେ ତା ଖୁସି ଦେଖି ମୁଁ ଖୁସି ହେଉଥିଲି , 
ହେଲେ ତୁ ଯେବେଠୁ ଆସିଛୁ ତା ଖୁସି ପୁଣି କୁଆଡେ ମିଳେଇ ଗଲା ।

ସୁମିତ୍ରା:- ମୁଁ କଣ କଲି ?? ମୁଁ ତ ଖାଲି ତାଙ୍କୁ ଭଲପାଉଛି ।

ଆକାଶ:- ସେ ଭଲପାଇବା ପାଇଁ ଆଜି ତାର ଏ ଅବସ୍ଥା । 
ତୁ ତା ବିଷୟ ରେ କଣ ଜାଣିଛୁ ? 
କେବେ କାହାକୁ ପଚାରିଛୁ ତା ବିଷୟ ରେ? 
ଶୁଣିବୁ ତା କଥା ??

କୁମାର:- ଥାଉ ଆକାଶ ସେ କଥା ପୁଣି କାହିଁକି ଉଠଉଛୁ ।
ଆକାଶ :- ନାହିଁ କୁମାର !!!! ମୋତେ କହିବା କୁ ଦେ ।
 ମୁଁ ଆଉ ତୋତେ ଏମିତି ଦୁଖଃରେ ରହିବାର ଦେଖି ପାରିବିନିରେ ।……


To be continued…….


Promo: ( କୁମାର ର ଦୁଃଖ କଥା ଶୁଣି , ସୁମିତ୍ରା ର ମନ ବଦଳିବ ??? ଆକାଶ କୁମାର ବିଷୟରେ କଣ କହିଲା ?? ପଢିବା ଆଗାମୀ page ରେ…… )

କୁମାର ଙ୍କ Personal Diary ରୁ……..

Pages :-
      

Lifestyle Changing Thoughts In Hindi and Odia (Part-22)

Lifestyle_changing_Thoughts_In Hindi_and_Odia_(Part-22)

LCT Part-22




LCT-117
स्तिथि आसान होगा या मुश्किल
समय आने पर सामना करने
केलिए सदैब तैयार रहें ।
इसलिए समय से पूर्ब
सचेत अति आबश्यक है ।
ତୁମର ଅବସ୍ଥା ସରଳ ହେବ ନା କଷ୍ଟ ଦାୟକ
ଆଗକୁ ସାମ୍ନା କରିବାକୁ ତତ୍ପର ରୁହନ୍ତୁ ।
କାରଣ ଆମକୁ ସଚେତ ରହିବା ବହୁତ ଆବଶ୍ୟକ ।





LCT-118
ट्रैन में अनजान ब्यक्ति से
भरोसा कर लेते हैं ।
परंतु अपनी बगल में रहने बालों से
सतर्क रहना पड़ता है ।।
अजीब स्तिति है दुनिया का ??
ରେଳ ଗାଡି ରେ ଅଜଣା ବ୍ୟକ୍ତିଙ୍କୁ
ଆମେ ଶୀଘ୍ର ଭରଷା କରିଥାଉ ।
ମାତ୍ର ଆମ ପଡୋଶୀ ରେ ରହୁଥିବା
ବ୍ୟକ୍ତି ଙ୍କ ଠାରୁ ସତର୍କ ରହିବାକୁ ପଡିଥାଏ
ଦୁନିଆ ର ନିୟମ କିଛି ଅଲଗା ।






LCT-119
सब अपने अपने कहते रहते हैं ।
मगर जरूरत के समय
साथ देने केलिए कुछ लोग ही खड़े होते हैं ।
ସମସ୍ତେ ନିଜର ନିଜର କହିଥାନ୍ତି ।
ମାତ୍ର ଯେତେବେଳେ ଦରକାର ପଡେ
ସାଙ୍ଗରେ ଠିଆ ହେବା ପାଈଁ ବହୁତ କମ ଲୋକ ଆସନ୍ତି ।





LCT-120
दैनिक जीबन में अभ्यास (Excercise)
को आदत बना लो ।
नहीं तो समय के साथ साथ शरीर
को खोने केलिए ज्यादा बक्त नहीं लगेगा ।
ବ୍ୟାୟାମ କରିବା ଦୈନିକ ଜୀବନର ଅଭ୍ୟାସ
ରେ ପରିଣତ କର ।
ନହେଲେ ଏମିତି ସମୟ ଆସିବ
ଏ ଶରୀର କୁ ହରେଇବାକୁ ବେସି ସମୟ ଲାଗିବ ନାହିଁ।




LCT-121
बिस्वास करके कोई भी कार्य को
अधूरा रखना अपने लिए संकट पैदा करना बराबर है ।
इशलिये अपनी कार्य को हमेशा पूरा करके आएं।
ବିଶ୍ୱାସ କରି କୌଣସି କାର୍ଯ୍ୟ
କୁ ଅଧାରେ ରଖିବା
ନିଜପାଇଁ  ସଙ୍କଟପୂର୍ଣ୍ଣ ସ୍ଥିତି ଉତ୍ପନ୍ନ କରିବା ସମାନ ।
ସେଥିପାଇଁ ନିଜ କାର୍ଯ୍ୟ ସବୁବେଳେ ପୁରା କରିବାକୁ
ଚେଷ୍ଟା କରନ୍ତୁ ।


Follow my blog and visit daily for new contents.
Thanks…….