Three Jobs

List three jobs you’d consider pursuing if money didn’t matter.

People try hard to become a successful person, but the unsuccessful person always guides the successful person.

If in my opinion I wants to do three jobs which I don’t care about money, I will attach great importance to the job. First a successful IAS officer who does not hesitate to sacrifice himself to prevent corruption in the world and secondly a successful teacher who has influenced many students. And the third is a father who puts in 100 percent effort to make his child succeed.

ଜଣେ ସଫଳ ବ୍ୟକ୍ତି ହେବା ପାଇଁ ଲୋକେ ବହୁତ୍ ଚେଷ୍ଟା କରନ୍ତି ହେଲେ ଜାନେ ଅସଫଳ ବ୍ୟକ୍ତି ସଦା ସଫଳ ବ୍ୟକ୍ତି ର ପଥ ପଦର୍ଶକ ହୋଇ ଥାଏ । ଯଦି ମୋ ମତାମତ ରେ ସେ ତିନୋଟି ଚାକିରି କରିବାକୁ ଚାହେଁ ଯାହା ମୋତେ ଧନ ର ଚିନ୍ତା ନ କରି ମୁଁ ଚାକିରି ପ୍ରତି ବହୁତ୍ ମହତ୍ତ୍ଵ ଦେବୀ । ପ୍ରଥମେ ଜଣେ ସଫଳ ଆଇଏଏସ ଅଫିସର ଯାହା ଦୁନିଆରେ ଦୁର୍ନୀତି କୁ ରୋକିବା ପାଇଁ ନିଜକୁ ବଳିଦାନ କରିବାକୁ ମଧ୍ୟ ପଛାଇବ ନାହିଁ ଏବଂ ଦ୍ଵିତୀୟ ରେ ଜଣେ ସଫଳ ଶିକ୍ଷକ ଯାହା ଦ୍ଵାରା ବହୁତ୍ ଛାତ୍ର ଛାତ୍ରୀ ପ୍ରଭାବିତ ହେଉଥିବେ । ଏବଂ ତୃତୀୟ ରେ ଜଣେ ଏମିତି ବାପା ଯିଏ ନିଜ ସନ୍ତାନ କୁ ସଫଳ କରିବାରେ ଶତ ପ୍ରତିଶତ ଚେଷ୍ଟା ରେ ଲାଗି ପଡ଼େ।