Brand

What brands do you associate with?

Always try to buy things that are made locally because anything that is made in your country or nearby places has the importance of its soil. Yes, if that item is not available here, then you can buy and use other brands. But my first request is to show love for the things that are made in your own soil.

ସବୁବେଳେ ନିଜ ଆଖ ପାଖରେ ବନୁଥିବା ଜିନିଷ କୁ କିଣିବାକୁ ଚେଷ୍ଟା କର କାରଣ ନିଜ ଦେଶ ତଥା ପାଖା ପାଖି ସ୍ଥାନ ରେ ତିଆରି ହେଉଥିବା ଯେ କୌଣସି ଜିନିଷ ରେ ନିଜ ମାଟିର ମହତ୍ତ୍ଵ ଥାଏ । ହଁ ଯଦି ଅବା ସେ ଜିନିଷ ଏଠି ଉପଲବ୍ଧ ହେଉ ନଥାଏ ତେବେ ନିଶ୍ଚୟ ଆପଣ ଅନ୍ୟ ବ୍ରାଣ୍ଡ କୁ କୁ ଆପଣ କିଣି ବ୍ୟବହାର କରି ପାରିବେ । କିନ୍ତୁ ମୋର ପ୍ରଥମ ଅନୁରୋଧ ଯେ ନିଜ ମାଟିରେ ତିଆରି ହେଉଥିବା ଜିନିଷ ପ୍ରତି ଭଲ ପାଇବା ଦେବା ଦରକାର ।

Comments are closed

Discover more from Bhuyans Blog

Subscribe now to keep reading and get access to the full archive.

Continue reading