ମାଆ ପରା ସିଏ…

ମୋ ହୃଦୟ କୋଣ ରୁ ଛୋଟିଆ କବିତା ଭରା ସନ୍ଦେଶ ଟିଏ, ସମସ୍ତ ଯୁବ ପିଢ଼ି କୁ ଯିଏ ନିଜ ମାଆ ଙ୍କୁ ମୋ ଭଳି ନିଜ ଜିବନ ଠାରୁ ଅଧିକ ଭଲ ପାଆନ୍ତି । ସିଏ ଆଉ କିଏ ନୁହେଁ, ସେ ହେଉଛି ମୋ ମାଆ…. ମୋ “ମାଆ ପରା ସିଏ“

ସମସ୍ତେ ପଢ଼ନ୍ତୁ ଏବଂ ଯଦି ଭଲ ଲାଗିବ ତେବେ ଅନ୍ୟ ମାନଙ୍କୁ ନିଶ୍ଚୟ ସେୟାର କରିବେ ।

ଏହି ସାଇଟ୍ ରେ ମୋର ପ୍ରଥମ କବିତା ଟିଏ, କେମିତି ଲାଗିଲା କମେଣ୍ଟ୍ ରେ ନିଶ୍ଚୟ ଜଣାନ୍ତୁ ।

ଧନ୍ୟବାଦ ପାଠକ ବନ୍ଧୁ…

ଜିତେନ୍ଦ୍ର ସ୍ୱାଇଁ ଙ୍କ ଦ୍ଵାରା ଲିଖିତ…

ସୋଲଣ୍ଡି, ଗଞ୍ଜାମ ।

3 Responses

  1. Maa pain ehi kabita ti manaku chhuin gala..welcome to bhuyansblog.in..

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading