Call Forwarding Fraud

Beware!
Call-forwarding service on phones can be used by fraudsters to commit fraud. Dial *#21# or *#61# to check call-forwarding status & ##002# to disable.

In Odia

ଆପଣଙ୍କ ମୋବାଇଲ୍ ମଧ୍ୟ Call Forwarding ର ଶିକାର ହୋଇଛି କି ତେବେ ସାବଧାନ ହୋଇ ଯାଆନ୍ତୁ ।

କିଛି ସାବଧାନତା ଏବଂ ଉପଚାର କଣ ???

∆ କେବେ ଆପଣ କୌଣସି ଅଜଣା ଲୋକକୁ ମୋବାଇଲ ବ୍ୟବହାର କରିବାକୁ ଦେଇଛନ୍ତି କି ??

∆ କେହି ଆପଣଙ୍କୁ କୌଣସି ସୁବିଧା ଦେବା ବାହାନାରେ *401* +91 00000000(Unknown Mobile Number) ଟାଇପ୍ କରିବାକୁ କହିଛନ୍ତି କି ???

∆ ଯଦି ନାହିଁ ତେବେ ଆପଣ ସୁରକ୍ଷିତ ଅଟନ୍ତି ତଥାପି ମଧ୍ୟ ଆପଣ ନିଜ ମୋବାଇଲ କୁ ଥରେ ଚେକ୍ କରି ଦିଅନ୍ତୁ ।

∆ *#21# or *#61# ଡାଏଲ୍ କରି ଚେକ୍ କରନ୍ତୁ । ଯଦି 

Voice : Not Forwarding ଭଳି କିଛି ମେସେଜ୍ ଆସିଲା ତେବେ ଆପଣ ବିଲକୁଲ ସୁରକ୍ଷିତ। 

∆  ଯଦି Voice : Forwarded ମେସେଜ ଆସିଲା ତେବେ ତୁରନ୍ତ ##002# ଡାଏଲ୍ କରି ଡି-ଏକ୍ଟିଭେଟ କରନ୍ତୁ।  

∆ ଏହି ପ୍ରକ୍ରିୟା କୁ ଚେକ୍ କରି ସୁରକ୍ଷିତ ରୁହନ୍ତୁ ଏବଂ ନିଜର ପ୍ରିୟ ଲୋକ ମାନଙ୍କୁ ମଧ୍ୟ ଏହି ବିଷୟରେ କୁହନ୍ତୁ। 

।। ଧନ୍ୟବାଦ ।।

ଏହି କ୍ଲିପ୍ କୁ ଥରେ ଶୁଣନ୍ତୁ

ଥରେ ଶୁଣନ୍ତୁ

Leave a Reply

Your email address will not be published. Required fields are marked *