ନାରାୟଣ:- ଆଉ ଲେଟ କରେନି ଚାଲ ପ୍ରୋପୋଜ କର ।
ସମସ୍ତେ କହୁଥାନ୍ତି କୁମାର, ସନ୍ଧ୍ୟା ଏଠିକି ଆସ । ଚାଲ କୁମାର ଷ୍ଟାର୍ଟ କର ।
କୁମାର:- ମୁଁ ତ Rose ଆଣିନି କେମିତି ପ୍ରୋପୋଜ କରିବି ।
ଅଜିତ:- ଏଇ ନେ Rose ଚାଲ ଜଲଦି କର ।
ତାପରେ କୁମାର ସନ୍ଧ୍ୟା କୁ Propose କଲା ।
I ❤ U
Sandhya
ତାପରେ ସନ୍ଧ୍ୟା ବି କହିଲା । I Love U Too My Jaan .
ହେଲେ ସମସ୍ତେ ଏଠି ଅଛନ୍ତି ତମକୁ ଆଉ ଗୋଟେ କଥା ପଚାରିବି । ମୋତେ ଭୁଲି ଯିବନି ତ ?
କୁମାର:- ଶୁଣ ସମସ୍ତେ ତମ ସମସ୍ତଙ୍କ ଆଗରେ କହୁଛି –
ମୋ ପାଦରେ କଣ୍ଟା ଫୁଟୁ
ତୋ ପାଦରେ ଫୁଲ …
ଭୁଲିଯିବା ପାଇଁ ତତେ
ପାଇନି ମୁଁ ଭଲ…
ମତେ ପଛେ ଲୁହ ମିଳୁ
ତତେ ମିଳୁ ହସ…
ତୋ ପାଖେ ଆରମ୍ଭ ମୋ ପ୍ରେମ
ତୋ ପାଖେ ମୋ ଶେଷ ।
ପୁଣିଥରେ କହୁଛି I Love U I Love U I Love U .
To be continued…….
Promo: ( କୁମାର ବାକି ସବୁ ସାଙ୍ଗ ମାନେ ତାଙ୍କ Girl Friend ଙ୍କୁ ଏଇ ଭଳି propose କରନ୍ତୁ ବୋଲି ଚାହୁଁଚି , ପଢିବା next page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-65
Follow me:-
Click here for instagram page : Instagram
Click here for my Facebook Page : Facebook
Click here for my Twitter Page : Twitter
Click here for my Quora Page : Quora
Click here for Blogger Page : Blogger
Thanks….

2 Responses
Mind blowing yaar
Informative articles, excellent work site admin! If you’d like more information about Advertising, drop by my site at UQ8 Cheers to creating useful content on the web!