Smruti Tume Sradhanjali (A true Story ) Page-89

ସନ୍ଧ୍ୟା:- କୁମାର କଣ କରୁଛ ?? ଏଠି ଚାଲ ସେପଟେ ଟିକେ ରୋଷେଇ ରୁମକୁ ତମେ ଯୋଉ Item କହିଥିଲ ସେ Item ଟା ଆମ କାହାରିକୁ ଆସୁନି, ତମେ ଆସ କହିବ କେମିତି କରାଯିବ ।

କୁମାର:- ମୁଁ ଠିକ୍ ଜାଣିଥିଲି, ତମ କାହାରିକୁ ଆସିବନି, ତମେ ଯଦି ସବୁ ରୋଷେଇ କରିଦବ ଆମେ ସବୁ କୁଆଡେ ଯିବୁ । ନା କଣ ବେ !! ଲୋଫର ମାନେ କହୁନ ??  

ସନ୍ଧ୍ୟା:- ହଉ ବାବା ତମେ ସବୁ ଜାଣିଛ, ଆସ ଜଲଦି ।

କୁମାର:- ହଉ ଚାଲ ତମେ କହିବ, ଆଉ ମୁଁ ଯିବିନି ଚାଲ ଯିବା ।
 ତମେ party continue ରଖ,  ମୁଁ ଆସୁଛି, ସାଙ୍ଗମାନେ !!

ତାପରେ କୁମାର ଯାଇକି ରୋଷେଇ ରୁମରେ ସମସ୍ତଙ୍କୁ ରୋଷେଇ କରିକି  ଶିଖେଇଲା କି କେମିତି  Paneer Khurma କରାଯାଏ। ରୋଷେଇ ହେଲାପରେ ସମସ୍ତେ ଖାଇବାକୁ ଗଲେ। ନାନୀ ମାନେ କହିଲେ ଆଗ ତମ ମାନେ ଖାଇ ସାର, ତାପରେ ଆମେ ଖାଇବୁ ।


To be continued…….


Promo: ( Promo: କିଛି ଦିନ ପରେ, ହଠାତ୍ କୁମାର ପାଖକୁ ରାତି 11.30 ରେ ସନ୍ଧ୍ୟା ର Call ଆସିଲା ।, ପଢିବା next page ରେ…… )

                

କୁମାର ଙ୍କ Personal Diary ରୁ……..

Pages:






Follow my Blog and find Smruti Tume Sradhanjali Part-89



Follow My Pages:- 

Thanks….

Categories:

Tagged:

No responses yet

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading