ମଣିଷ ର ସଂଘର୍ଷ ସେ ଦିନ ଠାରୁ ଆରମ୍ଭ ହୋଇ ଯାଏ । ଯେବେ ଠାରୁ ସେ ଏ ଧରା ପ୍ରୁଷ୍ଠ ରେ ପ୍ରଥମ କରି ପାଦ ରଖେ । ପୁଣି ସମୟ ପଥରେ ତାକୁ କଷ୍ଟ ସହିବାକୁ ପଡେ ।
ଏଠି ସୁରଭି ମଧ୍ଯ ସେ ସମୟ ପଥର ଗୋଟିଏ ସୁଦୃଢ଼ ପଥିକ ଭାବେ ସେ ଜୀବନରେ ସଂଘର୍ଷ କରିବାର ଏକ ଜୀବନ୍ତ ଉଦାହରଣ । ସତରେ ମନ ଲୋଭା ଉପନ୍ୟାସ ଟିଏ । ଆପଣଙ୍କୁ ସୁଖ ଓ ଦୁଃଖ ର ଅନନ୍ୟ ଅନୁଭୂତି ଦେବ ।
Nilamadhaba Swain
Delhi, India.
http://bhuyansblog.in/2022/07/22/surabhi/

ଜୀବନରେ କଷ୍ଟ ହେଉଛି ସ୍ତ୍ରୀ ପାଇଁ ଏକ ଅଳଙ୍କାର ସଦୃଶ୍ୟ । ଯଦି କଷ୍ଟ ନାହିଁ ତ, ତେବେ ସ୍ତ୍ରୀ ର ଜୀବନ ସାର୍ଥକ ନୁହେଁ । ସ୍ତ୍ରୀ ରୂପରେ ସେ କଷ୍ଟ କୁ କେମିତି ସହ୍ୟ କରି ଏବଂ ନିଜ ସମ୍ମାନ କୁ ବଞ୍ଚେଇ ରଖିବା ର ଶତ ଚେଷ୍ଟା କରିଥାଏ ତାହା ଏଠି ଏକ ପରିଣାମ ସ୍ୱରୂପ । ଏହା ଉପନ୍ୟାସ ଟିଏ ମାତ୍ର କିନ୍ତୁ ଜୀବନର ସତ୍ୟ ଘଟଣା ର ବିଷୟବସ୍ତୁ ଅଟେ ।
Samita Kumari Swain
Delhi, India.
http://bhuyansblog.in/2022/07/22/surabhi/

Flipkart
&
————————————–
Amazon
&
————————————–
Story Mirror Link
&
————————————–
Some photos of book Mela at Navi Mumbai June 2023











