Tag Archives: smruti tume sradhanjanli

Smruti Tume Sradhanjali (A true Story ) Page-68






କେଶବ:- I Love You ସରିତା ।


ସରିତା:- I Love You Too କେଶବ ।


ଆକାଶ ଏବେ ତୋ ସମୟ ଆସିଗଲା ।

ଆକାଶ:- I Love U ଦୀପା ।
ଦୀପା:- I Love You Too ଆକାଶ ।
ଅଜିତ ତୋ ପାଳି ….
ଅଜିତ:- I Love U ପ୍ରିୟଙ୍କା ।
ପ୍ରିୟଙ୍କା:- I Love You Too ଅଜିତ ।
ଦୀପକ ଚାଲ ତୋ ପାଳି ଲାଜ କରେନି…
ଦୀପକ:- I Love You ଦୀପିକା ।
ଦୀପିକା:- I Love You Too ଦୀପକ ।
Hello ନାରାୟଣ ଷ୍ଟାଇଲିଷ୍ଟ Boy ଚାଲ ଚଷମା ଟା ପିନ୍ଧ ଆଉ ପ୍ରୋପୋଜ କର ।
ନାରାୟଣ:- ହେ କାଜଲ I Love You .
କାଜଲ:- I Love You Too ନାରାୟଣ ।
ଆଉ ବିକ୍ରମ କୁଆଡେ ଗଲା ।
କେଶବ:- ସିଏ ବି ଆମ ସାଙ୍ଗରେ ଆସିଲା, ଗଲା କୁଆଡେ ଚାଲ ସମସ୍ତେ ଦେଖିବା ।
ଆକାଶ:- ଭାଇ ସେପଟେ ଦେଖ ପୁରା ସିନ କେତେ ଆଗକୁ ଗଲାଣି । ଚାଲ ନହଲେ ପୁରା ବହି ଜାଳିଦେଵ ।
କୁମାର:- ରହ ବିକ୍ରମ କଣ କରୁଛୁ, ବ୍ରେକ ଲଗା ନହଲେ ଧକା ହେଇଯିବ ।
To be continued…….


Promo: ( ବିକ୍ରମ କଣ କରୁଥିଲା ତା ଗାର୍ଲଫ୍ରେଣ୍ଡ ସହ । ପଢିବା next page ରେ…… )

                

କୁମାର ଙ୍କ Personal Diary ରୁ……..

Pages:






Follow my Blog and find Smruti Tume Sradhanjali Part-68



Follow My Page:- 


Thanks….

Smruti Tume Sradhanjali (A true Story ) Page-63






କୁମାର:- ହଉ ଠିକ୍ ଅଛି ଭାଇ ମୁଁ ଆସୁଛି । ସନ୍ଧ୍ୟା ଚାଲ ଯିବା ସେମାନେ ସ୍କୁଲରେ ଅଛନ୍ତି ।

ତାପରେ ସେମାନେ ସ୍କୁଲ ପାଖରେ ପହଞ୍ଚିଗଲେ ।

ସନ୍ଧ୍ୟା:- ଏଠି କଣ ରଖିଲ ଯେ ?

କୁମାର:- ଏଇଟା ପରା ହାଇସ୍କୁଲ ତମେ ଚାଲ ମୁଁ ଗାଡି ରଖିକି ଆସୁଛି ।

ସନ୍ଧ୍ୟା:- ଜଲଦି ଆସିବ ହେଲା ।

ହାଇସ୍କୁଲ ଭିତରକୁ ଗଲା ବେଳକୁ ବହୁତ ସାଜସଜ୍ଜା ହୋଇଥିଲା । କୁମାର ଆଉ ସନ୍ଧ୍ୟା ଆଶ୍ଚର୍ଯ୍ୟ ହୋଇଗଲେ  ।

ଆକାଶ:- Welcome to Mr. Kumar & Mrs. Sandhya ।

ସନ୍ଧ୍ୟା:- Thank you ଆକାଶ ଏବଂ ସମସ୍ତ ମୋର ପ୍ରିୟ ସାଙ୍ଗମାନେ ।

କୁମାର:- ଆରେ ଏ କଣ ଏତେ ସାଜସଜ୍ଜା କାହା ପାଇଁ କାହାର କିଛି ପୋଗ୍ରାମ ଅଛି ନା ? ସ୍କୁଲରେ କଣ Function ଅଛି ?

ଆକାଶ:- ଭାଇ ଟିକେ ସାଇଟରେ ବୁଲିକି ଦେଖ ।

 ସେଠି କୁମାର ଆଉ ସନ୍ଧ୍ୟାର ଫଟୋ ଲାଗିଥିଲା ଆଉ ସେଥିରେ ଲେଖାଥିଲା କି Happy Holi &  I Love You day .

 କୁମାର ସେ ହୋଡିଙ୍ଗ ଦେଖି ଉପରେ ଉପରେ ରାଗିଯାଇ କହିଲା ।

କୁମାର:- ଆକାଶ ଏ ହୋଡିଙ୍ଗ କିଏ ବନେଇଛି । 

ଏଠି କିଏ ମାରିଛି । 
ତମେ ସବୁ ପାଗଳ ହେଇ ଗଲଣି ନା କଣ ??

ସେତେବେଳେ କୁମାରର ସାଙ୍ଗମାନେ ମିଶିକି କହିଲେ ।

କଣ ଭାଇ- ଭାଉଜଙ୍କ ଘରକୁ ଗଲ, ଭାଉଜଙ୍କ ଘରେ ରାତି ରହିଲ Scooty ରେ ବୁଲିଲ,  ଶେଷରେ ପ୍ରୋପଜ ବି କଲ ଆଉ ଆଜି ଭାଉଜଙ୍କ ପସନ୍ଦ ର ଡ୍ରେସ ବି ପିନ୍ଧିଲ ପୁଣି ଆମକୁ କହୁଛ ଇଏ କଣ ?? 

ଆଉ କେତେଦିନ ବୁଡି ବୁଡି ପାଣି ପିଇବ ।
To be continued…….


Promo: (କୁମାର ସାଙ୍ଗମାନଙ୍କୁ ବୋକା ବନେଇଵ ଭାବି ସେ ନିଜେ ବୋକା ବନିଗଲା । ପଢିବା next page ରେ…… )

                


କୁମାର ଙ୍କ Personal Diary ରୁ……..

Pages:






Follow my Blog and find Smruti Tume Sradhanjali Part-63



Follow me:- 


 Click here for instagram page    :  Instagram






Thanks….