Tag Archives: #smruti tume

Smruti Tume Sradhanjali (A true Story ) Page-67







କୁମାର:- ହାଏ, Girls କେମିତି ଅଛନ୍ତି । ଆଉ ତମ ଚୋରା ପ୍ରେମ କେତେଆଡ଼େ ଗଲାଣି ।

ସମସ୍ତେ କହିଲେ ତମେ କେମିତି ଜାଣିଲ ??

କୁମାର:- ଚୋର ଘର ସବୁବେଳେ ଅନ୍ଧାର ରହେନି । 

ଆଉ ଆଜି ଚୋରମାନେ ଧରା ପଡିଛନ୍ତି, ଦଣ୍ଡ ଦବାକୁ ତ ପଡିବ । ଆରେ ଲୋଫର ମାନେ ବାହାରକୁ ଆସ ।

ସମସ୍ତେ ଧରା ପଡିଯାଇଥିବାରୁ ଟିକେ ନର୍ଭସ ହୋଇଯାଇଥିଲେ ।

କୁମାର:- ଆରେ ବେଶି Tension ହୁଅନି, ଦେଖ ଆଗରେ କଣ ରଖାହେଇଛି । 

ସମସ୍ତେ କହିଲେ ସନ୍ଧ୍ୟା ଆଉ ତମର ହୋଡିଙ୍ଗ ।

 ଆଚ୍ଛା ମୋର ଏଠି ଖୁଲାମ ଖୁଲା Band ବଜେଇ ତମେମନେ ଲୁଚି ଲୁଚି Bin ବଜେଇବ ଆଉ ଭାବିଛ କେହି ଜାଣିପାରିବେନି ।

 ଚାଲ ଏବେ ଲାଇନରେ ଛିଡା ହେଇଯାଅ । 

ଆରେ କେଶବ ଆଉ ଆକାଶ ତମେ 2ଟା କୁ କଣ ଲଗା କହିବି ଲାଇନରେ ଛିଡା ହେଇଯିବନା ।

ଆଉ ନାନୀ ମାନେ ଆସ ଲାଇନରେ ଠିଆ ହେଇଯାଅ । 

ସନ୍ଧ୍ୟା Rose ଗୁଡ଼ାକ ଦେଲ, ନିଅ ଧର ଆଉ ଜଣ ଜଣ କରି ଆରମ୍ଭ କର । ଆମେ ଦୁଇଜଣ ଦେଖୁଛୁ ହେଲା ।

 କେଶବ ତୁ ଆରମ୍ଭ କର।



To be continued…….


Promo: ( ବାକି ସାଙ୍ଗ ମାନେ ମଧ୍ୟ ସେଠି ନିଜ ନିଜ GF କୁ propose କରନ୍ତି, ପଢିବା next page ରେ…… )

                

କୁମାର ଙ୍କ Personal Diary ରୁ……..

Pages:






Follow my Blog and find Smruti Tume Sradhanjali Part-67



Follow me:- 


 Click here for instagram page    :  Instagram






Thanks….

Smruti Tume Sradhanjali (A true Story ) Page-57

ସନ୍ଧ୍ୟା:- କୁମାର ତମକୁ ଶାଢ଼ୀ ପିନ୍ଧା କେମିତି ଆସିଲା ।

କୁମାର:- ସେ କଥା କଣ କି ମୁଁ କୃଷ୍ଣନୀଳା ନାଚରେ କୃଷ୍ଣ ରୋଲ କରୁଥିଲି ତ ଆମ ନାଚରେ ଯଷୋଧା ମା ବି ଥାଏ ନା । ଆଉ ମୋ ଭାଇ ଯଷୋଧା ମା ଅଭିନୟ କରୁଥିଲା । 

ତାକୁ ଶାଢ଼ୀ ପିନ୍ଧେଇବାକୁ ଝିଅମାନେ ଆସୁଥିଲେ ବାସ୍ ସେଠୁ ଶିଖିଯାଇଛି ।

ସନ୍ଧ୍ୟା:- ହଉ ଏବେ ଦିଅ ମୁଁ କୁଞ୍ଚ ମାରିଦଉଛି ।

କୁମାର:- ଆଛା ଶାଢ଼ୀ ପିନ୍ଧେଇବି ମୁଁ କୁଞ୍ଚ ମାରିବ ତମେ । ବହୁତ ଚାଲାକ ନାହିଁ । ମୁଁ ହିଁ ମାରିବି ।

ସନ୍ଧ୍ୟା:- No  Chance ତମେ ବୁଝୁନ କଣ ଯେ ମୋତେ କୁତୁ କୁତୁ ଲାଗୁଛି ।

କୁମାର:- Just Feel it… କେମିତି ଲାଗିବ ଦେଖିବ ।

ସନ୍ଧ୍ୟା:- କୁମାର ଥାଉ ଥାଉ ସେତିକି, ବେଶି ରୋମାଣ୍ଟିକ ହୁଅନି , ଚାଲ କଲେଜ ଯିବା ଟାଇମ ହେଲାଣି ।

କୁମାର:- ଆଉ ଟିକେ ରୁହ ମତେ ଆଉ ଟିକେ ଗେଲ କରିବାକୁ ଦିଅ ।

ସନ୍ଧ୍ୟା:- ସେତିକି ଗେଲ କର ଚାଲ ଯିବା ଦୁଷ୍ଟ କୋଉଠି କାର । ଚାଲ ଭୋକ ବି ହେଲାଣି ।

କୁମାର:- Ok Ok ଚାଲ ମୁଁ ତମକୁ ଖୁଆଇ ଦେବି ହେଲା ।

ସନ୍ଧ୍ୟା:- ମୁଁ ବି ତମକୁ ଖୁଆଇ ଦେବି ।

(କୁମାର ଖାଇବା ବାଢିବାକୁ ଯାଏ)

କୁମାର:- ମୋର ବାସ୍ ଏତିକି, ତମର କେତେ ନବ କୁହ ।


ସନ୍ଧ୍ୟା:- କେତେ କଣ ଯେ, ଗୋଟେ ପ୍ଲେଟ ରେ ଆଣ ଆମେ ଦୁଇ ତ ଏକ ପ୍ଲେଟ କାହିଁକି ଦୁଇଟା ହେବ ଯେ ।

କୁମାର:- Okay ଗୋଟେ ପ୍ଲେଟ ହେଲା । ହଉ ଏବେ ମୁହଁ ଖୋଲ ।

To be continued…….


Promo: ( ପଡୋଶୀ ଘର ନାନୀ କୁମାର କୁ ତାରିଫ କରେ,  ପଢିବା next page ରେ…… )

           
କୁମାର ଙ୍କ Personal Diary ରୁ……..

Pages:






Follow my Blog and find Smruti Tume Sradhanjali Part-57



Follow My Pages:- 


Thanks….