Tag Archives: ଜିତେନ୍ଦ୍ର ସ୍ୱାଇଁ

ଗୁରୁ

ଜିତେନ୍ଦ୍ର ସ୍ୱାଇଁ ଙ୍କ ଦ୍ଵାରା ଲିଖିତ ଅନ୍ୟ ଏକ ସ୍ୱଳ୍ପ କବିତା ଟିଏ। 

ଯଦି ଭଲ ଲାଗିଛି ତେବେ ସେୟାର କରିବାକୁ ଭୁଲିବେ ନାହିଁ

ମାଆ ପରା ସିଏ…

ମୋ ହୃଦୟ କୋଣ ରୁ ଛୋଟିଆ କବିତା ଭରା ସନ୍ଦେଶ ଟିଏ, ସମସ୍ତ ଯୁବ ପିଢ଼ି କୁ ଯିଏ ନିଜ ମାଆ ଙ୍କୁ ମୋ ଭଳି ନିଜ ଜିବନ ଠାରୁ ଅଧିକ ଭଲ ପାଆନ୍ତି । ସିଏ ଆଉ କିଏ ନୁହେଁ, ସେ ହେଉଛି ମୋ ମାଆ…. ମୋ “ମାଆ ପରା ସିଏ

ସମସ୍ତେ ପଢ଼ନ୍ତୁ ଏବଂ ଯଦି ଭଲ ଲାଗିବ ତେବେ ଅନ୍ୟ ମାନଙ୍କୁ ନିଶ୍ଚୟ ସେୟାର କରିବେ

ଏହି ସାଇଟ୍ ରେ ମୋର ପ୍ରଥମ କବିତା ଟିଏ, କେମିତି ଲାଗିଲା କମେଣ୍ଟ୍ ରେ ନିଶ୍ଚୟ ଜଣାନ୍ତୁ ।

ଧନ୍ୟବାଦ ପାଠକ ବନ୍ଧୁ

ଜିତେନ୍ଦ୍ର ସ୍ୱାଇଁ ଙ୍କ ଦ୍ଵାରା ଲିଖିତ…

ସୋଲଣ୍ଡି, ଗଞ୍ଜାମ ।