ସନ୍ଧ୍ୟା:- ହଉ ଗାଡି ରଖ ମୁଁ ଚଲାଉଛି ।
କୁମାର:- That’s like a good girl .
ତାପରେ ସନ୍ଧ୍ୟା ଗାଡି ଚଲେଇଲା, ଆଉ ଦୁହେଁ ଯାଇକି ଟିଉସନ ପାଖରେ ପହଞ୍ଚିଲେ ।
ସନ୍ଧ୍ୟା ତମେ ଟିଉସନ ଭିତରକୁ ଯାଅ, କିଛି ସମୟ ପରେ ମୁଁ ଆସୁଛି ।
ସନ୍ଧ୍ୟା:- ଠିକ ଅଛି ତମେ ଆସ ।
ସନ୍ଧ୍ୟା ଟିଉସନ ଭିତରକୁ ଗଲା , କିଛି ସମୟ ପରେ କୁମାର ଭିତରକୁ ଗଲା ସମସ୍ତେ ଆସିଯାଇଥିଲେ କିନ୍ତୁ sir ଆସିନଥିଲେ ।
ଆକାଶ:- ଭାଇ Good Morning !! କାଲି କୁଆଡେ ହଜିଯାଇଥିଲ ଟିଉସନ ଆସିନଥିଲ ।
କୁମାର:- କିଛି ନାହିଁ କାଲି କଲେଜରୁ ଆସିଲା ବେଳେ ଟିକେ ଲେଟ ହେଇଗଲା ତ ଆସିପାରିଲିନି ।
ଆକାଶ:- ଓଃ.. ସତରେ ନା କଣ ??
କୁମାର:- ହଁ ମ ସତରେ ।
ଆକାଶ:- ଆଉ ଆଜି କଲେଜ ଯାଉଛୁ ନା ନାହିଁ।
କୁମାର:- ନାହିଁ ଆଜି ଯିବିନି ଭାବୁଛି ।
ଆକାଶ:- କଣ ପାଇଁ ଯିବୁନି ?? ଚାଲ ଆଜି ତୋ ପାଇଁ ଗୋଟେ Special ଦିନ ଅଛି ।
କୁମାର:- କଣ ଅଛି ??
ଆକାଶ:- ତୁ କଲେଜ ଚାଲ ସେଠି କହିବି ।
To be continued…….
Promo: ( କୁମାର କୁ ଖୁସି ହେବାର କାରଣ sir ପଚାରୁଛନ୍ତି ପଢିବା, next page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-50
Follow My Pages:-
Thanks….
Facebook Comments