Smruti Tume Sradhanjali (A true Story ) Page-32

କୁମାର:- ପାଟି ବନ୍ଦ କରି ବସୁନ କାହିଁକି ??  ବାଲୁରି କୋଉଠି କାର ଚୁପ୍ ଚାପ୍ ହେଇ ବସ ।

ସନ୍ଧ୍ୟା:- ହଉ ବସୁଛି, କାହିଁକି ସେମିତି ହଉଛ । 

କୁମାର:- କୋଉଠି କି ଯିବ ?? ତମ ଗାଁ କୁ ନା ??  ତମ ଦାଦା ଘର ଗାଁ କୁ ।

ସନ୍ଧ୍ୟା:- ଦାଦା ଙ୍କ ଗାଁ କୁ । 

ଆମ ଗାଁ ରେ କଣ କରିବି ଯାଇକି ଆମେ ଆଉ ସେଠି ରହୁନୁ ।

କୁମାର:- ରାସ୍ତା କୁହ ମୁଁ ଭଲ ସେ ଜାଣିନି ।

ସନ୍ଧ୍ୟା:- ଏଇ ଦେଖ ଆଗରେ ଯୋଉ ଆମ୍ବ ଗଛ ଦେଖାଯାଉଛି ସେଇଠୁ Right ରେ ଯିବ । 

ତାପରେ ଆଗକୁ ଗଲେ ସ୍କୁଲ ପଡିବ ସେଠୁ Right ରେ ଯିବା ଆଉ ସେଠୁ ଆଗକୁ ଗଲାପରେ ଜଙ୍ଗଲ ପଡିବ । 

ଆଉ ସେହି ଜଙ୍ଗଲ ରାସ୍ତା ରେ ଗଲେ ଟିକେ ଆଗକୁ ଆମ ଗାଁ ପଡିବ ।

କୁମାର:- ତମକୁ ଯଦି କେହି ପଚାରିବ ତମ ଗାଁ ଠାରୁୁ ନଦୀ କୁ ଯିବା ପାଇଁ ରାସ୍ତା ?

ତାହେଲେ ତମେ ତାକୁ ନେଇ ସିଧା ନଦୀରେ ଠିଆ କରିଦେଇଥିବ ନୁହଁ ??

ଖାଲି ବଲ ବଲ ହଉଛି ।

ସନ୍ଧ୍ୟା:- ବଲ ବଲ କଣ ହେଲି ଯେ , ତମେ ରାସ୍ତା ପଚାରିଲ ମୁଁ କହିଲି !! 

କହିଦେଲା ପରେ ଫୁଟାଣି ମାରୁଛ ନାହିଁ । 

ଦେବୀ ଯେ ଗୋଟେ !!!!

କୁମାର:-  ଏଇ!!!!  ଚୁପ ବସ୍ 

To be continued…….


Promo: (  ଆଉ କିଛି ମଜା କଥା ବାର୍ତା ସନ୍ଧ୍ୟା ଆଉ କୁମାର ର ପଢିବା ଆଗାମୀ page ରେ…… )

କୁମାର ଙ୍କ Personal Diary ରୁ……..

Pages:




Follow my Blog and find Smruti Tume Sradhanjali Part-32



Follow My Pages:- 


Thanks…

Leave a Reply

Your email address will not be published. Required fields are marked *