Smruti Tume Sradhanjali (A true Story ) Page-37


ସନ୍ଧ୍ୟା:- ନାହିଁ ନାହିଁ ତମେ ଯିବନି ହେଲା, 
ରୁହ ମୁଁ ତମ ପାଖକୁ ଆସୁଛି । 
ଏଥର କୁହ ।

କୁମାର ସନ୍ଧ୍ୟାକୁ ଜାବୁଡି ଧରି ନିଜ ଆଡକୁ ଟାଣିନେଲା ।

କୁମାର:- ବାୟାଣି, ମୁଁ ତୁମକୁ ବହୁତ ଭଲ ପାଏ । 
ଖାଲି ଯାହା ମନରେ ଟିକେ ଡର ଥିଲା । 
ତମେ ଏଥର ଖୁସିନା ????

ସନ୍ଧ୍ୟା ପୁରା କାନ୍ଦି କାନ୍ଦି କହୁଥାଏ ।

ସନ୍ଧ୍ୟା:- ମୁଁ ଏ ଦିନକୁ କେବେଠୁ ଅପେକ୍ଷା କରିଥିଲି ।

 ଆଉ ଆଜି ମୁଁ ବହୁତ ଖୁସି, 
ତମେ ମୋତେ କେବେ ଏକୁଟିଆ ଛାଡିଦବନି ତ ?????

ସତ କହୁଛି ତମେ ଯଦି ମୋତେ ଏକୁଟିଆ କରିଦବ ତାହେଲେ ମୁଁ ସତରେ ବାୟାଣି ହେଇଯିବି ।

କୁମାର:- ସେମିତି ଦିନ କେବେବି ଆସିବନି, ମୁଁ ତମକୁ ଛାଡି କୁଆଡେ ବି ଯିବିନି ।  

ମୁଁ  ଦେହ ହେଲେ ତମେ ମୋ ନିଶ୍ୱାସ ।
ନିଶ୍ୱାସ କୁ ଛାଡି କେହି କେବେ କଣ ରହିପାରିବ ????

 Love u bayani love u…. I love u …

ସନ୍ଧ୍ୟା:- Love u too !! ଆଛା କହିଲ,  ତମ ଘରକୁ ଫୋନ କରିକି କହିଲ ତମେ ଆମ ଘରେ ରହିଲ ବୋଲି ।

 ନହଲେ ଘରେ ସମସ୍ତେ ବ୍ୟସ୍ତ ହେବେ ।

କୁମାର:- ହଁ ହଁ ମୁଁ ଫୋନ କରିକି କହିଦଉଛି ।
 ହଁ ଶୁଣ ତମ ସହ ବହୁତ କଥା ଅଛି,
 କାମ ଜଲ୍ଦି ସାରିଦିଅ କଥା ହେବା ।

ସନ୍ଧ୍ୟା:- ମୋର ଆଉ କଣ କାମ ଅଛି ?? 
ଏବେ 7.30 ହେଲାଣି ସମସ୍ତେ Serial ଦେଖିବେ । 
ତାପରେ ଆମେ ବସିକି କଥା ହେବା ।



To be continued…….


Promo: ( ଆଗକୁ କଣ ହେବ ମୁଁ କହିବା ଅପେକ୍ଷା ପଢିଲେ ଭଲ ଲାଗିବ ,  ପଢିବା next page ରେ…… )


କୁମାର ଙ୍କ Personal Diary ରୁ……..

Pages:




Follow my Blog and find Smruti Tume Sradhanjali Part-37



Follow My Pages:- 


Thanks….

Put your Valuable feedback