ସନ୍ଧ୍ୟା:- ନାହିଁ ନାହିଁ ତମେ ଯିବନି ହେଲା,
ରୁହ ମୁଁ ତମ ପାଖକୁ ଆସୁଛି ।
ଏଥର କୁହ ।
କୁମାର ସନ୍ଧ୍ୟାକୁ ଜାବୁଡି ଧରି ନିଜ ଆଡକୁ ଟାଣିନେଲା ।
କୁମାର:- ବାୟାଣି, ମୁଁ ତୁମକୁ ବହୁତ ଭଲ ପାଏ ।
ଖାଲି ଯାହା ମନରେ ଟିକେ ଡର ଥିଲା ।
ତମେ ଏଥର ଖୁସିନା ????
ସନ୍ଧ୍ୟା ପୁରା କାନ୍ଦି କାନ୍ଦି କହୁଥାଏ ।
ସନ୍ଧ୍ୟା:- ମୁଁ ଏ ଦିନକୁ କେବେଠୁ ଅପେକ୍ଷା କରିଥିଲି ।
ଆଉ ଆଜି ମୁଁ ବହୁତ ଖୁସି,
ତମେ ମୋତେ କେବେ ଏକୁଟିଆ ଛାଡିଦବନି ତ ?????
ସତ କହୁଛି ତମେ ଯଦି ମୋତେ ଏକୁଟିଆ କରିଦବ ତାହେଲେ ମୁଁ ସତରେ ବାୟାଣି ହେଇଯିବି ।
କୁମାର:- ସେମିତି ଦିନ କେବେବି ଆସିବନି, ମୁଁ ତମକୁ ଛାଡି କୁଆଡେ ବି ଯିବିନି ।
ମୁଁ ଦେହ ହେଲେ ତମେ ମୋ ନିଶ୍ୱାସ ।
ନିଶ୍ୱାସ କୁ ଛାଡି କେହି କେବେ କଣ ରହିପାରିବ ????
Love u bayani love u…. I love u …
ସନ୍ଧ୍ୟା:- Love u too !! ଆଛା କହିଲ, ତମ ଘରକୁ ଫୋନ କରିକି କହିଲ ତମେ ଆମ ଘରେ ରହିଲ ବୋଲି ।
ନହଲେ ଘରେ ସମସ୍ତେ ବ୍ୟସ୍ତ ହେବେ ।
କୁମାର:- ହଁ ହଁ ମୁଁ ଫୋନ କରିକି କହିଦଉଛି ।
ହଁ ଶୁଣ ତମ ସହ ବହୁତ କଥା ଅଛି,
କାମ ଜଲ୍ଦି ସାରିଦିଅ କଥା ହେବା ।
ସନ୍ଧ୍ୟା:- ମୋର ଆଉ କଣ କାମ ଅଛି ??
ଏବେ 7.30 ହେଲାଣି ସମସ୍ତେ Serial ଦେଖିବେ ।
ତାପରେ ଆମେ ବସିକି କଥା ହେବା ।
To be continued…….
Promo: ( ଆଗକୁ କଣ ହେବ ମୁଁ କହିବା ଅପେକ୍ଷା ପଢିଲେ ଭଲ ଲାଗିବ , ପଢିବା next page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-37
Follow My Pages:-
Thanks….
Facebook Comments