କୁମାର:- କଥା କଣ ଆଜି ସମସ୍ତେ କଲେଜ ଆସିବା ପାଇଁ କହୁଛ କଣ କିଛି Special ଅଛି କି ??
କୁମାର:- ତା ହେଲେ ମୁଁ ଗାଁ କୁ ଯାଇକି ଆସୁଛି, ନୂଆ ସାର୍ଟ ପିନ୍ଧିକି ଆସୁଛି ।
ନାହିଁ ନାହିଁ ହୋଲି ଖେଳିବାକୁ ତ ପଡିବ ନା ?? ଏଇ ସାର୍ଟରେ ଚଳେଇ ଦେବା ଥାଉ ।
ଚାଲ ମୁଁ ଆଉ ଗାଁ କୁ ଯିବିନି, କଲେଜ ଯିବା ।
ହେଲେ ମୁଁ ଯିବି କେମିତି ??
ନାହିଁ ନାହିଁ ହୋଲି ଖେଳିବାକୁ ତ ପଡିବ ନା ?? ଏଇ ସାର୍ଟରେ ଚଳେଇ ଦେବା ଥାଉ ।
ଚାଲ ମୁଁ ଆଉ ଗାଁ କୁ ଯିବିନି, କଲେଜ ଯିବା ।
ହେଲେ ମୁଁ ଯିବି କେମିତି ??
କୁମାର ମନେ ମନେ ଭାବୁଥାଏ ।
ସରିତା:- କଣ ଭାବୁଛ କୁମାର ଯିବା ଚାଲ ।
କୁମାର:- ହଁ ଯେ ମୁଁ ଯିବି କେମିତି ??? ସାଇକେଲ ଆଣିନି ।
ସମସ୍ତେ କୁମାର କୁ କହିଲେ ସନ୍ଧ୍ୟାର ଗାଡ଼ିରେ ଚାଲ, ଆମେ ସମସ୍ତେ ସାଇକେଲ ରେ ଯାଉଛୁ ।
କେତେ ଉଠାଣି ପଡୁଛି ତୁ ତ ଜାଣିଛୁ, ଏକା ଯିବାକୁ ବି କଷ୍ଟ ହଉଛି । ତୁ ସନ୍ଧ୍ୟାର ଗାଡ଼ିରେ ଚାଲ ।
ଆକାଶ:- ଭାବୁଛୁ କଣ ଯାଉନୁ ସେ ପରା ଜଗିଛି ।
କୁମାର:- ଯାଉଛି କାହିଁକି, ଏତେ ତରତର ହୋଉଛୁ ।
ଉଠ ମୁଁ ଚଲେଇବି (ସନ୍ଧ୍ୟା କୁ କହେ ) ଝିଅ ପିଲା ଚଲେଇଲେ ମୁଁ ବସେନି ।
ସନ୍ଧ୍ୟା:- ଠିକ୍ ଅଛି, ଚଲାଓ ।
କୁମାର ଗାଡି ଷ୍ଟାର୍ଟ କଲା, ସନ୍ଧ୍ୟା ବସିବା ପରେ ସମସ୍ତେ ପଛପଟୁ ସନ୍ଧ୍ୟାକୁ All the best ଜଣେଇଲେ ।
ସନ୍ଧ୍ୟା:- ସମସ୍ତଙ୍କୁ Thank You ଜଣେଇଲେ ।

To be continued…….
Promo: ( ସନ୍ଧ୍ୟା କୁମାର କୁ କିଛି ଗିଫ୍ଟ ଦିଏ ପଢିବା next page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-52
Follow My Pages:-
Thanks….
Facebook Comments