Smruti Tume Sradhanjali (A true Story ) Page-53


କୁମାର:- ମତେ କିଛି କହିଲ କି ??

ସନ୍ଧ୍ୟା:- ତମକୁ କିଛି କହିନି ତମେ ଚାଲ, ଆଗରେ ଟିକେ ରଖିବ । ରଙ୍ଗ କିଣିବାର ଅଛି ।

ତମକୁ ଆଜିପୁରା ରଙ୍ଗୀନ କରିଦେବି, ତମ ପାଇଁ କିଛି ଆଣିଛି ରାସ୍ତାରେ ଦେବି ।

କୁମାର:- ଏଇ ଦେଖ ସେଠି ରଙ୍ଗ ମିଳୁଛି, ଯାଇକି ଆଣ ମୁଁ ଏଠି ଅଛି ।

ସନ୍ଧ୍ୟା ରଙ୍ଗ ଆଣିବାକୁ ଗଲା ବହୁତ ରଙ୍ଗ କିଣିକି ଆଣିଲା ।

 କୁମାର ରଙ୍ଗ ଦେଖିକି ପଚାରିଲା ଏତେ ରଙ୍ଗ କଣ ହବ ??

ସନ୍ଧ୍ୟା:- ଏ ସବୁ ରଙ୍ଗ ତମ ପାଇଁ , ସବୁ ରଙ୍ଗ ତମକୁ ବୋଳିବି । 
ଆରେ ଏ ସବୁ ଆମ ସମସ୍ତଙ୍କ ପାଇଁ ହେଲା  ।

କୁମାର:- Ok Ok ଠିକ ଅଛି ଚାଲ ନହଲେ ସେ ସବୁ ଲୋଫର ଗୁଡା ଆସିଯିବେ,  ସବୁ ଜଣାପଡିଯିବ ।

ସନ୍ଧ୍ୟା:- ଆରେ ବାବା  scooty ର ଡିକି ଟା ଖୋଲ , ଏଇଟା କୋଉଠି ରଖିବି

କିଛି ବାଟ ଗଲାପରେ

ସନ୍ଧ୍ୟା:- ଗାଡି ରଖ କାମ ଅଛି ।

କୁମାର:- କଣ କାମ ଅଛି ??

ସନ୍ଧ୍ୟା:- ତମେ ଗାଡି ରଖ କହିବି ।

କୁମାର ଗାଡି ରଖିଲା …

ଏବେ ଡିକି ଖୋଲ । ଏଇ ନିଅ ଏଇଟା ତମ ପାଇଁ ।

କୁମାର:- ଏ ସବୁ କଣ ଦରକାର ଥିଲା ।

ସନ୍ଧ୍ୟା:- ଦରକାର କେମିତି ନାହିଁ ମୁଁ ଖାସ ତମ ପାଇଁ ନେଇକି ଆସିଛି ।

କୁମାର:- ହେଲେ ତମକୁ ଦେବା ପାଇଁ ମୋ ପାଖରେ କିଛି ନାହିଁ ।

To be continued…….


Promo: ( ହୋଲି ଖେଳିବା କାହାଣୀ ପଢିବା next page ରେ…… )

                
କୁମାର ଙ୍କ Personal Diary ରୁ……..

Pages:





Follow my Blog and find Smruti Tume Sradhanjali Part-53



Follow My Pages:- 


Thanks….

Facebook Comments

Put your Valuable feedback