ଶାନ୍ତି
*****
ତମର ସବୁ ସ୍ମୃତି…
ସ୍ନେହ- ପ୍ରେମ – ଆନ୍ତରିକତା,
ଧ୍ଵଂସସ୍ତୁପ ଇତିହାସ ପାଲଟିଗଲା
ଅଗ୍ନିକୁ ସାକ୍ଷୀ ରଖି…
ପାଉଁଶ ର ଅବିସେଶ ତଳେ ….
ତମେ ଏବେ ମୁକ୍ତ,
ମୁଁ ଏବେ ମୁକ୍ତ,
ଆମ ଦୁହିଁଙ୍କ ପ୍ରେମରୁ
ହୃଦୟରୁ ମନରୁ
ଦେବୀ ପ୍ରତିମା ଟିଏ
ତମ ହୃଦୟ ଇଛା,
ଶାନ୍ତିର ଏକ ରାଜମହଲ ରେ,
ପୂଜା ହୁଅ ତମେ
ଆମନ୍ତ୍ରିତ ଶାନ୍ତିର ଇଲାକାରେ ।।
ମନୋଜ କୁମାର ବେହେରା ଙ୍କ
ଲେଖନୀରୁ….


No responses yet