ପ୍ରିୟତମା
ଉଜାଡି ଦେଇ ମୋ ସଜଡ଼ା ସପନ
ଚାଲିଗଲ ତମେ ପ୍ରିୟତମା,
ବଞ୍ଚିବାକୁ ଆଉ ଭଲ ଲାଗୁନାହିଁ
ତୁମ ବିନାମତେ ଜମା….
ମୋ ହୃଦୟ ଭାଙ୍ଗି ଆଉ କାହା ହୃଦୟ
କଲ ନିଜର ଘର,
ଶଙ୍ଖା ସିନ୍ଦୁର ଦେଇ ନାହିଁ ବୋଲି
କରିଦେଲ ମୋତେ ପର…
ଯଉ ବନ ଜଙ୍ଗଲ ରେ
ତୁମ ପ୍ରେମର ନିଆଁ,
ଜାଳି ଦେଲ ଜାଳି ଦେଲ
ମୋ ସୁଖର ଦୁନିଆ…
ତୁମ ପାଇଁ ଛଟ ପଟ
ହଉଛି ମୁଁ ଛାନିଆ,
କରିବି ବୋଲି ମୁଁ ତୁମକୁ
ମୋ ସୁନା କନିଆ…
ଦେଉଥିଲି ଚିଠି ଦଉଥିଲି ଫୁଲ
ରଖିଲନି..
ରଖିଲିନି..
ମୋ ପ୍ରେମର ମୂଲ
ନା ରଖିଲ ତୁମେ ମୋତେ
ଏ କୂଳ ନା ସେ କୂଳ
ମୁଁ ତୁମ କୁ ଭଲ ପାଇ କଣ କଲି ଭୁଲ…
ହୃଷିକେଶ କୁଶୁଲିଆ (ଲେଖକ)
ମୁନିଗୁଡ଼ା, ରାୟଗଡ଼ା ।
Listen the Beautiful Song

Beautiful Song
Beautyful
Thank you