ଓଡ଼ିଆ ଝିଅ ରାଷ୍ଟ୍ରପତି

ଓଡିଶା ମାଟିର ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ
ଆଜାଦ ଭାରତର ପ୍ରଥମ ଆଦିବାସୀ ସେ ମୁର୍ମୁ…

ଦିନ ବିତି ଗଲା ମାସ ବିତି ଗଲା
ବିତି ଗଲା ବର୍ଷ ବର୍ଷ…

ଏନ୍ ଡି ଏ, ବିଜେଡି, ଜେ ଏମ୍ ଏମ୍ 
ଦ୍ରୌପଦୀ ପାଇ କଲେ ଭୋଟ ଖର୍ଚ୍ଚ…

ମୋଦି ଶାହା ନଡ୍ଡା ନବୀନ ହେମନ୍ତ ଜଗା
ପୁଟାଇଲେ ଦେଶବାସୀ ଙ୍କ ଓଠେ ହସ…

ସପନରେ କେବେ ଭାବି ନଥିଲୁ 
ମହାମହିମ୍ ରାଷ୍ଟ୍ରପତି ପଦ ଥିଲା 
ଆମ ପାଇ ଅନତି ଦୂର ବହୁତ କୋଶ…

ନାରୀ ଶକ୍ତି କୁ ମିଳିଲା ଦେଶ ବିଦେଶେ ସମ୍ମାନ
ସମଗ୍ର ଭାରତ ବର୍ଷ ର ଜନତା 
ଶ୍ରୀମତୀ ଦ୍ରୌପଦି ଙ୍କୁ ଦେଲେ ଶୁଭେଛା ଓ ଅଭିନନ୍ଦନ 

ପୁଅ ପତି କୁ ହରାଇ ଦ୍ରୌପଦି ଙ୍କ 
ଜୀବନ ଥିଲା ବଡ ସଂଘର୍ଷ 
ଆଜି ଭାରତର ପ୍ରଥମ ନାଗରିକ 
ହୋଇ ହାସଲ କଲେ ସେ ଆସନ ଷିର୍ଷ…

ହୃଷିକେଶ କୁଶୁଲିଆ 
ମୁନିଗୁଡ଼ା,ରାୟଗଡ଼ା। 

If the contents are helpful to share them with your friends, Thanking You.

No responses yet

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading